July 18, 2026

ନାଳରେ ବୁଡ଼ିଗଲା ଦୁଇ ବର୍ଷର ଶିଶୁପୁତ୍ର

ସିଂହପୁର: ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍‌ ହଳଦୀଡ଼ିହ ପଞ୍ଚାୟତର ଫଳପୁର ଗ୍ରାମରେ ଆଜି ନାଳରେ ବୁଡ଼ି ୨ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଛି। ଗ୍ରାମର ଆକାଶ ମଲିକଙ୍କ ଶିଶୁପୁତ୍ର ଶ୍ରୀୟାଂଶୁ(୨) ମଧ୍ୟାହ୍ନରେ ଖାଇସାରି ବାହାରେ ବୁଲୁଥିବା ବେଳେ ଘର ନିକଟରେ ବର୍ଷାପାଣିରେ ପୂର୍ଣ୍ଣ…

ବାଣ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ୮ ମୃତ

ଅହମ୍ମଦାବାଦ : ଶନିବାର ଦିନ ଗୁଜୁରାଟର ଅହମ୍ମଦାବାଦରେ ଏକ ବଡ ଅଘଟଣ ଘଟିଛି। ମହମୁଦପୁରାରେ ଏକ ବାଣ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଆଠ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୫ ରୁ ଅଧିକ ଆହତ ହୋଇଛନ୍ତି। ଖବର ପାଇ ମେୟର…

ବଲୁଚିସ୍ତାନରେ ପାକିସ୍ତାନ ସେନା ଉପରେ ଆକ୍ରମଣ, ୪୫ ଯବାନ ନିହତ

ଇସ୍‌ଲାମାବାଦ୍‌ : ବଲୁଚିସ୍ତାନକୁ ନେଇ ଚିନ୍ତାରେ ପଡ଼ିଛି ପାକିସ୍ତାନ ସରକାର। ବଲୁଚିସ୍ତାନରେ ବାରମ୍ବାର ପାକିସ୍ତାନ ସେନା ଉପରେ ଆକ୍ରମଣ ହେଉଛି। ବଲୁଚିସ୍ତାନ ଲେବରେସନ୍‌ ଆର୍ମି (ବିଏଲ୍‌ଏ) ତରଫରୁ ବାରମ୍ବାର ଆକ୍ରମଣରେ ବହୁସଂଖ୍ୟକ ପାକିସ୍ତାନ ସୈନିକ ପ୍ରାଣ ହରାଉଛନ୍ତି। ଏହି କ୍ରମରେ ଗୁରୁବାର…

ଆଣ୍ଡି ବର୍ନହାମ ହେବେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ, ୨୦ରୁ ସମ୍ଭାଳିବେ ଶାସନ ଭାର

ନୂଆଦିଲ୍ଲୀ: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେବେ ଆଣ୍ଡି ବର୍ନହାମ । ଜୁଲାଇ ୨୦ରୁ ସେ ଦେଶର ଶାସନ ଭାର ସମ୍ଭାଳିବେ। ବ୍ରିଟେନ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଘଟିଛି । ଶାସକ ‘ଲେବର ପାର୍ଟି’ର ନୂଆ ନେତା ଭାବେ ଆଣ୍ଡି…

ଇରାନ ଉପରେ ଆମେରିକାର ଏୟାରଷ୍ଟ୍ରାଇକ, ଥରୁଛି ଗଲ୍ଫ ଦେଶ

ନୂଆଦିଲ୍ଲୀ: ଆମେରିକା-ଇରାନ ମୁହାଁମୁହିଁ । ଥରୁଛନ୍ତି ଗଲ୍ଫ ଦେଶ । ମଧ୍ୟପ୍ରାଚ୍ୟରେ ସଂଘର୍ଷ ଏବେ ଏକ ଭୟଙ୍କର ରୂପ ନେବାରେ ଲାଗିଛି । ଗତକାଲି ରାତିରେ ଆମେରିକା ସେନା ପକ୍ଷରୁ ଇରାନ ଉପରେ ପୁଣି ଥରେ ଭୟଙ୍କର ଏୟାରଷ୍ଟ୍ରାଇକ ହୋଇଛି ।…

ମେକ୍ସିକୋରେ ୭.୩ ତୀବ୍ରତାର ଭୂକମ୍ପ ଝଟକା

ମେକ୍ସିକୋ: ମେକ୍ସିକୋ ଉପକୂଳରେ ଶକ୍ତିଶାଳୀ ଭୂକମ୍ପ । ୭.୩ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ ମେକ୍ସିକୋ ଉପକୂଳରେ ଏହି ଭୂକମ୍ପ ହୋଇଛି । ଏହା ଯୋଗୁଁ ମେକ୍ସିକୋ ଏବଂ ପଡ଼ୋଶୀ ଦେଶ ଗ୍ୱାତେମାଲାରେ ପ୍ରବଳ…

ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-୧ ଲଞ୍ଚ୍ ସଫଳ

ନୂଆଦିଲ୍ଲୀ : ଭାରତ ଶନିବାର ମହାକାଶ କ୍ଷେତ୍ରରେ ଆଉ ଏକ ବଡ ସଫଳତା ହାସଲ କରିଛି। ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-୧, ଉତକ୍ଷେପଣ ପାଇଁ ପ୍ରସ୍ତୁତି ସମାପ୍ତ ହେବା ପରେ ରକେଟକୁ ଶେଷରେ ସଫଳତାର ସହ ଉତକ୍ଷେପଣ କରାଯାଇଛି। ଆଶ୍ଚର୍ଯ୍ୟଜନକ…

ଅମିର ଖାନଙ୍କୁ ଗଳା କାଟି ହତ୍ୟା କରିବାକୁ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ଧମକ

ମୁମ୍ବାଇ: ଏବେ ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ପରେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ଟାର୍ଗେଟରେ ଅମିର ଖାନ । ନିକଟରେ ତୃତୀୟ ବିବାହ କରିଛନ୍ତି ଅମିର ଖାନ୍, ତାଙ୍କୁ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ଧମକ ଦେଇଛି । ସୋସିଆଲ ମିଡିଆରେ ଏକ…

ପ୍ଲାଷ୍ଟିକ୍ ନୋଟ୍ ପାଇଁ ପଲିମର ସିଟ୍ କିଣିବା ଲାଗି ଗ୍ଲୋବାଲ୍ ଟେଣ୍ଡର ଜାରି କଲା ଆରବିଆଇ

ନୂଆଦିଲ୍ଲୀ: ଭାରତୀୟ ଅର୍ଥବ୍ୟବସ୍ଥାରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି କେନ୍ଦ୍ରୀୟ ବ୍ୟାଙ୍କ (ଆରବିଆଇ)। ଦୀର୍ଘ ବର୍ଷ ଧରି ପ୍ରଚଳିତ କାଗଜ ନୋଟ୍ ବଦଳରେ ଦେଶରେ ଖୁବଶୀଘ୍ର ପ୍ଲାଷ୍ଟିକ୍ ବା ପଲିମର ନୋଟ୍ ପ୍ରଚଳନ କରାଯିବାର ସମ୍ଭାବନା ସୃଷ୍ଟି ହୋଇଛି। ଏଥିପାଇଁ…

‘ମଙ୍ଗଳ ମିଳନ’ ନାମରେ ନାମିତ ହେଲା NDA ସଂସଦୀୟ ଦଳ ବୈଠକର ନାମ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ ବା NDA) ଏହାର ସଂସଦୀୟ ଦଳର ବୈଠକକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛି। ଏଣିକି ଏନଡିଏ ସଂସଦୀୟ ଦଳ ବୈଠକର ନାମ ବଦଳି ‘ମଙ୍ଗଳ…