National & International

ତୀବ୍ର ହେବାରେ ଲାଗିଛି ଆମେରିକା-ଇରାନ ସଂଘର୍ଷ; ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ଠପ୍‌ !

ଦୁବାଇ:ଆମେରିକା ଓ ଇରାନ ମଧ୍ୟରେ ପୁଣି ଥରେ ସଂଘର୍ଷ ତୀବ୍ର ହେବା ପରେ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତୈଳ ପରିବହନ ପଥ ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ପ୍ରାୟ ଠପ୍‌ ହୋଇଯାଇଛି। ଏହାର ପ୍ରଭାବରେ ବିଶ୍ୱ ଇନ୍ଧନ ବଜାରରେ ନୂଆ ଅନିଶ୍ଚିତତା…

ଥାଲାପତିଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି, କରୁର ପୀଡିତଙ୍କ ପରିବାରକୁ ବାଣ୍ଟିବେ ସରକାରୀ ନିଯୁକ୍ତି ପତ୍ର

ତାମିଲନାଡୁ : ତାମିଲନାଡୁର ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ମାଡ୍ରାସ ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି । ହାଇକୋର୍ଟ ତାଙ୍କୁ କରୁର ପୀଡିତଙ୍କ ପରିବାର ଲୋକଙ୍କୁ ସରକାରୀ ନିଯୁକ୍ତି ପତ୍ର ବାଣ୍ଟିବାର ଅନୁମତି ପ୍ରଦାନ କରିଛନ୍ତି । ସିଏମ୍ ବିଜୟ ଆଜି ହିଁ କରୁର ଯିବେ…

ମେଲବର୍ଣ୍ଣରୁ ମୋଦିଙ୍କ ଘୋଷଣା, ଭାରତରେ ଆରମ୍ଭ ହେବ ବିଗ୍ ବାସ୍ ଲିଗ୍

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରୁ ପିଏମ୍ ମୋଦିଙ୍କ ବଡ଼ ଘୋଷଣା କରିଛନ୍ତି । ୨୦୨୬-୨୭ ବିଗ୍ ବାସ୍ ଲିଗ ସିଜିନ ଭାରତରେ ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି । ଏହି ଲିଗର ପ୍ରଥମ ମ୍ୟାଚ୍ ଡିସେମ୍ବରରେ ଖେଳାଯିବ…

ଜଳିଗଲା ଜୋତା ଫ୍ୟାକ୍ଟ୍ରି, ୨୮ ମୃତ

ଚୀନ୍ : ଚୀନର ଜିନଜୟାଙ୍ଗ ସହରରେ ଥିବା ଏକ ଜୋତା ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ଯୋଗୁଁ ୨୮ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ହେଲେ ଏପର୍ଯ୍ୟନ୍ତ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ସୂଚନାନୁଯାୟୀ,…

ଗୁରୁଗ୍ରାମରେ ଏନକାଉଣ୍ଟର : ବିଦେଶୀ ଗ୍ୟାଙ୍ଗଷ୍ଟରର ୪ ସୁଟର ନିହତ, ୩ ପୋଲିସ କର୍ମଚାରୀ ଆହତ

ଗୁରୁଗ୍ରାମ : ହରିୟାଣା ଗୁରୁଗ୍ରାମରେ ମଧ୍ୟରାତ୍ରିରେ ଏନକାଉଣ୍ଟର । ବିଦେଶୀ ଗ୍ୟାଙ୍ଗଷ୍ଟରର ୪ ସୁଟର ନିହତ । ଧୂଳି ଚଟାଇଲା ପୋଲିସ କ୍ରାଇମବ୍ରାଞ୍ଚ । ବିଳମ୍ବିତ ରାତିରେ ଗୁରୁଗ୍ରାମ ପୋଲିସ କ୍ରାଇମବ୍ରାଞ୍ଚ ଏବଂ ଅପରାଧୀଙ୍କ ମଧ୍ୟରେ ହୋଇଥିବା ଭୟଙ୍କର ଗୁଳିବିନିମୟରେ ବିଦେଶରେ…

କରୋନାରେ ଚାଲିଗଲା ୨ ଜୀବନ, ୪ ସଂକ୍ରମିତ ଚିହ୍ନଟ

ଆନ୍ଧ୍ରପ୍ରଦେଶ : ଦେଶକୁ ପୁଣି କରୋନା ଭୟ ଘାରିଛି । ଆନ୍ଧ୍ରପ୍ରଦେଶର କଡପ୍ପାରେ ବୁଧବାର ଜଣେ ୪୬ ବର୍ଷୀୟ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ଘଟିଛି । ତାଙ୍କୁ ଗତମାସରେ ଭେଲ୍ଲୋରର ସିଏମ୍ସି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ କୋଭିଡ୍ ଟେଷ୍ଟ…

ଲଗାଣ ବର୍ଷାରେ ଭୁଶୁଡିଲା ମସଜିଦ୍ କାନ୍ଥ, ୩ ମୃତ ଓ ୩ ଆହତ

ବୁଲନ୍ଦସହର : ପ୍ରବଳ ବର୍ଷା ଯୋଗୁଁ ବୁଲନ୍ଦସହରର ମୁଣ୍ଡାଖେଡା ଅଞ୍ଚଳରେ ମସଜିଦର କାନ୍ଥ ଭୁଶୁଡି ପଡ଼ି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୬ ଜଣ ଲୋକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଜଣାପଡିଛି । ଏହି ଦୁର୍ଘଟଣା ପରେ…

ଏପ୍ରିଲ୍-ମେ’ରେ ହୋଇପାରେ ପଞ୍ଚାୟତ ନିର୍ବାଚନ, ସୂଚନା ଦେଲେ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ

ଭୁବନେଶ୍ୱର : ବଦଳିଲା ପଞ୍ଚାୟତ ନିର୍ବାଚନ ସମୟ । ଏଥର ସାମାନ୍ୟ ବିଳମ୍ବ ହେବ ନିର୍ବାଚନ । ଏସଆଇଆର କାମ ମାର୍ଚ୍ଚ ପ୍ରଥମ ସପ୍ତାହ ଯାଏଁ ହେବ । ୨୦୨୭ ଏପ୍ରିଲ୍-ମେ’ ମାସରେ ହୋଇପାରେ ଭୋଟ୍। ସ୍ପଷ୍ଟ କଲେ ରାଜ୍ୟ ନିର୍ବାଚନ…

ଟ୍ରକକୁ ଧକ୍କା ଦେଲା କାର୍, ପିଲା ସହିତ ୪ ମୃତ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ଉମରିୟା ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଇଛି କାର୍ । ଭୟଙ୍କର ଧକ୍କା ଯୋଗୁଁ ଗୋଟିଏ ପରିବାରରର ୪ ଜଣଙ୍କ ଜୀବନ ଚାଲିଯାଇଛି । ଖବର ମୁତାବକ,…

ଟ୍ରକ୍-କାର୍ ମୁହାଁମୁହିଁ ଧକ୍କା : ଚାଲିଗଲା ୭ ସାଙ୍ଗଙ୍କ ଜୀବନ

କର୍ଣ୍ଣାଟକ : କର୍ଣ୍ଣାଟକର ଉତ୍ତର କନ୍ନଡ଼ ଜିଲ୍ଲାରେ ଏକ ଦ୍ରୁତଗାମୀ ଟ୍ରକ୍ ଏବଂ କାର୍ ମଧ୍ୟରେ ଜୋରଦାର୍ ମୁହାଁମୁହିଁ ଧକ୍କା ହେବାରୁ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଅନ୍ୟ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି…