National & International

ଅମରନାଥ ଯାତ୍ରା ୩ ପର୍ଯ୍ୟନ୍ତ ସ୍ଥଗିତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ଯୋଗୁଁ ଅମରନାଥ ଯାତ୍ରାକୁ ଆସନ୍ତା ୩ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଅମରନାଥ ଗୁମ୍ଫାକୁ ସଂଯୋଗ କରୁଥିବା ଉଭୟ ପହଲଗାଓଁ ଓ ବାଲତାଲ ରାସ୍ତା କ୍ଷତିଗ୍ରସ୍ତ ହୋଇଛି। ମରାମତି ପାଇଁ ଦୁଇଦିନ ସମୟ ଲାଗିବ ବୋଲି ପ୍ରଶାସନ…

ମିଛ କହି ଧରାପଡ଼ିଲେ ତେଜସ୍ଵୀ ଯାଦବ

ପାଟନା : ବିହାରର ଆରଜେଡି(ରାଷ୍ଟ୍ରୀୟ ଜନତା ଦଳ) ନେତା ତେଜସ୍ଵୀ ଯାଦବ ମିଛ କହି ଧରାପଡ଼ିଛନ୍ତି। ଶନିବାର ତେଜସ୍ଵୀ ଭାରତୀୟ ନିର୍ର୍ବାଚନ ଆୟୋଗ(ଇସିଆଇ)ଙ୍କ ବିରୋଧରେ ଅଭିଯୋଗ ଆଣି ଚିଠା ଭୋଟର ତାଲିକାରେ ତାଙ୍କ ନାମ ନ ଥିବା କହିଥିଲେ। ନିର୍ବାଚନ ଆୟୋଗ…

ତାଇଓ୍ବାନ ନିକଟରେ ଚୀନ-ଆମେରିକା ମୁହାଁମୁହିଁ

ବେଜିଂ : ତାଇଓ୍ବାନ ପ୍ରଣାଳୀ ନିକଟରେ ମୁହାଁମୁହିଁ ହୋଇଛନ୍ତି ଚୀନ ଓ ଆମେରିକା । ଏହା ଫଳରେ ଏହି ଅଂଚଳରେ ଗତ କିଛି ମାସ ହେଲା ଚାଲିଥିବା ଉତ୍ତେଜନା ଆହୁରି ବଢିଯାଇଛି । ଶୁକ୍ରବାର ଦିନ ଚୀନର ସରକାରୀ ନ୍ୟୁଜ୍ ଚ୍ୟାନେଲ୍…

ବିବାଦୀୟ ମନ୍ତବ୍ୟ ପରେ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କୁ ମିଳିଲା ହତ୍ୟା ଧମକ

ନୂଆଦିଲ୍ଲୀ: ମଥୁରା-ବୃନ୍ଦାବନର ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ସାନ୍ନିଧ୍ୟ ପାଇବା ପାଇଁ ଦେଶବିଦେଶରୁ ଶ୍ରଦ୍ଧାଳୁ ଛୁଟି ଆସନ୍ତି । ସାଂସାରିକ ଏବଂ ଆଧ୍ୟାତ୍ମିକ ଜୀବନର ଜ୍ଞାନ ପରଷୁଥିବା ପ୍ରେମାନନ୍ଦ ମହାରାଜ ପ୍ରତିଟି ସତସଙ୍ଗ ପରେ ଶ୍ରଦ୍ଧାଳୁଙ୍କ ମନରେ ଆସୁଥିବା ପ୍ରଶ୍ନର ଅତି ସରଳ…

ରାହୁଲଙ୍କୁ ରାଜନାଥଙ୍କ ଚ୍ୟାଲେଞ୍ଜ୍

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିର୍ବାଚନ କମିସନଙ୍କ ଉପରେ ‘ଭୋଟ୍ ଚୋରି’ ଅଭିଯୋଗ ଆଣିଥିଲେ । ସଂସଦ ପରିସରରେ ଭାଷଣ ଦେବା ସମୟରେ ସେ କହିଥିଲେ ଯେ, ଆମ ପାଖରେ ଏପରି ପ୍ରମାଣର…

‘ମାଲେଗାଓଁ ବିସ୍ଫୋରଣ ମାମଲାରେ ଯୋଗୀ ଓ ମୋଦୀଙ୍କୁ ଫସାଇବାକୁ ଯୋଜନା ହୋଇଥିଲା’

ନୂଆଦିଲ୍ଲୀ: ମାଲେଗାଓଁ ବିସ୍ଫୋରଣ ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ହେବା ପରେ, ପୂର୍ବତନ ବିଜେପି ସାଂସଦ ପ୍ରଜ୍ଞା ଠାକୁର ତଦନ୍ତକାରୀ ଅଧିକାରୀଙ୍କ ବିରୁଦ୍ଧରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ସେ ଦାବି କରିଛନ୍ତି ଯେ ମାମଲାର ତଦନ୍ତ କରୁଥିବା ଅଧିକାରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବିଏମସି ନିର୍ବାଚନ ପୂର୍ବରୁ ଶକ୍ତିଶାଳୀ ହେଉଛି ଉଦ୍ଧବଙ୍କ ଶିବସେନା

ନୂଆଦିଲ୍ଲୀ: ବିଏମସି ନିର୍ବାଚନ ପୂର୍ବରୁ, ଉଦ୍ଧବ ଠାକରେଙ୍କ ଶିବସେନା ଅଧିକ ଶକ୍ତିଶାଳୀ ହେଉଥିବା ପରି ମନେ ହେଉଛି। ପ୍ରକୃତରେ, ମହାରାଷ୍ଟ୍ରରେ ଶେତକରୀ କ୍ରାନ୍ତି ସଂଗଠନ ଶନିବାର (୦୨ ଅଗଷ୍ଟ) ଦିନ ଉଦ୍ଧବ ଠାକରେଙ୍କ ଦଳ ଶିବସେନା (ୟୁବିଟି)ରେ ବିଲୟ ହୋଇଯାଇଛି |…

ଅଗଷ୍ଟ ୧୫ରୁ ଲାଗୁ ହେବ ବାର୍ଷିକ ଫାଷ୍ଟାଗ୍ ପାସ୍ ବ୍ୟବସ୍ଥା

ନୂଆଦିଲ୍ଲୀ : ଅଗଷ୍ଟ ୧୫ ଠାରୁ, ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ବାର୍ଷିକ ଫାଷ୍ଟାଗ୍ ପାସ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଉଛି, ଯାହା ଟୋଲ୍ ଦେୟକୁ ସହଜ ଏବଂ ଶସ୍ତା କରିବ। ଏବେ ଆପଣ ଫାଷ୍ଟାଗ୍ ମାଧ୍ୟମରେ ଗୋଟିଏ ବର୍ଷ…

ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର: 12th ଫେଲ୍ ଶ୍ରେଷ୍ଠ ଫିଚର ଫିଲ୍ମ, ଶାହରୁଖ ଖାନ ଶ୍ରେଷ୍ଠ ଅଭିନେତା

ନୂଆଦିଲ୍ଲୀ: ୨୦୨୩ ପାଇଁ ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ଯେଉଁଥିରେ ବଲିଉଡ୍ ବାଦଶାହା ଅଭିନେତା ଶାହରୁଖ ଖାନଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତା ପୁରସ୍କାର । ‘ଯଓ୍ୱାନ’ ଫିଲ୍ମ ପାଇଁ…

କାନପୁର ନିକଟରେ ସାବରମତୀ ଜନସାଧରଣ ଏକ୍ସପ୍ରେସ୍ ଲାଇନଚ୍ୟୁତ

କାନପୁର : ଉତ୍ତରପ୍ରଦେଶର କାନପୁର ନିକଟରେ ସାବରମତୀ ଜନସାଧରଣ ଏକ୍ସପ୍ରେସ୍ (ଟ୍ରେନ୍ ନମ୍ବର ୧୫୨୬୯) ଲାଇନଚ୍ୟୁତ ହୋଇଛି। ପନକି ଷ୍ଟେସନରୁ ଭାବପୁର ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଲାଇନ ନମ୍ବର-୪ରେ ପ୍ରବେଶ କରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।…