ହ୍ୱାଟ୍ସଆପ୍ରେ ଭାଇରାଲ୍ ହେଲା ପ୍ରଶ୍ନପତ୍ର;.୨ ସେମିଷ୍ଟର ପରୀକ୍ଷା ବାତିଲ
ଉତ୍ତରାଖଣ୍ଡ:ପୁଣି ଲିକ୍ ହେଲା ପ୍ରଶ୍ନପତ୍ର। ଏଭଳି ଘଟଣା ଘଟିଛି ବୀର ମାଧୋ ସିଂହ ଭଣ୍ଡାରୀ ଉତ୍ତରାଖଣ୍ଡ ବୈଷୟିକ ବିଶ୍ୱବିଦ୍ୟାଳୟ (UTU) । ୨୦୨୫-୨୬ ଶିକ୍ଷାବର୍ଷର ଦୁଇଟି ସେମିଷ୍ଟର ପେପର ଲିକ୍ ଅଭିଯୋଗ ପରେ ପରୀକ୍ଷାକୁ ବାତିଲ କରିଛି। ଘଟଣା ସାମ୍ନାକୁ ଆସିବା…