National & International

ବାଙ୍କିପୁର ବିଧାନସଭା ଉପନିର୍ବାଚନ ଆସନ ପାଇଁ ଲଢିବେ ପ୍ରଶାନ୍ତ କିଶୋର

ପାଟନା : ବିହାର ରାଜନୀତିରେ ବଡ଼ ହଲଚଲ । ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା କରାଯାଇଛି । ଏହି ଆସନ ପାଇଁ ଭୋଟ ଜୁଲାଇ ୩୦ ରେ ହେବ ଏବଂ ଭୋଟ ଗଣତି ୩ ଅଗଷ୍ଟରେ ହେବ…

ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ମୋଦିଙ୍କୁ ହତ୍ୟା ଧମକ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୀବନରୁ ମାରିଦେବା ପାଇଁ ଏକ ଧମକ ମିଳିଛି, ଯାହା ପରେ ଦେଶର ସମସ୍ତ ସୁରକ୍ଷା ଏଜେନ୍ସି ହାଇ ଆଲର୍ଟରେ ଅଛନ୍ତି।…

ଦିଲ୍ଲୀରେ ଲଗାଣ ବର୍ଷା : ୧୫ ବିମାନ ଡାଇଭର୍ଟ, ଦ୍ବାରକା ଏକ୍ସପ୍ରେସ ୱେ ପ୍ରଭାବିତ

ନୂଆଦିଲ୍ଲୀ : ଦିଲ୍ଲୀରେ ମୌସୁମୀ ବର୍ଷା ହେବା ଯୋଗୁଁ ଗରମରୁ ଆଶ୍ବସ୍ତି ମିଳିଛି । ମୁମ୍ବାଇ ପରେ ଦିଲ୍ଲୀରେ ପ୍ରବଳ ବର୍ଷା ଲାଗି ରହିଛି । ବିଭିନ୍ନ ସ୍ଥାନରେ ପାଣି ଭରିବା ଯୋଗୁଁ ଅନେକ ସ୍ଥାନରେ ଜାମ୍ ସ୍ଥିତି ରହିଛି ।…

କାରକୁ ଧକ୍କା ଦେଲା ବସ୍, ୨ ଶିଶୁ ସମେତ ୪ ମୃତ

ତେଲଙ୍ଗାନା : ତେଲଙ୍ଗାନା ନଲଗୋଣ୍ଡା ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ବସ୍ କାର୍ କୁ ଧକ୍କା ଦେବାରୁ କାରରେ ଥିବା ୪ ଜଣଙ୍କ ମୃତ୍ୟୁ ହୋଇଛି । କାରରେ ଥିବା ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି ।…

ଗ୍ୟାସ୍ ଟ୍ୟାଙ୍କରରେ ନିଆଁ, ୨ ଜୀବନ୍ତ ଦଗ୍ଧ

ମହାରାଷ୍ଟ୍ର : ମହାରାଷ୍ଟ୍ର ଜଲଗାଓଁରେ ବଡ଼ ଦୁର୍ଘଟଣା । ଏକ କେମିକାଲ ଭର୍ତ୍ତି ଟ୍ୟାଙ୍କରରେ ଭୟଙ୍କର ନିଆଁ ଲାଗିବା ଯୋଗୁଁ ୨ ଜଣଙ୍କ ଜୀବନ ଚାଲିଯାଇଛି । ପ୍ରଶାସନ ପକ୍ଷରୁ ତୁରନ୍ତ ଯାତାୟାତକୁ ବନ୍ଦ କରାଯାଇଥିଲା । ଦମକଳ ବିଭାଗର ଗାଡ଼ି…

କାଶ୍ମୀର ସରକାରୀ ପାଠାଗାରରେ ବିବାଦୀୟ ପୁସ୍ତକ : ୮ ନିଲମ୍ବିତ, ଲେଖକ ଓ ପ୍ରକାଶକ କଳାତାଲିକାଭୁକ୍ତ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ସରକାରୀ ସ୍କୁଲ ପାଠାଗାରଗୁଡ଼ିକରେ ବଣ୍ଟା ଯାଇଥିବା ବହିରେ ଆତଙ୍କବାଦୀ ଓ ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ପ୍ରଶଂସା କରାଯାଇ ସେମାନଙ୍କୁ ମହାନ ବ୍ୟକ୍ତିତ୍ୱ ଭାବେ ଚିତ୍ରିତ କରାଯିବା ଘଟଣାକୁ ନେଇ ୮ଜଣଙ୍କୁ ନିଲମ୍ବିତ କରିଛନ୍ତି ଉପରାଜ୍ୟପାଳ। ଏଥିସହ ପୁସ୍ତକର ଲେଖକ ଓ…

ବଲୁଚିସ୍ତାନରେ ବିସ୍ଫୋରଣ; ୩୦ ପାକିସ୍ତାନୀ ସୁରକ୍ଷାକର୍ମୀ ମୃତ

ଇସଲାମାବାଦ୍‌: ପାକିସ୍ତାନ ଅନ୍ତର୍ଗତ ବଲୁଚିସ୍ତାନରେ ସକ୍ରିୟ ବଲୁଚିସ୍ତାନ ଲିବରେସନ ଆର୍ମି(ବିଏଲଏ)ଗ୍ୱାଦରରେ ପାକିସ୍ତାନୀ ସୁରକ୍ଷା ବାହିନୀ ଉପରେ ଆତ୍ମଘାତୀ ଆକ୍ରମଣ କରିଛି। ଏହି ଆତ୍ମଘାତୀ ଆକ୍ରମଣରେ ପାକିସ୍ତାନ ସୁରକ୍ଷା ବାହିନୀର ୩୦ ଜଣ ସୈନିକ ନିହତ ହୋଇଥିବା ଏକ ବିଏଲଏ ତରଫରୁ ଜାରି…

ତାମିଲନାଡ଼ୁରୁ ୫୦ ବାଂଲାଦେଶୀ ବିତାଡ଼ିତ

ଚେନ୍ନଇ: ତାମିଲନାଡ଼ୁରେ ବେଆଇନ ଭାବେ ରହୁଥିବା ୫୦ଜଣ ବାଂଲାଦେଶୀକୁ ବିତାଡ଼ିତ କରାଯାଇଛି। ସେମାନଙ୍କୁ ବାଂଲାଦେଶକୁ ପଠାଇବା ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି। ତାମିଲନାଡୁରେ ବେଆଇନ ଭାବେ ରହୁଥିବା ବାଂଲାଦେଶୀଙ୍କୁ ଚିହ୍ନଟ କରାଯାଇ ସ୍ବତନ୍ତ୍ର କ୍ୟାମ୍ପରେ ରଖାଯାଇଥିଲା। ଇତିମଧ୍ୟରେ ସେମାନଙ୍କୁ ହାୱଡ଼ା ଏକ୍ସପ୍ରେସ୍‌…

ସାଇବର ଠକେଇ ଓ ପାଇରେସି ରୋକିବା ନେଇ ଟେଲିଗ୍ରାମକୁ ପୁଣି କେନ୍ଦ୍ରର ନୋଟିସ

ନୂଆଦିଲ୍ଲୀ : ମେସେଜିଂ ପ୍ଲାଟଫର୍ମ ଟେଲିଗ୍ରାମରେ ସିନେମା ଏବଂ OTT ପ୍ଲାଟଫର୍ମରୁ ପାଇରେଟେଡ୍ ବିଷୟବସ୍ତୁ ପ୍ରସାରଣକୁ ନେଇ କେନ୍ଦ୍ର ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏହି ମାମଲାରେ କେନ୍ଦ୍ର ସରକାର ଟେଲିଗ୍ରାମକୁ ଏକ ନୋଟିସ୍ ଜାରି କରିଛନ୍ତି ।…

ବଦ୍ରିନାଥ ଧାମରେ ଦାନ ହେରଫେର ଅଭିଯୋଗ: ତଦନ୍ତ ପାଇଁ ସ୍ୱତନ୍ତ୍ର ପ୍ୟାନେଲ

ବଦ୍ରିନାଥ:ଅଯୋଧ୍ୟା ରାମ ମନ୍ଦିରରେ ଚାନ୍ଦା ଚୋରି ଅଭିଯୋଗକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ, ଏବେ ଶ୍ରୀ ବଦ୍ରିନାଥ-କେଦାରନାଥ ଧାମରୁ ମଧ୍ୟ ଦାନ ହେରଫେର ଅଭିଯୋଗ ସାମ୍ନାକୁ ଆସିଛି। ସୋଶାଲ ମିଡିଆରେ ଏହାକୁ ନେଇ ଲଗାତାର ଅଭିଯୋଗ ପ୍ରକାଶ ପାଇବା ପରେ ଶ୍ରୀ…