July 7, 2026

ଭୁବନେଶ୍ୱରରେ ନିର୍ମାଣ ହେବ ରାଜ୍ୟର ପ୍ରଥମ ସ୍କାଏୱାକ୍, ବ୍ୟୟ ହେବ ୧୮.୪୨ କୋଟି

ଭୁବନେଶ୍ୱର : ଭୁବନେଶ୍ୱରର ପଳାଶୁଣୀ ରସୁଲଗଡ଼ ଅଞ୍ଚଳରେ ଓଡ଼ିଶାର ପ୍ରଥମ ଅତ୍ୟାଧୁନିକ ସ୍କାଏୱାକ୍ ନିର୍ମାଣ ହେବ । ୪୫୦ ମିଟର ଲମ୍ବ ବିଶିଷ୍ଟ ଏହି ସ୍କାଏୱାକ୍ ର ଭିତ୍ତିପ୍ରସ୍ତର ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସ୍ଥାପନ କରିଛନ୍ତି । ପ୍ରାୟ…

ଫିଟନେସ ନ ଥିଲେ ଜବତ ହେବ ଗାଡ଼ି

ଭୁବନେଶ୍ୱର: ଫିଟନେସ୍ ନଥିଲେ ରାସ୍ତାରେ ଗଡିପାରିବନି ଗାଡି। ନିୟମ ଉଲ୍ଲଙ୍ଘନ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ। ସଡ଼କ ଦୁର୍ଘଟଣା ହ୍ରାସ ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ। ସଡ଼କ ଦୁର୍ଘଟଣା ହ୍ରାସ ତଥା ସମସ୍ତ ସଡ଼କ…

ମହାନଦୀ ସହ ୭ ପ୍ରମୁଖ ନଦୀ ପାର୍ଶ୍ୱରେ ସୃଷ୍ଟି ହେବ ସବୁଜ ବଳୟ, ଲଗାଯିବ ଲକ୍ଷ ଲକ୍ଷ ଚାରା

ଭୁବନେଶ୍ୱର: କପିଳେଶ୍ଵର ଠାରେ ଆୟୋଜିତ ୭୭ତମ ରାଜ୍ୟସ୍ତରୀୟ ବନ ମହୋତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱବ୍ୟାପୀ ଜଳବାୟୁ ପରିବର୍ତ୍ତନ ଓ ବିକଟ ଗ୍ରୀଷ୍ମ ଲହରିର ମୁକାବିଲା ପାଇଁ ବ୍ୟାପକ ବୃକ୍ଷରୋପଣ ହିଁ ଏକମାତ୍ର ଦୀର୍ଘକାଳୀନ…

ପାଟଧରା ଜଙ୍ଗଲରୁ ମାଓ ଡମ୍ପ ଠାବ, ମାରଣାସ୍ତ୍ର ସହ ଟିଫିନ ବୋମା ଜବତ

ନୂଆପଡ଼ା: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ପାଟଧାରା ସଂରକ୍ଷିତ ଜଙ୍ଗଲରୁ ମାଓ ଡମ୍ପ ଉଦ୍ଧାର ହୋଇଛି । ନୂଆପଡ଼ା ଜିଲ୍ଲା ପୋଲିସ ଏବଂ ସିଆରପିଏଫର ମିଳିତ ଟିମ ପାଟଧାରା ସଂରକ୍ଷିତ ଜଙ୍ଗଲରୁ ଏହି ମାଓ ଡମ୍ପ ଉଦ୍ଧାର କରିଛନ୍ତି । ଏଥିରୁ ବିପୁଳ ପରିମାଣରେ…

ସଡ଼କ ଦୁର୍ଘଟଣାରେ ୩ ଶିଶୁ ମୃତ, ବାପା-ମା ଗୁରୁତର

ରାଜସ୍ଥାନ : ରାଜସ୍ଥାନର ଜୟପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ଅନେକ ଗୁରୁତର ଆହତ ଥିବା ଜଣାପଡିଛି । ଗୋଟିଏ ଦ୍ରୁତଗାମୀ ଟ୍ରଲର ଅନେକଙ୍କୁ ଚାପି ଦେବା ଫଳରେ ଏହି ଦୁର୍ଘଟଣା…

ମହାରାଷ୍ଟ୍ରରେ ବର୍ଷା ବିତ୍ପାତ, ମୁମ୍ବାଇରେ ସ୍କୁଲ-କଲେଜ ବନ୍ଦ

ମୁମ୍ବାଇ: ପ୍ରବଳ ବର୍ଷା ଯୋଗୁଁ ଅନେକ ଜିଲ୍ଲା ବେହାଲ ହୋଇଛି । ଯାହା ମୁମ୍ବାଇ, ପୁଣେ ଓ ନାଶିକ ସମେତ ମହାରାଷ୍ଟ୍ରର ଅନେକ ଜିଲ୍ଲାରେ ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ପରିସ୍ଥିତିକୁ ଦେଖି ଅନେକ ଜିଲ୍ଲାରେ ସ୍କୁଲ ଓ…

ସିରିଆରେ ବିସ୍ଫୋରଣରେ ୬ ମୃତ, ଅଳ୍ପକେ ରକ୍ଷା ପାଇଲେ ରାଷ୍ଟ୍ରପତି

ସିରିଆ : ସିରିଆ ଡାମାସ୍କସର ଏକ ହୋଟେଲ ବାହାରେ ୨ଟି ପରେ ଗୋଟିଏ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଯେଉଁ ହୋଟେଲରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ଥିବା ଜଣାପଡିଛି । ଏହି ବିସ୍ଫୋରଣରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ…

ଅହମଦାବାଦ ବିସ୍ଫୋରଣ ମାମଲା ; ୧୧ ଜଣଙ୍କୁ ଆଜୀବନ, ୩୮ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ କାଏମ

ଅହମ୍ମଦାବାଦ : ଅହମ୍ମଦାବାଦ ସିରିଏଲ ବୋମା ବିସ୍ଫୋରଣ ମାମଲାରେ ମଙ୍ଗଳବାର ଏକ ବଡ ଖବର ସାମ୍ନାକୁ ଆସିଛି। ମଙ୍ଗଳବାର ଦିନ ଗୁଜୁରାଟ ହାଇକୋର୍ଟ ୨୦୦୮ ଅହମ୍ମଦାବାଦ ସିରିଏଲ ବୋମା ବିସ୍ଫୋରଣ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ହାଇକୋର୍ଟ ସ୍ୱତନ୍ତ୍ର କୋର୍ଟର…

ମୋଦିଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ, ସ୍ବାକ୍ଷର ହେଲା ବଡ଼ ଚୁକ୍ତିନାମା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦିଙ୍କ ଇଣ୍ଡୋନେସିଆ ଗସ୍ତର ପ୍ରଥମ ଦିନରେ ଆଜି ଜକାର୍ତ୍ତାରେ ପହଞ୍ଚିଛନ୍ତି । ଇଣ୍ଡୋନେସିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନ ‘ବିଟିଙ୍ଗ ଆଦିପୂର୍ଣ୍ଣ’ ସମ୍ମାନ ପଦକରେ ସମ୍ମାନିତ କରାଯାଇଛି । ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋଓ ସୁବିଆଣ୍ଟୋ ମୋଦିଙ୍କୁ ସମ୍ମାନିତ…

ବର୍ଥଡେ ପାର୍ଟିରୁ ଫେରିବା ବେଳେ ଦୁର୍ଘଟଣା, ଚାଲିଗଲା ୬ ଜୀବନ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ମୈହାର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ସୋମବାର ବିଳମ୍ବିତ ରାତି ରିୱା ରୋଡ ସ୍ଥିତ ରାଷ୍ଟ୍ରୀୟ ରାଜମାର୍ଗ-୩୦ରେ ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ…