ମୌସୁମୀ ସ୍ୱାଭାବିକ ଠାରୁ ଅଧିକ ବର୍ଷିବ, ୩୦ ପରେ ତାତିରୁ ମିଳିବ ନିସ୍ତାର
ଚଳିତ ବର୍ଷ ମୌସୁମୀ ସ୍ୱାଭାବିକ ଠାରୁ ଅଧିକ ବର୍ଷିବ ବୋଲି ପୁଣିଥରେ ଦୋହରାଇଛି ଭାରତୀୟ ପାଣିପାଗ ବିଭାଗ। ଏପ୍ରିଲ ମାସରେ ବିଭାଗ ଯେଉଁ ଆକଳନ କରିଥିଲା ଆଜି ମଧ୍ୟ ଏଥିରେ କାଏମ ରହିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବରେ ଜୁଲାଇ ମାସରେ…
