ହନୁମାନଙ୍କ ପତାକା ହଟାଇବାକୁ ନେଇ ହଙ୍ଗାମା
ହନୁମାନଙ୍କ ପତାକା ହଟାଇବାକୁ ନେଇ ଜୋରଦାର ହଙ୍ଗାମା ହୋଇଛି। କର୍ଣ୍ଣାଟକର ମାଣ୍ଡିଆ ଜିଲ୍ଲାରେ ଶତାଧିକ ବିଜେପି କର୍ମୀ ଏହାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି। ଫଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ବିଜେପି ଏବଂ ଜନତା ଦଳ-ସିକ୍ୟୁଲାର୍ (ଜେଡିଏସ୍) ପକ୍ଷରୁ ଆଜି…
