National & International

ଅସୁସ୍ଥ ବାପା ଓ ମା’ଙ୍କୁ ଧରି ପୁଲିସ ଅପେକ୍ଷାରେ ବସିଛି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋସିଆଲ ମିଡିଆରେ ବାପା, ମା’ ସ୍ତ୍ରୀଙ୍କ ସହିତ ବସିଥିବାର ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋ ସେୟାର କରି ଏକ୍ସରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଲେଖିଛନ୍ତି, ବାପା, ମା’ ଓ ସ୍ତ୍ରୀଙ୍କ ସହିତ ବସି…

ଜୁନ ୪ରେ ସମାଲୋଚକମାନେ ପ୍ରଚୁର ପାଣି ପିଅନ୍ତୁ: ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ରାଜନୈତିକ ବିଶ୍ଳେଷକ ପ୍ରଶାନ୍ତ କିଶୋରଙ୍କ ବିବୃତ୍ତିକୁ ନେଇ ଆଜିକାଲି ସବୁଠି ଚର୍ଚ୍ଚା ଜୋର ଧରିଛି | ପ୍ରଶାନ୍ତ ଅନେକ ନ୍ୟୁଜ ଚ୍ୟାନେଲକୁ ସାକ୍ଷାତକାର ଦେଉଛନ୍ତି, ଯେଉଁଥିରେ ତାଙ୍କର ଅନେକ ଦାବି ଟ୍ରେଣ୍ଡ ହେଉଛି | ପ୍ରଶାନ୍ତ କିଶୋର ଦାବି କରିଛନ୍ତି…

IIT ପିଲାଙ୍କୁ ମିଳୁନି ଚାକିରି! ୩୮% ଛାତ୍ରଛାତ୍ରୀ ପାଇଲେନି ପ୍ଲେସମେଣ୍ଟ

ନୂଆଦିଲ୍ଲୀ : ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି(IIT) ଛାତ୍ରଛାତ୍ରୀଙ୍କୁ ଚାକିରି ମିଳୁନାହିଁ। ପାଖାପାଖି ୩୮ ପ୍ରତିଶତ ପିଲା ୨୦୨୪ରେ ପ୍ଲେସମେଣ୍ଟ ପାଇନଥିବା ବେଳେ ସେମାନେ ବର୍ତ୍ତମାନ ଚାକିରି ସନ୍ଧାନରେ ଥିବା ଏକ ଆରଟିଆଇ ତଥ୍ୟରୁ ଜଣାପଡିଛି। ସୂଚନା…

କେମିକାଲ ଫ୍ୟାକ୍‌ଟ୍ରୀରେ ବିସ୍ଫୋରଣ: ୬ ମୃତ, ୨୫ରୁ ଅଧିକ ଆହତ

ନୂଆଦିଲ୍ଲୀ : ମହାରାଷ୍ଟ୍ରର ଠାଣେ ଜିଲ୍ଲାର ଡୋମ୍ବିୱଲିରେ ଗୁରୁବାର ଏକ କେମିକାଲ ଫ୍ୟାକ୍‌ଟ୍ରୀରେ ବିସ୍ଫୋରଣ ପରେ ନିଆଁ ଲାଗିଯିବାରୁ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି। ଆହୁରି ଅନେକ ଲୋକ ଫସି ରହିଥିବା ସନ୍ଦେହ କରାଯାଉଛି।…

ଭାରତରେ ଡ୍ରୋନ୍ ଉତ୍ପାଦନ କରିବ ଗୁଗଲ, ଚେନ୍ନାଇରେ ସ୍ଥାପନ ହେବ ପ୍ରଥମ ୟୁନିଟ

ନୂଆଦିଲ୍ଲୀ : ଭାରତରେ ଡ୍ରୋନ୍ ଉତ୍ପାଦନ କରିବ ଗୁଗଲ। ଗୁଗଲର ପ୍ୟାରେଣ୍ଟ୍ କମ୍ପାନୀ ଆଲଫାବେଟ ତାମିଲନାଡୁର ଏହାର ସହାୟକ କମ୍ପାନୀ ୱିଙ୍ଗ୍ ଏଲଏଲସି ମାଧ୍ୟମରେ ଡ୍ରୋନ୍ ଉତ୍ପାଦନ ଆରମ୍ଭ କରିବାକୁ ଯାଉଛି। ଭାରତରେ ଏହାର ଫ୍ଲାଗସିପ୍ ପିକ୍ସେଲ ୮ ସ୍ମାର୍ଟଫୋନ୍ ଉତ୍ପାଦନ…

ଇଣ୍ଡିଆ ମେଣ୍ଟ କ୍ଷମତାକୁ ଆସିଲେ ଅଗ୍ନିବୀରଙ୍କୁ ଉଚ୍ଛେଦ କରିବେ: ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ବୁଧବାର କହିଛନ୍ତି ଯେ ଯଦି ଇଣ୍ଡିଆ ମେଣ୍ଟ କ୍ଷମତାକୁ ଆସେ ତେବେ ଅଗ୍ନିବୀର ସାମରିକ ନିଯୁକ୍ତି ଯୋଜନାକୁ ଉଚ୍ଛେଦ କରି ଡଷ୍ଟବିନ୍‌ ରେ ଫିଙ୍ଗି ଦିଆଯିବ। ଲୋକସଭା ନିର୍ବାଚନ ପାଇଁ ହରିୟାଣାରେ ନିଜର ପ୍ରଥମ…

୨୦୧୦ ଠାରୁ ମିଳିଥିବା ସବୁ ଓବିସି ପ୍ରମାଣପତ୍ରକୁ ରଦ୍ଦ କରି ଦେଲେ ହାଇକୋର୍ଟ

ଗୋଟିଏ ବଡ଼ ରାୟ ଦେଇଛନ୍ତି କଲିକତା ହାଇକୋର୍ଟ। ପଶ୍ଚିମବଙ୍ଗରେ ୨୦୧୦ ମସିହା ଠାରୁ ଜାରି ହୋଇଥିବା ସମସ୍ତ ଅନ୍ୟ ପଛୁଆ ବର୍ଗ(ଓବିସି) ପ୍ରମାଣପତ୍ରକୁ ଆଜି ହାଇକୋର୍ଟ ରଦ୍ଦ କରି ଦେଇଛନ୍ତି। ଏହାର ଅର୍ଥ ଉକ୍ତ ପ୍ରମାଣପତ୍ର ଦେଖାଇ ଆଉ ଚାକିରି ମିଳିବ…

ବିଜେପି ଓ କଂଗ୍ରେସକୁ କଡ଼ା ଚେତାବନୀ ଦେଲେ ନିର୍ବାଚନ କମିଶନ

ଦେଶରେ ୫ଟି ପର୍ଯ୍ୟାୟର ମତଦାନ ଶେଷ ହୋଇଯିବା ପରେ ନିର୍ବାଚନ କମିଶନ ବିବାଦୀୟ ଭାଷଣକୁ ନେଇ ଆଜି ଅସନ୍ତୋଷ ପ୍ରକାଶ କରିଛନ୍ତି। କ୍ଷମତାସୀନ ବିଜେପି ଓ ଦେଶର ପ୍ରମୁଖ ବିରୋଧୀ କଂଗ୍ରେସକୁ କମିଶନ କଡ଼ା ଚେନାବନୀ ଦେଇଛନ୍ତି। ଦୁଇ ଦଳର ଷ୍ଟାର…

ଯେକୌଣସି ମୁହୂର୍ତ୍ତରେ ଗିରଫ ହୋଇପାରନ୍ତି ତେଜସ୍ବୀ ଯାଦବ: କେଜ୍ରିୱାଲ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ମେ ୨୫ରେ ଦିଲ୍ଲୀର ସାତୋଟି ଆସନରେ ମତଦାନ ଅନୁଷ୍ଠିତ ହେବ। ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ ଦାବି କରିଛନ୍ତି। ଆମ୍ ଆଦମୀ ପାର୍ଟିର ସଂଯୋଜକ କେଜ୍ରିୱାଲ ବୁଧବାର କହିଛନ୍ତି…

ମ୍ୟାଲେରିଆ ନିରାକରଣ ପାଇଁ ଜେଏନ୍‌ୟୁ ବୈଜ୍ଞାନିକ ବାହାର କଲେ ଟିକା

ଦେଶର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ର ଗୋଟିଏ ବୈଜ୍ଞାନିକ ଟିମ ଏମିତି ଏକ ସମ୍ଭାବ୍ୟ ଟିକା ବାହାର କରିଛନ୍ତି ଯାହା ମ୍ୟାଲେରିଆ ବିରୋଧରେ ଅଧିକ ପ୍ରଭାବଶାଳୀ ଓ ଏହାର ଚିକିତ୍ସା ରଣନୀତିରେ ସହାୟକ ହୋଇପାରିବ। ସେଲ୍ ପ୍ରେସ୍ ପକ୍ଷରୁ iScience…