ମଞ୍ଚ ଉପରେ ଚେତାଶୂନ୍ୟ ହେଲେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକାରୀ
ନିର୍ବାଚନ ପାଇଁ ଚାଲିଥିଲା ରାଲି। ମଞ୍ଚ ଉପରେ ଠିଆ ହୋଇ ମନ୍ତ୍ରୀ ଲୋକଙ୍କୁ ଦେଉଥିଲେ ଭାଷଣ। ଏତିକି ବେଳେ ହଠାତ୍ ଚେତାଶୂନ୍ୟ ହୋଇପଡିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀ। ମହାରାଷ୍ଟ୍ରର ୟବତମାଲରେ ନିର୍ବାଚନ ରାଲିରେ ଘଟିଛି ଏଭଳି କିଛି ଘଟଣା। ଆଜି କେନ୍ଦ୍ର…
