July 11, 2026

ମହାନଦୀ ଜଳ ବିବାଦ; ସମାଧାନ ପାଇଁ ସହମତ ଓଡ଼ିଶା ଓ ଛତିଶଗଡ଼

ଭୁବନେଶ୍ବର:ଦୀର୍ଘ ୮ ବର୍ଷ ଧରି ଚାଲିଆସୁଥିବା ମହାନଦୀ ଜଳ ବିବାଦ ମାମଲାରେ ଶୁକ୍ରବାର ଟ୍ରିବ୍ୟୁନାଲ ଶୁଣାଣିରେ ନୂଆ ମୋଡ଼। ଆଲୋଚନା ଓ ଆପୋଷ ବୁଝାମଣା ମାଧ୍ୟମରେ ବିବାଦର ସ୍ଥାୟୀ ସମାଧାନ ପାଇଁ ଓଡ଼ିଶା ଓ ଛତିଶଗଡ଼ ଉଭୟ ରାଜ୍ୟ ସହମତି ପ୍ରକାଶ…

୬ ବର୍ଷ ହେଲା ହୋଇନି ପରୀକ୍ଷା! ନର୍ସିଂ ଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ, ୧୬ଟି କଲେଜକୁ ନୋଟିସ

ବାଲେଶ୍ୱର: ନର୍ସିଂ ପଢ଼ି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ସ୍ୱପ୍ନ ଦେଖିଥିବା ଶହ ଶହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧକାରରେ। ଆଡମିଶନ କରିବାର ୬ ବର୍ଷ ବିତିଯାଇଥିଲେ ସୁଦ୍ଧା ଏଯାଏଁ ଗୋଟିଏ ବି ପରୀକ୍ଷା ଦେଇପାରିନାହାନ୍ତି ପିଲା। ଏଭଳି ଏକ ସାଂଘାତିକ…

ଆଉ ୪ ଦିନ ପରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା, ସୁରକ୍ଷା ପ୍ରସ୍ତୁତି ଚୂଡ଼ାନ୍ତ

ପୁରୀ: ଆଉ ୪ ଦିନ ପରେ ବିଶ୍ବପ୍ରସିଦ୍ଧ ପୁରୀ ଘୋଷଯାତ୍ରା । ଚୂଡ଼ାନ୍ତ ହୋଇଛି ସୁରକ୍ଷା ପ୍ରସ୍ତୁତି । ସୁରକ୍ଷା ପ୍ରସ୍ତୁତିର ଶେଷ ସମୀକ୍ଷା କରିଛନ୍ତି ପୋଲିସ ଡିଜି ୱାଇଖି ଖୁରାନିଆ । ରଥଯାତ୍ରା ସୁରକ୍ଷା ଦାୟିତ୍ବରେ ୧୩ ହଜାର ପୋଲିସ…

ନିର୍ମାଣାଧୀନ ପାଇଖାନା ଟାଙ୍କିରେ ପଡ଼ି ଦୁଇ ମୃତ

ଭୁବନେଶ୍ୱର: ଭୁବନେଶ୍ୱର ବିଜେବି ନଗରରେ ଏକ ଦୁଃଖଦ ଅଘଟଣ ଘଟିଛି । ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଖସିପଡ଼ି ଦୁଇ ଜଣଙ୍କ ମୃତ୍ୟୁ । ପ୍ରଥମେ ଅଗ୍ନିଶମ ବାହିନୀ ୨ଜଣଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ । ଡାକ୍ତର ସେଠାରେ ଦୁଇ…

ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଙ୍ଗ; ଅପରାଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ପାଠ୍ୟ ପୁସ୍ତକରେ ତ୍ରୁଟି, ସମଗ୍ର ପ୍ରକ୍ରିୟାର ଅପରାଧିକ ତଦନ୍ତ ହେବ । କ୍ରାଇମବ୍ରାଞ୍ଚ ଏସ୍.ପି.ଙ୍କ ନିକଟରେ ଏଫ୍.ଆଇ.ଆର୍ କରିବାକୁ SCERT ନିର୍ଦ୍ଦେଶକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ତ୍ରୁଟି ଘଟଣାକୁ ଗମ୍ଭୀରତାର…

ଅଧ ରାତିରେ ମହିଳାଙ୍କ ଘରେ ପଶିଲେ ASI, ନିର୍ଦ୍ଧୁମ ଛେଚିଲେ ପରିବାର ଲୋକେ

ନୟାଗଡ : ରାତି ଅଧରେ ଜଣେ ମହିଳାଙ୍କ ଘରେ ପଶି ହରଡଘଣାରେ ଥାନା ଏଏସ୍ଆଇ । ନୟାଗଡ ଜିଲ୍ଲା ରଣପୁର ଥାନା ଏଏସ୍ଆଇ ପ୍ରଶାନ୍ତ ପରିଡା ଗତକାଲି ବିଳମ୍ବିତ ରାତିରେ ଥାନାଠାରୁ ମାତ୍ର ୨ଶହ ମିଟର୍ ଦୁରରେ ଥିବା ସାନକୂଆ ସାହିର…

୯ ଦିନ ପରେ ୧୫ ନିଖୋଜ ମତ୍ସ୍ୟଜୀବୀ ଠାବ, ସମସ୍ତେ ସୁରକ୍ଷିତ

ଜଳେଶ୍ୱର : ୯ ଦିନ ପରେ ଠାବ ହେଲେ ନିଖୋଜ ୧୫ ମତ୍ସ୍ୟଜୀବୀ । ସମସ୍ତେ ସୁରକ୍ଷିତ ଅଛନ୍ତି । ଗତ ଜୁଲାଇ ୨ ତାରିଖରୁ ପଶ୍ଚିମବଙ୍ଗର ଶଙ୍କରପୁର ବେଳାଭୂମିରୁ ମାଆକାଳୀ ନାମକ ଟ୍ରଲର ନେଇ ମାଛ ଧରିବାକୁ ଯାଇ ଗଭୀର…

ଜଟଣୀରେ ରାତି ଅଧରେ ଇଲେକ୍ଟ୍ରିସିଆନଙ୍କୁ ହତ୍ୟା

ଭୁବନେଶ୍ୱର : ଜଟଣୀରେ ଇଲେକ୍ଟ୍ରିସିଆନକୁ ହତ୍ୟା । ଖୁଦୁପୁର ଛକରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ରାତି ଅଧରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଅଭିଯୁକ୍ତ ଫେରାର ହୋଇଯାଇଛି । ଏମ୍ସରେ ଚିକିତ୍ସିତ ବେଳେ ମାର୍କଣ୍ଡ ବଳିୟାସିଂଙ୍କ ମୃତ୍ୟୁ ହୋଇଛି…

ଭିଜିଲାନ୍ସ ଜାଲରେ ଏଏସଆଇ, ଜମି ବିବାଦ ଫଇସଲା ପାଇଁ ମାଗିଥିଲେ ୧୦ ହଜାର ଟଙ୍କା

କଟକ : ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନାର ଏଏସଆଇ ଅକ୍ଷୟ କୁମାର ସେଠୀ । ଲାଞ୍ଚ ମାମଲାରେ ASI ଫେରାର ହୋଇଥିଲେ, ଏବେ ବନ୍ଧା ହେଲେ । ଦୀର୍ଘ ସମୟର କସରତ ପରେ ପୋଲିସ ଅକ୍ଷୟ କୁମାର ସେଠୀଙ୍କୁ…

ଦୁଇ ବାଇକ ମୁହାଁମୁହିଁ ଧକ୍କା, ୨ ମୃତ ଓ ଜଣେ ଆହତ

କୋରାପୁଟ : କୋରାପୁଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । କୋରାପୁଟ ସଦର ଥାନା ଡଲିଆମ୍ବ ବ୍ରିଜ ନିକଟରେ ଗତ ରାତିରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ଦେଖିବାକୁ ମିଳିଛି…