ବିଜେପିର ରାଏ ବରେଲୀ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ବରୁଣ ଗାନ୍ଧି !
ନୂଆଦିଲ୍ଲୀ : କଂଗ୍ରେସର ଗଡ଼ ରାଏ ବରେଲୀରେ ବିଜେପି ଗାନ୍ଧି ପରିବାରର ସଦସ୍ୟ ତଥା ସାଂସଦ ବରୁଣ ଗାନ୍ଧିଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଥିଲା। ଏପରି କି ବରୁଣ ଗାନ୍ଧିଙ୍କୁ ଦଳ ଏଠାକୁ ଟିକେଟ ଦେବାକୁ ପ୍ରସ୍ତାବ ଦେଇଥିଲା। କଂଗ୍ରେସ ଏଠାରେ ପ୍ରିୟଙ୍କା…
