National & International

ଆମେରିକାରେ ବରଫ ଝଡ଼; ୧୦ ହଜାର ବିମାନ ବାତିଲ

ଆମେରିକା: ଆମେରିକାର ଉତ୍ତର-ପୂର୍ବ ଭାଗରେ ସୋମବାର ଏକ ଶକ୍ତିଶାଳୀ ଶୀତକାଳୀନ ଝଡ଼ ତାଣ୍ଡବ ସୃଷ୍ଟି କରିଥିଲା । ପ୍ରବଳ ତୁଷାରପାତ ଏବଂ ପ୍ରବଳ ପବନ ଯୋଗୁଁ ରାସ୍ତାଗୁଡ଼ିକ ଖସଡ଼ା ହୋଇଯାଇଥିଲା । ସାଧାରଣ ପରିବହନ ସେବା ଠପ୍ ହୋଇପଡ଼ିଥିଲା । ଲକ୍ଷ…

ଜଳିଗଲା କପଡା ଗୋଦାମ, ୬ ମୃତ

ମିରଟ : ଉତ୍ତରପ୍ରଦେଶର ମିରଟରେ ବିଳମ୍ବିତ ରାତିରେ ଏକ କପଡା ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୬ଜଣଙ୍କର ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ଜଣେ ମହିଳା ଏବଂ ୫ ଜଣ ଛୋଟପିଲା ସାମିଲ ଥିଲେ ।…

ରାଞ୍ଚି-ଦିଲ୍ଲୀ ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ୭ ମୃତ

ନୂଆଦିଲ୍ଲୀ: ଆକାଶରେ ମର୍ମନ୍ତୁଦ ଦୁର୍ଘଟଣା । ରାଞ୍ଚି-ଦିଲ୍ଲୀ ଏୟାର ଆମ୍ବୁଲାନ୍ସ କ୍ରାସ, ୭ ମୃତ । ଝାଡ଼ଖଣ୍ଡର ଚାତ୍ରା ଜିଲ୍ଲା ସିମରିଆ ନିକଟସ୍ଥ ଏକ ଘଞ୍ଚ ଜଙ୍ଗଲରେ ଏହି ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି । ରାଞ୍ଚିରୁ ଦିଲ୍ଲୀ ଯାଉଥିବା…

ଭାରତୀୟ ନାଗରିକଙ୍କୁ ଇରାନ ଛାଡିବାକୁ ପରାମର୍ଶ

ତେହେରାନ: ତେହେରାନ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଇରାନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ନେଇ ଭାରତୀୟ ଦୂତାବାସ ଆଡଭାଇଜରୀ ଜାରି କରିଛି । ଭାରତୀୟ ଦୂତାବାସ ନିଜ ନାଗରିକଙ୍କୁ କହିଛି କି, କୌଣସି ପରିସ୍ଥିତିରେ ହେଉ ଆଜି ଇରାନ…

ରବ ଜେଟନ ହେଲେ ନେଦରଲ୍ୟାଣ୍ଡର ସବୁଠୁ ଯୁବ ପ୍ରଧାନମନ୍ତ୍ରୀ, ଶପଥପାଠ କରାଇଲେ କିଙ୍ଗ୍

ଆମଷ୍ଟରଡାମ ୨୩।୨: ନେଦରଲ୍ୟାଣ୍ଡକୁ ନୂଆ ପ୍ରଧାନମନ୍ତ୍ରୀ ମିଳିଛି। ୩୮ ବର୍ଷ ବୟଷ୍କ ରବ ଜେଟନଙ୍କୁ ଦେଶର ରାଜା ପ୍ରଧାନମନ୍ତ୍ରୀ ପଦର ଶପଥ ପାଠ କରାଇଛନ୍ତି। ଜେଟନ ୩ ଦଳଙ୍କ ମେଣ୍ଟରେ ଗଢା ଯାଇଥିବା ସ୍ୱଳ୍ପ ମତ ସରକାରର ନେତୃତ୍ୱ କରୁଛନ୍ତି। ନେଦରଲ୍ୟାଣ୍ଡସ…

ଦିଲ୍ଲୀ ବିଧାନସଭାକୁ ବୋମା ଧମକ: ଲାଲକିଲ୍ଲା ଓ ସ୍କୁଲ ପରେ ଏବେ ଟାର୍ଗେଟରେ ବିଧାନସଭା

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କ୍ରମାଗତ ଭାବେ ବୋମା ଧମକ ମିଳିବା ଘଟଣା ସାମ୍ନାକୁ ଆସୁଛି। ସୋମବାର ଦିନ ଦିଲ୍ଲୀର ଦୁଇଟି ପ୍ରମୁଖ ସ୍କୁଲ ପରେ ଏବେ ଦିଲ୍ଲୀ ବିଧାନସଭାକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି। ଏକ ଇମେଲ୍ ମାଧ୍ୟମରେ…

ପୁଣି ଜେଏନୟୁରେ ହିଂସା ; ବାମପନ୍ଥୀ ଏବିଭିପି ମୁହାଁମୁହିଁ

ସୋମବାର ସକାଳେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଦୁଇ ଛାତ୍ର ସଂଗଠନ ପରସ୍ପରକୁ ଆକ୍ରମଣ ଏବଂ ଧମକ ଦେବାର ଅଭିଯୋଗ ଆଣିଛନ୍ତି। ସଂଘର୍ଷରେ ଅନେକ ଛାତ୍ର ଆହତ ହୋଇଥିବା ସୂଚନା। ସୂଚନା ଅନୁସାରେ କୁଳପତି ଶାନ୍ତିଶ୍ରୀ…

ସ୍ୱତନ୍ତ୍ର ସଂଶୋଧନ ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ଜାରି କଲେ ନିର୍ବାଚନ ଅଧିକାରୀ

ଚେନ୍ନାଇ: ତାମିଲନାଡୁରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ପରେ ଚୂଡ଼ା ଭୋଟର ଲିଷ୍ଟ ଜାରି ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଅର୍ଚ୍ଚନା ପଟ୍ଟନାୟକ ସୋମବାର ଏହି ଘୋଷଣା କରିଛନ୍ତି। ଦ ହିନ୍ଦୁରେ ପ୍ରକାଶିତ ରିପୋର୍ଟ ଅନୁସାରେ ପ୍ରାଥମିକ ରିପୋର୍ଟରେ ପାଖାପାଖି…

ଭାରତକୁ ମିଳିବ ଆଇରନ୍ ଡୋମ୍ ପ୍ରଯୁକ୍ତି !

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଦିଗରେ ଭାରତକୁ ଆଉ ଏକ ବଡ଼ ସଫଳତା ମିଳିପାରେ । ଇସ୍ରାଏଲର ମୁମ୍ୱାଇ ସ୍ଥିତ ମହାବାଣିଜ୍ୟ ଦୂତ ୟାନିଭ ରେଭାଚ ସଂକେତ ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଇସ୍ରାଏଲ୍ ଯାତ୍ରା ସମୟରେ ଦୁଇ ଦେଶ…

ଦେଶର ପ୍ରଥମ ଆତଙ୍କବାଦ ବିରୋଧୀ ପଲିସି ‘ପ୍ରହାର’ ଉନ୍ମୋଚନ କଲା ଭାରତ

ନୂଆଦିଲ୍ଲୀ:ଭାରତର ପ୍ରଥମ ବ୍ୟାପକ ଆତଙ୍କବାଦ ବିରୋଧୀ ପଲିସି ଜାରି କଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ସୋମବାର ପ୍ରକାଶିତ ଏହି ପଲିସିର ନାଁ “ପ୍ରହାର”ରଖାଯାଇଛି।ସୀମାପାର ଆତଙ୍କବାଦ ଏବଂ ସାଇବର ଆକ୍ରମଣଠାରୁ ଆରମ୍ଭ କରି ଡ୍ରୋନ୍ ଏବଂ ଉଦୀୟମାନ ପ୍ରଯୁକ୍ତିର ଅପବ୍ୟବହାର ପର୍ଯ୍ୟନ୍ତ ବିପଦଗୁଡ଼ିକୁ…