ଓଡିଶା ଗସ୍ତରେ ଆସୁଛନ୍ତି ଏଆଇସିସି ସଭାପତି ଶ୍ରୀ ମଲ୍ଲିକାର୍ଜୁନ୍ ଖଡଗେ

ଭୁବନେଶ୍ୱର: ଆସନ୍ତା ୨୯ ତାରିଖ ଦିନ ଓଡିଶା ଗସ୍ତରେ ଆସୁଛନ୍ତି ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ମାନ୍ୟବର ଶ୍ରୀ ମଲ୍ଲିକାର୍ଜୁନ୍ ଖଡଗେ । ଏହି ପରିପେକ୍ଷିରେ ଭୁବନେଶ୍ୱରରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ। ଶ୍ରୀ ଖଡ଼ଗେ ଙ୍କ ସମ୍ବୋଧିତ…

କଂଗ୍ରେସ ଯାତ୍ରାରେ ଶୁଭିଲା ‘ମୋଦି’ ନାରା, ରାହୁଲ ଦେଲେ ଫ୍ଲାଇଂ କିସ୍‌

ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଜାରି ରହିକି କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା। ମଣିପୁରରୁ ବାହାରି ଏହି ଯାତ୍ରା ଏବେ ଆସାମରେ ପହଞ୍ଚି। ଆସାମରେ ଏହି ଯାତ୍ରାର ଆଜି ଚତୁର୍ଥ ଦିନ। ତେବେ କଂଗ୍ରେସର ଏହି ଯାତ୍ରା ବେଳେ 'ମୋଦି ମୋଦି'…

ପୁଣି ଭାରତ ଯୋଡୋ ନ୍ୟାୟ ଯାତ୍ରା ବେଳେ ଆକ୍ରମଣ, କଂଗ୍ରେସ ନେତାଙ୍କ ଗାଡ଼ି ଭଙ୍ଗିଲେ

ପୁଣି ଭାରତ ଯୋଡୋ ନ୍ୟାୟ ଯାତ୍ରା ଉପରେ ଆକ୍ରମଣ। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଜାରି ରହିଥିବା ଭାରତ ଯୋଡୋ ନ୍ୟାୟ ଯାତ୍ରା ଉପରେ ଆସାମରେ ପୁଣି ଥରେ ବିଜେପି ସମର୍ଥକମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆସାମର ଜମୁଗୁରିଘାଟରେ…

ଫେବୃଆରୀ ୧୮ରୁ ‘ମିସ୍ ୱାର୍ଲ୍ଡ’ ପ୍ରତିଯୋଗିତା, ୨୮ ବର୍ଷ ପରେ ଭାରତ କରୁଛି ଆୟୋଜନ

ଦୀର୍ଘ ୨୮ ବର୍ଷର ବ୍ୟବଧାନ ପରେ ମିସ୍ ୱାର୍ଲ୍ଡ ଆୟୋଜନ କରିବାକୁ ଯାଉଛି ଭାରତ। ୭୧ତମ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାକୁ ଭାରତ ଆୟୋଜନ କରିବାକୁ ଯାଉଛି। ରାଜଧାନୀ ଦିଲ୍ଲୀ ଏବଂ ବାଣିଜ୍ୟ ନଗରୀ ମୁମ୍ବାଇରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଶେଷ ଥର…

ମହାକାଶରୁ କିଭଳି ଦିଶୁଛି ରାମମନ୍ଦିର? ଇସ୍ରୋ ଜାରି କଲା ଫଟୋ

ରାତି ପାହିଲେ ଉଦ୍‌ଘାଟନ ହେବ ଅଯୋଧ୍ୟାର ରାମ ମନ୍ଦିର। ମନ୍ଦିରରେ ରାମ ଲଲାଙ୍କ ହେବ ପ୍ରାଣ ପ୍ରତିଷ୍ଠା। ଏଥିପାଇଁ ଚାରିଆଡେ ଜୋରସୋର୍‌ରେ ପ୍ରସ୍ତୁତି ଚାଲିଛି। ରାମମୟ ହୋଇଯାଇଛି ପୂରା ଅଯୋଧ୍ୟା ନଗରୀ। ଚାରିଆଡେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ ହୋଇଛି। ଭବ୍ୟ…

ତାମିଲନାଡୁରେ ହେବନାହିଁ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମର ସିଧାପ୍ରସାରଣ! ଜୋରଦାର ବର୍ଷିଲେ ସୀତାରମଣ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାମିଲନାଡୁର ଷ୍ଟାଲିନ ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ତାମିଲନାଡୁ ସରକାର ଜାନୁୟାରୀ ୨୨ ରେ ହେବାକୁ ଥିବା ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମର ସିଧା ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ତାମିଲ…

ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବିମାନ

ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବିମାନ। ଆଫଗାନିସ୍ତାନର ଏକ ପାହାଡରେ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହା ଭାରତୀୟ ବିମାନ ବୋଲି କୁହାଯାଇଛି। ବିମାନଟି ଭାରତରୁ ରୁଷର ମସ୍କୋକୁ ଯାଇଥିଲା। ଏତିକି ବେଳେ ଆଫଗାନିସ୍ତାନରେ ଦୁର୍ଘଟାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ବଦଖ୍ୱାଂଶାର ସୂଚନା…

ପ୍ରତିବାଦ ପରେ ନିଷ୍ପତ୍ତି ବଦଳାଇଲା ଦିଲ୍ଲୀ AIIMS, ରାମ ମନ୍ଦିର ପ୍ରତିଷ୍ଠା ଦିନ ବନ୍ଦ ରହିବନି ଆଉଟଡୋର୍

ରାମ ମନ୍ଦିର ପ୍ରତିଷ୍ଠା ଦିନ ହସ୍ପିଟାଲ ବନ୍ଦ ରଖିବା ନିଷ୍ପତ୍ତି ବଦଳାଇଲା ଦିଲ୍ଲୀ ଏମ୍ସ। ଜାନୁଆରୀ 22 ଦିନ ହସ୍ପିଟାଲ ବନ୍ଦ ରହିବ ନାହିଁ। ଏନେଇ ଦିଲ୍ଲୀ ଏମ୍ସ ପକ୍ଷରୁ ପୁନଃ ଘୋଷଣା କରାଯାଇଛି। ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଅବସରରେ…

ଏକକ ନିର୍ବାଚନ: ପ୍ରତି ୧୫ ବର୍ଷରେ ବଦଳିବ ଇଭିଏମ୍‌, ଖର୍ଚ୍ଚ ହେବ ୧୦ ହଜାର କୋଟି

ଯଦି ଦେଶରେ ଏକ ସମୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ହୁଏ, ତା’ହେଲେ ପ୍ରତି ୧୫ ବର୍ଷରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ (ଇଭିଏମ୍)କୁ ବଦଳାଇବାକୁ ପଡ଼ିବ। ଆଉ ନୂଆ ଇଭିଏମ୍‌ କିଣିବା ପାଇଁ ପ୍ରାୟ ୧୦ ହଜାର କୋଟି ଟଙ୍କା ଆବଶ୍ୟକ ହେବ। ୱାନ୍…

ସ୍ତ୍ରୀକୁ ହତ୍ୟା କଲେ ଗୁଗଲ ଇଞ୍ଜିନିୟର

ଗୁଗଲ୍ ଜାଏଣ୍ଟରେ କାମ କରୁଥିବା ଦମ୍ପତିଙ୍କ ପାରିବାରିକ କଳହ ଉଗ୍ର ରୂପ ନେଇଛି। ଗୁଗଲ୍ ଇଞ୍ଜିନିଅର ଥିବା ସ୍ୱାମୀ ଲିରେନ ଚେନ୍ ତାଙ୍କ ପତ୍ନୀଙ୍କୁ ପିଟି ପିଟି ହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି। ମୃତ ମହିଳା ଜଣକ ମଧ୍ୟ ଗୁଗଲର ଟେକ୍ନୋଲୋଜି…