National & International

ରାସ୍ତା ମଝିରେ ଖଣ୍ଡା ଧରି ଗଟକା ପ୍ରଦର୍ଶନ କରୁଥିବା ଶିଖ ଯୁବକଙ୍କୁ ଗୁଳି କରି ହତ୍ୟା କଲା ଆମେରିକା ପୁଲିସ

ୱାଶିଂଟନ ଡିସି: ଆମେରିକାରୁ ଜଣେ ୩୫ ବର୍ଷୀୟ ଶିଖ୍ ଯୁବକଙ୍କୁ ଗୁଳି ମାରି ହତ୍ୟା କଲା ଆମେରିକା ପୁଲିସ। ଆମେରିକା ଲସ୍ ଆଞ୍ଜେଲସ୍‌ରେ ଯୁବକ ଜଣଙ୍କ ରାସ୍ତା ମଝିରେ ପ୍ରାଚୀନ ସାମରିକ କଳା ଗଟକାର ପ୍ରଦର୍ଶନ କରୁଥିବା ସସମୟରେ ପୁଲିସକୁ ଆକ୍ରମଣ…

ପ୍ରଥମ ଥର ଯୁଦ୍ଧରେ ସି-ଡ୍ରୋନ ବ୍ୟବହାର କଲା ଋଷିଆ, ବୁଡାଇ ଦେଲା ୟୁକ୍ରେନର ଯୁଦ୍ଧପୋତ

ମସ୍କୋ ୨୯।୮: ୟୁକ୍ରେନ ବିପକ୍ଷରେ ଜାରି ଯୁଦ୍ଧରେ ଋଷିଆ ପ୍ରଥମ ଥର ସମୁଦ୍ର ଡ୍ରୋନ ବ୍ୟବହାର କରିଛି। ଏଥିରେ ୟୁକ୍ରେନ ନୌସେନାର ସବୁଠୁ ବଡ଼ ଯୁଦ୍ଧପୋତକୁ ବୁଡାଇ ଦିଆଯାଇଛି। ଋଷିଆ ଦାବି କରିଛି ଯେ ଯୁଦ୍ଧରେ ସି-ଡ୍ରୋନ ବ୍ୟବହାର କରି ୟୁକ୍ରେନ…

ଆଇଏମଏଫର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେଲେ ପୂର୍ବତନ ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ

ନୂଆଦିଲ୍ଲୀ : ପୂର୍ବତନ ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କୁ ଆଇଏମଏଫର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ଶୁକ୍ରବାର ନିଯୁକ୍ତ କରାଯାଇଛି। ପୂର୍ବରୁ ତାଙ୍କୁ ରଘୁରାମ ରାଜନଙ୍କ ପରେ ଆରବିଆଇ ଗଭର୍ଣ୍ଣର ଭାବେ ନିଯୁକ୍ତି ମିଳିଥିଲା । ବର୍ତ୍ତମାନ ତାଙ୍କୁ ଆଇଏମଏଫରେ ଏକ ନୂଆ…

ମୋଦିଙ୍କ ମାଙ୍କ ପ୍ରତି ଅପଶବ୍ଦ ବ୍ୟବହାରକୁ ନେଇ ବିହାରରେ FIR, ନିଜଆଡୁ ସଂଜ୍ଞାନ ନେଲେ ମହିଳା ଆୟୋଗ

ପାଟନା ୨୯।୮: ଭୋଟ ଅଧିକାର ଯାତ୍ରା କାଳରେ କଂଗ୍ରେସ୍-ଆରଜେଡି ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ମାଙ୍କ ନିମନ୍ତେ ଅପଶବ୍ଦ ପ୍ରୟୋଗ କରାଯାଇଛି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ କାର୍ଯ୍ୟକର୍ତ୍ତାଙ୍କୁ ମଞ୍ଚରେ ଛିଡା…

ବିଶ୍ୱ ଅର୍ଥନୈତିକ ବ୍ୟବସ୍ଥାର ସ୍ଥିରତା ପାଇଁ ଭାରତ ଓ ଚୀନକୁ ଏକାଠି ହେବାକୁ ପଡିବ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଚୀନ ଗସ୍ତର ଗୋଟିଏ ଦିନ ପୂର୍ବରୁ ଜାପାନରୁ ରାଷ୍ଟ୍ରପତି ଜିନପିଙ୍ଗ ପାଇଁ ବନ୍ଧୁତ୍ୱର ବାର୍ତ୍ତା ପଠାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶୁକ୍ରବାର ଜାପାନରେ ପ୍ରତିକ୍ରିୟା ଦେଇ ମୋଦୀ କହିଛନ୍ତି ଯେ ଭାରତ ଏବଂ ଚୀନ୍, ଦୁଇଟି ପ୍ରମୁଖ ଅର୍ଥନୀତି। ତେଣୁ…

ଆମେରିକାର ଶୁଳ୍କ ମାଡ଼ର ପ୍ରଭାବ, ୩୦୦୦ କୋଟି ଟଙ୍କାର ବୟନ ଶିଳ୍ପ ହେବ ପ୍ରଭାବିତ

ନୂଆଦିଲ୍ଲୀ: ଭାରତରେ ଦେଖାଦେଲାଣି ଆମେରିକାର ଶୁଳ୍କ ମାଡ଼ର ପ୍ରଭାବ। ୩୦୦୦ କୋଟି ଟଙ୍କାର ବଜାର ପ୍ରଭାବିତ। ତିରୁପୁରର କପଡ଼ା ବଜାରରୁ ନୋଏଡା ଏବଂ ସୁରଟ ପର୍ଯ୍ୟନ୍ତ ବ୍ୟବସାୟ ପ୍ରଭାବିତ। ଏହି ସହରଗୁଡ଼ିକରେ ବୟନ ଉତ୍ପାଦନ ଏକପ୍ରକାରର ବନ୍ଦ ହୋଇଯାଇଛି। ନୂଆ ଅର୍ଡର…

ପ୍ରଧାନମନ୍ତ୍ରୀଙ୍କ ପାଇଁ ଅପଶବ୍ଦ ବ୍ୟବହାର ଘଟଣା; ବିଜେପି-କଂଗ୍ରେସକର୍ମୀ ଧସ୍ତାଧସ୍ତି, ଲାଠି,ଠେଙ୍ଗାରେ ହେଲା ଆକ୍ରମଣ

ପାଟନା : ବିହାରର ଦରଭଙ୍ଗାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଦିବଙ୍ଗତ ମାଆଙ୍କ ପାଇଁ ଅପମାନଜନକ ଶବ୍ଦ ବ୍ୟବହାରକୁ ନେଇ ବିବାଦ ବୃଦ୍ଧି ପାଉଥିବା ନଜରକୁ ଆସିଛି। ଏନେଇ ଅନେକ ସ୍ଥାନରେ ମାମଲା ମଧ୍ୟ ରୁଜୁ ହୋଇଛି। ଅନେକ ବିଶିଷ୍ଟ ବ୍ୟକ୍ତି,…

ଜାପାନରେ ପ୍ରଧାନମନ୍ତ୍ରୀ: କହିଲେ ଦ୍ରୁତ ଅର୍ଥନୀତି ଆଡକୁ ଅଗ୍ରସର ହେଉଛି ଭାରତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନ ଗସ୍ତରେ ଯାଇଛନ୍ତି । ସେଠାରେ ୧୫ତମ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବେ ମୋଦୀ । ଟୋକିଓରେ ଇଣ୍ଡିଆ-ଜାପାନ ଅର୍ଥନୀତି ଫୋରମ୍‍ କୁ ସମ୍ବୋଧନ କରି ମୋଦୀ କହିଛନ୍ତି ଭାରତରେ ପୁଞ୍ଜି ନିବେଶ ପାଇଁ…

ଓଡ଼ିଆ ପୁଅ ଦିନେଶ ପଟ୍ଟନାୟକ ହେବେ କାନାଡାରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ, ବିଦେଶ ମନ୍ତ୍ରଣାଳୟ ଦେଲେ ନିଯୁକ୍ତି

ନୂଆଦିଲ୍ଲୀ: ଭାରତୀୟ ବିଦେଶ ସେବାର ବରିଷ୍ଠ ଅଧିକାରୀ ଦିନେଶ କୁମାର ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି ସରକାର । କାନାଡାରେ ପରବର୍ତ୍ତୀ ଭାରତୀୟ ରାଷ୍ଟ୍ରଦୂତ ଭାବେ ତାଙ୍କୁ ନୂଆ ନିଯୁକ୍ତି ମିଳିଛି । ଦିନେଶ କୁମାର ପଟ୍ଟନାୟକ ବର୍ତ୍ତମାନ ସ୍ପେନରେ ଭାରତୀୟ…

ଅନୁପ୍ରବେଶ ଉଦ୍ୟମ: ଏଲଓସିରେ ଟଳିଲେ ୨ ଆତଙ୍କବାଦୀ

ନୂଆଦିଲ୍ଲୀ : ସୀମାରେ ସଜାଗ ଥିବା ଭାରତୀୟ ସେନା ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପୁଣି ଥରେ ବିଫଳ କରିଛନ୍ତି । ସୂଚନା ଅନୁସାରେ ଜମ୍ମୁ-କାଶ୍ମୀରର ଗୁରେଜ୍‍ ସେକ୍ଟରରେ ନିୟନ୍ତ୍ରଣ ରେଖା ନିକଟରେ ପୁଣି ଏକ ଅନୁପ୍ରବେଶ ପ୍ରୟାସ କରୁଥିବା ବେଳେ ଏହାକୁ…