National & International

ସଡ଼କ ଦୁର୍ଘଟଣା ରୋକିବାକୁ ବଡ଼ ଯୋଜନା: ଏକ୍ସପ୍ରେସୱେରେ ପରସ୍ପର ସହ କଥା ହେବେ କାର୍

ନୂଆଦିଲ୍ଲୀ: ଦେଶରେ ଏକ୍ସପ୍ରେସୱେ ବିସ୍ତାର ହେବା ସହିତ ଦୁର୍ଘଟଣା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସାରା ବିଶ୍ୱରେ ଭାରତରେ ସର୍ବାଧିକ ସଡ଼କ ଦୁର୍ଘଟଣା ମୃତ୍ୟୁ ଘଟୁଛି। ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ, କେନ୍ଦ୍ର ସରକାର ଭେହିକିଲ୍ ଟୁ ଏଭ୍ରିଥିଙ୍ଗ୍( ଭି-୨ଏକ୍ସ)ନାମକ…

୧୦ ବର୍ଷରେ ୫୭୨ ବନ୍ଦୀଙ୍କର ଅକାଳ ମୃତ୍ୟୁ: କଏଦୀଙ୍କୁ କାଳ ସାଜିଛି ମ୍ୟାଲେରିଆ, ହୃଦ୍‌ରୋଗ, କିଡ୍‌ନୀ ରୋଗ

ଭୁବନେଶ୍ୱର ୧୮/୦୨: ରାଜ୍ୟର ଜେଲ୍ ଏବେ ରୋଗଣା । ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଏବେ ଏକରକମ ଠପ୍ । ଏକଥା ଆମେ କହୁନୁ ବରଂ ଖୋଦ୍ ଜେଲ୍ ବିଭାଗର ତଥ୍ୟ କହୁଛି । ଅସମୟରେ ଯାଇଛି ଗତ ୧୦ ବର୍ଷ ଭିତରେ ରାଜ୍ୟର…

ଇରାନର ପରମାଣୁ ସ୍ଥଳରେ ପକାଯାଇଥିବା ଜିବିୟୁ-୫୭ ବଙ୍କର ବୋମା ପାଇଁ ନୂଆ ଅର୍ଡର ଦେଲା ଆମେରିକା

ୱାସିଂଟନ: ଚୁକ୍ତିନାମା ଅନୁସାରେ ଦେଶରେ ବୋମା ଭଣ୍ଡାରକୁ ପୂରଣ କରାଯିବ। ଗତ ବର୍ଷ ଜୁନ୍ ମାସରେ ଆମେରିକା ଅପରେସନ ମିଡନାଇଟ୍ ହାମର୍ ଆରମ୍ଭ କରିଥିଲା, ଯେଉଁଥିଆମେରିକାର ବାୟୁସେନା ମହାକାଶ କମ୍ପାନି ବୋଇଂ ଠାରୁ ଜିବିୟୁ-୫୭ ମାସିଭ୍ ଅର୍ଡନାନ୍ସ ପେନେଟ୍ରେଟର (ଏମ୍‌ଓପି) ବୋମା…

ପାକିସ୍ତାନରେ ବେଲଗାମ୍ ଅନର କିଲିଂ: ନ୍ୟାୟର କଚ୍ଛପ ଗତି, ଦଣ୍ଡ ପାଉନାହାନ୍ତି ଅପରାଧୀ

ଇସଲାମାବାଦ: ପାକିସ୍ତାନରେ ଅନର କିଲିଂର ବୃଦ୍ଧି ପାଉଥିବା ଘଟଣା ଏକ ଗମ୍ଭୀର ମାନବାଧିକାର ସଙ୍କଟ ପାଲଟିଛି । ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ଦେଶରେ ଏହି ହତ୍ୟାକାଣ୍ଡର ସଂଖ୍ୟା ବହୁତ ଅଧିକ, କିନ୍ତୁ ଅପରାଧୀମାନଙ୍କୁ ଦଣ୍ଡ ଦେବାର ହାର ଚିନ୍ତାଜନକ ଭାବରେ କମ୍…

କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦିନିକିଆ ଓଡ଼ିଶା ଗସ୍ତ, ୨ଟି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ

ଭୁବନେଶ୍ବର ୧୭/ ୦୨: ମାର୍ଚ୍ଚ ୭ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଏହି ଗସ୍ତ ସମୟରେ ଗୃହମନ୍ତ୍ରୀ ୨ଟି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ । କଟକ ଜିଲ୍ଲାର ମୁଣ୍ଡୁଳି ଯାଇ ସିଆରପିଏଫ୍…

ଦୁଇ ବର୍ଷରେ ଏଆଇ ଷ୍ଟାକରେ ୨୦୦ବିଲିୟନ ଡଲାର ନିବେଶ ହେବ -କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ ଘୋଷଣା

ନୂଆଦିଲ୍ଲୀ: ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ ଆରମ୍ଭ ହୋଇଛି। ଫେବୃଆରୀ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀ ସହିତ ଏକ ଏଆଇ ଏକ୍ସପୋ ମଧ୍ୟ ଅନୁଷ୍ଠିତ ହେବ। ପ୍ରାୟ ୬୫ଟି ଦେଶ ଏହି ସମ୍ମିଳନୀରେ ସାମିଲ…

ତାରିକ ରହମାନ ହେଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ; ୨୫ ମନ୍ତ୍ରୀ ଓ ୨୪ରାଜ୍ୟମନ୍ତ୍ରୀ ନେଲେ ଶପଥ

ଢାକା: ବାଂଲାଦେଶରେ ଆଜିଠୁ ତାରିକ ରହମାନଙ୍କ ଶାସନ ଆରମ୍ଭ । ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ତାରିକ ରହମାନ । ସେ ଦେଶର ୧୧ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ ଶାସନ ଭାର ଗ୍ରହଣ କରିଛନ୍ତି ।…

ଫ୍ରାନ୍ସ ସହିତ ହେଲିକପ୍ଟର ନିର୍ମାଣ କରିବ ଭାରତ – ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ସାକ୍ଷାତ ପରେ ଏକ ବଡ଼ ଘୋଷଣା କରିଛନ୍ତି। ଭାରତ ଏବଂ ଫ୍ରାନ୍ସ ମିଳିତ ଭାବରେ ମାଉଣ୍ଟ ଏଭରେଷ୍ଟର ଉଚ୍ଚତାକୁ ଉଡ଼ିପାରିବା ପାଇଁ ସକ୍ଷମ ଏକ ହେଲିକପ୍ଟର ବିକଶିତ କରିବେ।…

ଦୁର୍ନୀତି ଏବଂ ଦାଦାବଟି ଆଦାୟ ଅଭିଯୋଗରେ ଏସଓଜି ଟିମକୁ ନିଲମ୍ବନ କଲେ ଏସପି

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ସମ୍ଭଲ ଜିଲ୍ଲାରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ଯେଉଁଠାରେ ସମ୍ପୂର୍ଣ୍ଣ ସ୍ପେଶାଲ୍ ଅପରେସନ୍ସ ଗ୍ରୁପ୍ (ଏସଓଜି) ଦଳକୁ ନିଲମ୍ବିତ କରାଯାଇଛି। ସମ୍ଭଲ ଜିଲ୍ଲା ପୁଲିସ ଆରକ୍ଷୀ ଅଧିକ୍ଷକ କୃଷ୍ଣ କୁମାର ବିଷ୍ଣୋଇ ଦୁର୍ନୀତି…

ପଶ୍ଚିମବଙ୍ଗର ୭ ଅଧିକାରୀ ନିଲମ୍ବିତ

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନ ପଶ୍ଚିମବଙ୍ଗର ସାତ ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ଏହି ଅଧିକାରୀଙ୍କ ବିରୁଦ୍ଧରେ ଏସଆଇଆରରେ ଗୁରୁତର ଅବହେଳା, କର୍ତ୍ତବ୍ୟରେ ଅବହେଳା ଏବଂ କ୍ଷମତାର ଅପବ୍ୟବହାର ଅଭିଯୋଗ ହୋଇଥିଲା । ନିର୍ବାଚନ କମିଶନ ପଶ୍ଚିମବଙ୍ଗର ମୁଖ୍ୟ ସଚିବଙ୍କୁ ନିଲମ୍ବିତ…