National & International

ଲଦାଖରେ ଭୂକମ୍ପ ଝଟ୍‌କା, ରିକ୍ଟର ସ୍କେଲରେ ତୀବ୍ରତା ୫.୨ ରେକର୍ଡ

ଲଦାଖରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରେକର୍ଡ କରାଯାଇଛି। ଜମ୍ମୁ କାଶ୍ମୀର ରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ ଭୂକମ୍ପଟି ବିଳମ୍ବିତ ରାତି ପ୍ରାୟ ୨ଟା ୫୦ରେ…

ପାକିସ୍ତାନ ମସଜିଦରେ ବିସ୍ଫୋରଣ

ଇସ୍ଲାମାବାଦ: ପାକିସ୍ତାନର ଦକ୍ଷିଣ ୱାଜିରିସ୍ତାନରେ ଥିବା ଏକ ମସଜିଦରେ ଶୁକ୍ରବାର ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଗତ ୪ ଦିନ ମଧ୍ୟରେ ପାକିସ୍ତାନରେ ଏହା ହେଉଛି ତୃତୀୟ ବଡ଼ ଆତଙ୍କବାଦୀ ଆକ୍ରମଣ। ଜିଲ୍ଲା ପୁଲିସ ଅଧିକାରୀ ଆସିଫ୍ ବାହାଦାରଙ୍କ ସୂଚନା…

ଗ୍ରୀନ କାର୍ଡକୁ ନେଇ ଏଭଳି କହିଲେ ଉପରାଷ୍ଟ୍ରପତି, ବଢ଼ିଲା ପ୍ରବାସୀ ଭାରତୀୟଙ୍କ ଟେନସନ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂତନ ‘ଗୋଲ୍ଡ କାର୍ଡ’ ପଦକ୍ଷେପର ପ୍ରସ୍ତାବ ପରେ, ଏବେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଗ୍ରୀନ କାର୍ଡ ଧାରକଙ୍କ ଅଧିକାର ଉପରେ ମନ୍ତବ୍ୟ ଦେଇ ଏକ ନୂତନ ବିତର୍କ ଆରମ୍ଭ କରିଛନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କ…

ଟ୍ରେନ ଅପହରଣ ଘଟଣାରେ ଅନ୍ୟକୁ ଦୋଷ ଦେଇ ନିଜ ବିଫଳତା ଲୁଚାଉଛି ପାକିସ୍ତାନ : ଭାରତ

ନୂଆଦିଲ୍ଲୀ : ବେଲୁଚିସ୍ତାନରେ ଟ୍ରେନ୍ ଅପହରଣ ଘଟଣା ପାଇଁ ପାକିସ୍ତାନ ଭାରତକୁ ଦାୟୀ କରୁଥିବାବେଳେ ଏନେଇ ଭାରତ ପକ୍ଷରୁ ମଧ୍ୟ କଡ଼ା ଜବାବ ମିଳିଛି। ଅନ୍ୟକୁ ଦୋଷଦେଇ ନିଜ ବିଫଳତା ଲୁଚାଉଛି ବୋଲି ଭାରତ କହିଛି । ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ…

ସିସୋଦିଆ ଏବଂ ସତ୍ୟୈନ୍ଦ୍ରଙ୍କ ପାଇଁ ବଢିଲା ଅଡୁଆ, ଏଫଆଇଆର୍ ପାଇଁ ରାଷ୍ଟ୍ରପତିଙ୍କ ଅନୁମତି

ନୂଆଦିଲ୍ଲୀ: ଦୁର୍ନୀତିର ଶେଷ ସୀମାରେ ଥିଲେ ଆପ ନେତା ମନିଷ ସିସୋଦିଆ । ୧୩ଶହ କୋଟି ଟଙ୍କାର ଶ୍ରେଣୀକକ୍ଷ ଦୁର୍ନୀତି ମାମଲାରେ ଆପ୍‌ ନେତା ମନିଷ ସିସୋଦିଆ ଏବଂ ସତ୍ୟୈନ୍ଦ୍ର ଜୈନଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ କରିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…

ଗୋରଖନାଥ ମନ୍ଦିରରେ ରଙ୍ଗ ଖେଳ ସହ ପକ୍ଷୀଙ୍କୁ ଖୁଆଇଲେ ଯୋଗୀ

ଲକ୍ଷ୍ନୌ: ପକ୍ଷୀ ପ୍ରେମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପବିତ୍ର ହୋଲି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଗୋରଖନାଥ ମନ୍ଦିର ଯାଇଥିବା ବେଳେ ସେଠାରେ ସେ ବତକମାନଙ୍କୁ ଖାଦ୍ୟ ଖୁଆଇଥିଲେ । ଖାଲି ବତକ ନୁହଁନ୍ତି ମୟୂରକୁ ନିଜ ହାତରେ ଖାଦ୍ୟ ଖୁଆଉଥିବାର…

ଏଆଇଏମଆଇଏମ ଘୋଷଣାକୁ ନେଇ ଚିନ୍ତାରେ ଟିଏମସି

ନୂଆଦିଲ୍ଲୀ: ଅସଦୁଦ୍ଦିନ ଓୱେସିଙ୍କ ଦଳ ଅଲ୍ ଇଣ୍ଡିଆ ମଜଲିସ୍-ଏ-ଇତ୍ତେହାଦ-ଉଲ୍-ମୁସଲିମିନ୍ (AIMIM) ଦାବି କରିଛି ଯେ ପଶ୍ଚିମବଙ୍ଗର ମୁସଲିମ୍ ଜନସଂଖ୍ୟା ୪୦% ଅତିକ୍ରମ କରିଛି। ଦଳ ୨୦୨୬ ବିଧାନସଭା ନିର୍ବାଚନରେ ​​ସମସ୍ତ ଆସନରେ ଲଢ଼ିବାକୁ ଘୋଷଣା କରିଛି। ସାମ୍ବାଦିକ ସମ୍ମିଳନୀରେ ଦଳ ମୁସଲମାନ,…

‘ଯେଉଁମାନଙ୍କୁ ରଙ୍ଗ ଭଲ ଲାଗେନି, ସେମାନେ ଘର ନୁହେଁ ଦେଶ ଛାଡ଼ି ଚାଲି ଯାଆନ୍ତୁ’

ଲକ୍ଷ୍ନୌ,୧୩।୩: ଉତ୍ତରପ୍ରଦେଶରେ ହୋଲି ଏବଂ ଜୁମାର ନମାଜ୍‌କୁ ନେଇ ଆଲର୍ଟରେ ପ୍ରଶାସନ। ଉଭୟ ଗୋଟିଏ ଦିନରେ ପଡ଼ୁଥିବାରୁ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାକୁ ନେଇ ପୋଲିସକର୍ମୀମାନଙ୍କୁ ନିୟୋଜିତ କରାଯାଇଛି। ଏହି ସମୟରେ ଯୋଗୀ ସରକାରଙ୍କ ମନ୍ତ୍ରୀ ତଥା ନିଷାଦ ପାର୍ଟିର…

ବିଜେପି ନୁହେଁ କଂଗ୍ରେସ ଆରମ୍ଭ କରିଥିଲା ହିନ୍ଦୀର ବ୍ୟବହାର: ଏଆଇଏଡିଏମକେ ନେତା

ଚେନ୍ନାଇ: ନୂଆ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦କୁ କାର୍ଯ୍ୟକାରୀ କରିବା ସହ ଭାଷା ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାର ଓ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବିବାଦ ଚରମସୀମାରେ ପହଂଚିଛି | ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା…

ୟୁକ୍ରେନ ସହ ଯୁଦ୍ଧ ବନ୍ଦ କରିବା ଚୁକ୍ତିକୁ ସହମତି ଦେବା ପୂର୍ବରୁ ଦୁଇଟି ସର୍ତ୍ତ ରଖିଛନ୍ତି ପୁଟିନ୍

ନୂଆଦିଲ୍ଳୀ: ଦୀର୍ଘ ୩ ବର୍ଷ ହେବ ଚାଲିଆସିଥିବା ଯୁଦ୍ଧରେ ବିରାମ ଲଗାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜୋରଦାର ପ୍ରୟାସ କରୁଛନ୍ତି । ଉଭୟ ୟୁକ୍ରେନ୍ ଓ ଋଷ ରାଷ୍ଟ୍ରପତିଙ୍କୁ ଆଲୋଚନା କରି ଯୁଦ୍ଧ ବନ୍ଦ କରିବା ପାଇଁ ବାରମ୍ୱାର…