National & International

ତାମିଲନାଡୁ ବାଣ କାରଖାନାରେ ବିସ୍ଫୋରଣ, ୮ ଶ୍ରମିକ ମୃତ

ଶିବକାଶୀ : ତାମିଲନାଡୁର ଶିବକାଶୀରେ ଥିବା ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୫ ଜଣ ମହିଳାଙ୍କ ସମେତ ୮ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହାଛଡ଼ା ଆଉ ୧୨ ଜଣ ଗୁରୁତରଭାବେ ପୋଡ଼ିଯାଇଥିବା ଜଣାଯାଇଛି ।…

ଅଯୋଧ୍ୟା ଯାଇ ରାମ ଲଲାଙ୍କ ଦର୍ଶନ କଲେ କେରଳ ରାଜ୍ୟପାଳ ଅରିଫ ମହମ୍ମଦ ଖାନ

କେରଳ ରାଜ୍ୟପାଳ ଅରିଫ ମହମ୍ମଦ ଖାନ ବୁଧବାର ଅଯୋଧ୍ୟା ରାମ ମନ୍ଦିର ଯାଇ ରାମ ଲଲାଙ୍କ ଦର୍ଶନ କରିଛନ୍ତି। କେରଳ ରାଜ ଭବନ ପକ୍ଷରୁ ଏନେଇ Xରେ ଏକ ପୋଷ୍ଟ କରାଯାଇଛି | ରାଜ୍ୟପାଳ ଅରିଫ ମହମ୍ମଦ ଖାନ ଗଣମାଧ୍ୟମକୁ କହିଛନ୍ତି,…

ଆନ୍ଧ୍ରପ୍ରଦେଶର ଏକ ଟ୍ରକ୍‌ରୁ ପ୍ରାୟ ୮ କୋଟି ଟଙ୍କା ଜବତ

ନୂଆଦିଲ୍ଳୀ: ଗୁରୁବାର ଦିନ ଆନ୍ଧ୍ରପ୍ରଦେଶର ଏନଟିଆର ଜିଲ୍ଲାର ଏକ ଚେକପୋଷ୍ଟରେ ବିପୁଳ ପରିମାଣର ଅର୍ଥ ଜବତ ହୋଇଛି। ଚେକପୋଷ୍ଟ୍‌ରେ ଏକ ଟ୍ରକରୁ ପ୍ରାୟ ୮ କୋଟି ଟଙ୍କା ଜବତ କରାଯାଇଥିବା ପୁଲିସ୍‌ ସୂଚନା ଦେଇଛି। ମିଳିଥିବା ତଥ୍ୟନୁଯାୟୀ, ଟଙ୍କାଗୁଡ଼ିକ ଏପର୍ଯ୍ୟନ୍ତ ଗଣାହୋଇନଥିବା…

ଇମ୍ରାନ୍‌ଙ୍କୁ ସମର୍ଥନ କଲା ଆମେରିକା: ପିଟିଆଇ ନେତାଙ୍କୁ ଭେଟିଲେ ଆମେରିକା ରାଜନେତା

ଇସଲାମାବାଦ: ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କୁ ଆମେରିକାର ସମର୍ଥନ ମିଳିଛି। ବାସ୍ତବରେ, ଜେଲରେ ଥିବା ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମେତ ଦେଶର ସମସ୍ତ କଏଦୀଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଆମେରିକା ଗୁରୁତ୍ୱାରୋପ କରିଛି। ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର…

ପିଟ୍ରୋଡାଙ୍କ ମନ୍ତବ୍ୟ ‌ନେଇ ବ୍ୟାକଫୁଟ୍‌ରେ କଂଗ୍ରେସ: ଜୟରାମ ରମେଶ କହିଲେ ଦୁର୍ଭାଗ୍ୟଜନକ

ନୂଆଦିଲ୍ଲୀ: ଭାରତୀୟମାନଙ୍କୁ ଚୀନ୍-ଆଫ୍ରିକୀୟମାନଙ୍କ ତୁଳନା କରି ସାମ ପିଟ୍ରୋଡାଙ୍କ ମନ୍ତବ୍ୟ ନେଇ କଂଗ୍ରେସ ବ୍ୟାକଫୁଟ୍‌କୁ ଆସିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ପିଟ୍ରୋଡାଙ୍କ ମନ୍ତବ୍ୟ ବାହାରକୁ ଆସିବା ମାତ୍ରେ ଦଳ ପିଟ୍ରୋଡାଙ୍କ ମନ୍ତବ୍ୟରୁ ନିଜକୁ ଦୂରେଇ ରଖିଥିଲା। କଂଗ୍ରେସର ସାଧାରଣ ସମ୍ପାଦକ…

ଜେପି ନଡ୍ଡା ଓ ଅମିତ ମାଲବ୍ୟଙ୍କୁ ସମନ୍‌

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସମନ। ବିଜେପିର ବିବାଦୀୟ ପୋଷ୍ଟକୁ ନେଇ ତାଙ୍କୁ କର୍ଣ୍ଣାଟକ ପୁଲିସ ସମନ ପଠାଇଛି। ତାଙ୍କ ସହ ବିଜେପି ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବ୍ୟଙ୍କୁ ମଧ୍ୟ ପୁଲିସ ସମନ କରିଛି। ବେଙ୍ଗାଲୁରୁ ପୁଲିସ ସାମ୍ନାରେ…

‘ଅମ୍ବାନୀ-ଅଦାନୀ ଠାରୁ କେତେ ଟଙ୍କା ନେଇଛନ୍ତି ରାହୁଲ?’

ନିର୍ବାଚନ ତାରିଖ ଘୋଷଣା ହେବା ଦିନ ଠାରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଅଦାନୀ ଓ ଅମ୍ବାନୀଙ୍କୁ ଗାଳି କରିବା ବନ୍ଦ କରିଦେଇଛନ୍ତି। ଏମାନଙ୍କୁ ଠାରୁ ସେ କେତେ ଟଙ୍କା ନେଇଛନ୍ତି। କେବେ ଟଙ୍କା ଭିତରେ ଡିଲ୍‌ ହୋଇଛି ରାହୁଲ ଗାନ୍ଧିଙ୍କୁ…

ପିଟ୍ରୋଡାଙ୍କ ‘ବର୍ଣ୍ଣବାଦ’ ବୟାନକୁ ନେଇ ରାଗିଲେ ମୋଦି, ରାହୁଲଙ୍କୁ ମାଗିଲେ ଜବାବ

କଂଗ୍ରେସ ନେତା ସାମ ପିଟ୍ରୋଡା ବର୍ଣ୍ଣବାଦ ମନ୍ତବ୍ୟ ଦେଇ ପୁଣି ଥରେ ବିବାଦରେ ଫଶିଛନ୍ତି। ଭାରତର ଲୋକଙ୍କୁ ସେ କଳା-ଗୋରା କହିଛନ୍ତି। ତାଙ୍କର ଏହି ବୟାନକୁ ନେଇ ରାଜନୀତି ସରଗରମ ରହିଛି। ପିଟ୍ରୋଡାଙ୍କ ଏହି ବର୍ଣ୍ଣବାଦ ବୟାନକୁ ନେଇ ରାଗି ଯାଇଛନ୍ତି…

ଅଗ୍ନିବୀର ଯୋଜନାକୁ ଉଚ୍ଛେଦ କରିବୁ: ରାହୁଲଙ୍କ ଘୋଷଣା

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ମଙ୍ଗଳବାର ଘୋଷଣା କରିଛନ୍ତି ଯେ ଯଦି ‘ଇଣ୍ଡିଆ’ ମେଣ୍ଟ କ୍ଷମତାକୁ ଆସେ ତେବେ ଅଗ୍ନିବୀର ଯୋଜନାକୁ ଉଚ୍ଛେଦ କରାଯିବ। କାରଣ, ଏହା ସେନା ଦ୍ୱାରା ନୁହେଁ ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ…

ରେକର୍ଡ ପଞ୍ଚମ ଥର ପାଇଁ ରୁଷିଆର ରାଷ୍ଟ୍ରପତି ଭାବେ ଶପଥ ନେଲେ ଭ୍ଲାଦିମିର ପୁଟିନ୍‌

ମସ୍କୋ: ରୁଷିଆର ରାଷ୍ଟ୍ରପତି ଭାବେ ଭ୍ଲାଦିମିର ପୁଟିନ୍‌ ୬ ବର୍ଷ ପାଇଁ ଶପଥ ଗ୍ରହଣ କରିଛନ୍ତି। କ୍ରେମଲିନରେ ଶପଥ ଗ୍ରହଣ ପାଇଁ ଆୟୋଜିତ ଏକ ସମାରୋହରେ ସେ ରେକର୍ଡ ପଞ୍ଚମ ଥର ପାଇଁ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ। ସାମ୍ବିଧାନିକ…