National & International

ହେମନ୍ତ ସୋରେନ୍‌ଙ୍କୁ ଝଟ୍‌କା, କେଜ୍ରିଓ୍ୱାଲଙ୍କ ଭଳି ମଳିଲାନି ବେଲ୍‌

ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସୋରେନ୍‌ଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ବଡ଼ ଝଟ୍‌କା। ତାଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଭଳି ତାଙ୍କୁ ଜାମିନ୍‌ ଦେବାକୁ ସର୍ବୋଚ୍ଚ…

କୋଲକାତାରେ ବାଂଲାଦେଶ ସାଂସଦଙ୍କୁ ହତ୍ୟା!

ବାଂଲାଦେଶର ସାଂସଦ ଅନୱରଉଲ ଅଜମିଙ୍କୁ କୋଲକାତାରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବାଂଲାଦେଶର ଜଣେ ମନ୍ତ୍ରୀ ଓ ପୁଲିସ୍‌ କହିଛନ୍ତି ଯେ ଅଜିମଙ୍କୁ କୋଲକାତାରେ ହତ୍ୟା କରାଯାଇଛି। ହେଲେ ପଶ୍ଚିମବଙ୍ଗ ପୁଲିସ ଏଯାଏ ତାଙ୍କ ମୃତଦେହକୁ ଉଦ୍ଧାର କରିପାରି ନାହିଁ। ଅଜମି…

ଏମ୍‌ଡିଏଚ୍‌ ଓ ଏଭେରେଷ୍ଟ ମସଲାକୁ ମିଳିଲା କ୍ଲିନ୍‌ଚିଟ୍‌

ଭାରତୀୟ ମସଲା ଏମ୍‌ଡିଏଚ୍‌ ଓ ଏଭେରେଷ୍ଟକୁ ମିଳିଲା କ୍ଲିନ୍‌ଚିଟ୍‌। ଭାରତୀୟ ବଜାରରେ ଉପଲବ୍ଧ ମସଲାଗୁଡିକରୁ ନିଆଯାଇଥିବା ନମୂନାରେ କୌଣସି ETO ତଥା ଇଥିଲିନ୍‌ ଅକ୍ସାଇଡ୍‌ ନଥିବା ସ୍ପଷ୍ଟ କଲା ଫୁଡ୍‌ ସେଫ୍ଟି ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ ତଥା FSSAI। ଏମ୍‌ଡିଏଚ୍‌…

୩୦,୦୦୦ସଂକ୍ରମିତ, ୩,୦୦୦ମୃତ; ଆଶ୍ଚର୍ଯ୍ୟ କଲା ସଂକ୍ରମିତ ରକ୍ତ ଦୁର୍ନୀତିର ତଦନ୍ତ ରିପୋର୍ଟ

ନୂଆଦିଲ୍ଲୀ: ୩ହଜାର ଲୋକଙ୍କ ଜୀବନ ନେଇଥିବା ସଂକ୍ରମିତ ରକ୍ତ ଦୁର୍ନୀତିର ହେଲା ପର୍ଦ୍ଦାଫାଶ। ୭୦ ଓ ୮୦ ଦଶକରେ ସଂକ୍ରମିତ ରକ୍ତ ନେଇ ବ୍ରିଟେନରେ ଅନେକ ଲୋକ ଏଚଆଇଭି ଓ ହେପାଟାଇଟିସ୍ ଦ୍ବାରା ସଂକ୍ରମିତ ହୋଇଥିଲେ। ୩୦,୦୦୦ଲୋକ ସଂକ୍ରମିତ ହୋଇଥିବା ବେଳେ…

ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ବାର୍ଷିକୀରେ ରାଜନୈତିକ ଉତ୍ତେଜନ: କଂଗ୍ରେସ-ବିଜେପି ବାକ୍ ଯୁଦ୍ଧ

ନୂଆଦିଲ୍ଲୀ: ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ବାର୍ଷିକୀରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଛି। ମଧ୍ୟପ୍ରଦେଶରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ବାର୍ଷିକୀ ଏବଂ ଇତିହାସକୁ ନେଇ ଏକ ନୂଆ ରାଜନୈତିକ ଉତ୍ତେଜନା ଆରମ୍ଭ ହୋଇଛି।…

ମନୀଷ ସିସୋଦିଆଙ୍କ ହାଜତ ଅବଧି ୩୧ ଯାଏ ବଢ଼ିଲା

ନୂଆଦିଲ୍ଲୀ : ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆପ୍‌ ନେତା ମନୀଷ ସିସୋଦିଆଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳି ନାହିଁ। ଆଜି ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ତାଙ୍କ ହାଜତ ଅବଧିକୁ ପୁଣି ବୃଦ୍ଧି କରିଛନ୍ତି। ଏବେ ସେ…

ନିର୍ବାଚନ କମିଶନଙ୍କ ତାଗିଦ୍; ୨୪ ଘଣ୍ଟା ପ୍ରଚାର କରିପାରିବେନି ବିଜେପି ପ୍ରାର୍ଥୀ ଅଭିଜିତ ଗଙ୍ଗୋପାଧ୍ୟାୟ

କୋଲକାତା : ପଶ୍ଚିମବଙ୍ଗର ବିଜେପି ଲୋକସଭା ପ୍ରାର୍ଥୀ ଅଭିଜିତ ଗଙ୍ଗୋପଧ୍ୟାୟଙ୍କୁ ନିର୍ବାଚନ ଆୟୋଗଙ୍କ ଛାଟ। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରଚାର କରିପାରିବେନି ଗଙ୍ଗୋପାଧ୍ୟାୟ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତି ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଏହି କାର୍ଯ୍ୟନୁଷ୍ଠାନ ନେଇଛନ୍ତି…

ବିମାନ ଧକ୍କାରେ ୪୦ ରାଜହଂସଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦୁବାଇରୁ ମୁମ୍ବାଇ ଆସୁଥିବା ବିମାନରେ ପିଟି ହୋଇ ଚାଲି ଯାଇଛି ୪୦ଟି ରାଜହଂସଙ୍କ ଜୀବନ। ମୁମ୍ବାଇର ଘାଟକୋପର ଠାରୁ ଏମାନଙ୍କ ମୃତଦେହ ମିଳିଛି। ଦୁବାଇରୁ ଆସୁଥିବା ଏମିରଟ୍ସର ଗୋଟିଏ ବିମାନ ଧକ୍କାରେ ଏତେ ବଡ଼ ଘଟଣା ଘଟିଛି। ୪୦…

ଏବେ କେହି କହୁ ନାହାନ୍ତି ଯେ ମୋଦିଜୀ ହାରିବେ, ସମସ୍ତେ କହୁଛନ୍ତି ବିଜେପି ସମ୍ଭବତଃ ୩୭୦ ଆସନ ଜିତି ନପାରେ !

ନୂଆଦିଲ୍ଲୀ : ନିର୍ବାଚନୀ ଚର୍ଚ୍ଚାକୁ ବିଜେପି ବଦଳାଇ ଦେଇଛି। ଦଳ କେବଳ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର କଥା ନ କହି, ୩୭୦ ସିଟ୍‌ ଜିତିବ ବୋଲି ନାରା ଦେବା ଗୋଟିଏ ଚମତ୍କାର ରଣନୀତି। ହେଲେ ଯଦି ବିଜେପି…

ସାବଧାନ! ଜୁନ୍ ୧ ପରେ ଏସବୁ ଗାଡି ଚାଳକ ଦେବେ ୨୫,୦୦୦ଟଙ୍କା ଜରିମାନା

ନୂଆଦିଲ୍ଲୀ: ଜୁନ୍ ୧ ପରେ ଗାଡ଼ି ଚଳାଇବାର କେତେକ ନିୟମ ବଦଳିବାକୁ ଯାଉଛି। ଏହି ଆଇନର ଉଲ୍ଲଂଘନ କଲେ ତାଙ୍କୁ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ । ଡ୍ରାଇଭିଂ ସହ ଜଡିତ ନୂତନ ନିୟମ ସରକାରୀ ଆଞ୍ଚଳିକ ପରିବହନ…