ବିମାନ ବାଥ୍‌ରୁମ୍‌ରେ ନାବାଳିକାଙ୍କ ଭିଡିଓ ଉଠାଉଥିବା କର୍ମଚାରୀ ଗିରଫ

ଭର୍ଜିନିଆ: ବିମାନ ବାଥ୍‌ରୁମ୍‌ରେ ଏକାଧିକ ନାବାଳିକାଙ୍କ ଭିଡିଓ ଉତ୍ତୋଳନ କରିଥିବା ଆମେରିକାନ୍‌ ଏୟାର୍‌ଲାଇନ୍‌ର ଜଣେ ଆଟେଣ୍ଡାଣ୍ଟ୍‌ଙ୍କୁ ଗୁରୁବାର ଦିନ ଭର୍ଜିନିଆରୁ ଫେଡେରାଲ୍‌ ଏଜେଣ୍ଟ୍‌ମାନେ ଗିରଫ କରିଥିବା କଥା ‘ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟ କରିଛି। ରିପୋର୍ଟରେ ଉଲ୍ଲେଖ ଅଛି, ଗତବର୍ଷ ସେପ୍ଟେମ୍ବର ମାସରେ…

ଜେରା କରିବାକୁ ହେମନ୍ତ ସୋରେନ୍‌ଙ୍କ ରାଞ୍ଚି ବାସଭବନରେ ପହଞ୍ଚିଲା ‘ଇଡି’ ଟିମ୍‌

ନୂଆଦିଲ୍ଲୀ: ‘ମନି ଲଣ୍ଡରିଂ’ ମାମଲାରେ ଜେରା କରିବା ଲାଗି ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ ଅଧିକାରୀମାନେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ରାଞ୍ଚିସ୍ଥିତ ବାସଭବନରେ ପହଞ୍ଚିଥିବା କଥା ‘ଏନ୍‌ଡିଟିଭି’ ରିପୋର୍ଟ କରିଛି। ସଦ୍ୟତମ ସୂଚନା ଅନୁସାରେ, ଏବେ ପ୍ରବର୍ତ୍ତନ ନିର୍ଦେଶାଳୟ ଟିମ୍‌ ମୁଖ୍ୟମନ୍ତ୍ରୀ…

ଓଡିଶା ସୀମାନ୍ତ ଛତିଶଗଡ଼ରେ ପୁଲିସର ବଡ ଅପରେସନ, ୩ ମାଓବାଦୀ ନିହତ

ରାୟପୁର: ଓଡିଶା ସୀମାନ୍ତ ଛତିଶଗଡ ବିଜାପୁରଠାରେ ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ପୁଲିସ ଗୁଳିରେ ୩ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ମୃତକ ମାଓବାଦୀଙ୍କ ମଧ୍ୟରେ ୨ ମହିଳା ରହିଛନ୍ତି । ଘଟଣାସ୍ଥଳରୁ ବନ୍ଧୁକ, ଔଷଧ,…

ପତ୍ନୀ ଥାଉ ଥାଉ ଅନ୍ୟତ୍ର ବିବାହ କଲେ ସାନିଆଙ୍କ ସ୍ବାମୀ

ନୂଆଦିଲ୍ଲୀ: ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୋଏବ୍‌ ମଲ୍ଲିକଙ୍କ ବୈବାହିକ ଜୀବନ ଶେଷରେ ଭିନ୍ନ ମୋଡ଼ ନେଇଛି। କାରଣ ଦ୍ବିତୀୟ ବିବାହ କରି ସାରିଛନ୍ତି ସାନିଆଙ୍କ ସ୍ବାମୀ ସୋଏବ। ସେ ପାକିସ୍ତାନୀ…

ମୁସଲମାନଙ୍କଠାରୁ ଯୋଜନାବଦ୍ଧ ଢଙ୍ଗରେ ଛଡ଼େଇ ନିଆଯାଇଛି ବାବ୍ରି ମସଜିଦ୍

କଲବୁର୍ଗି : ଜାନୁଆରୀ ୨୨ ରେ ଅଯୋଧ୍ୟାରେ ହେବାକୁ ଥିବା ବିବାହ ସମାରୋହ ପୂର୍ବରୁ ଅଲ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ (ଏଆଇଏମଆଇଏମ୍) ସଭାପତି ଅସଦୁଦ୍ଦିନ ଓୱେସି ଏକ ବଡ଼ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ମୁସଲମାନମାନଙ୍କୁ ଯୋଜନାବଦ୍ଧ ଢଙ୍ଗରେ…

ପ୍ରଥମ ଥର ପାଇଁ ଶନିବାର ଖୋଲିଲା ଷ୍ଟକବଜାର

ମୁମ୍ବାଇ : ଆସନ୍ତା ସୋମବାର (ଜାନୁଆରି ୨୨)ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହ ପାଇଁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ କାରବାର ବନ୍ଦ ରହିବ। ଅନ୍ୟପକ୍ଷରେ ଶନିବାର ( ଜାନୁଆରି ୨୦)ରେ ପ୍ରଥମ…

ପ୍ରାଣପ୍ରତିଷ୍ଠା ଦିନ ବନ୍ଦ ରହିବ ୨୦୦୦ ଟଙ୍କିଆ ନୋଟ ବଦଳ, ରିଜର୍ଭ ବ୍ୟାଙ୍କର ଘୋଷଣା

ମୁମ୍ବାଇ : ଆସନ୍ତା ସୋମବାର (ଜାନୁଆରି ୨୨)ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହ ପାଇଁ କେନ୍ଦ୍ର ସରକାର ଅଧାଦିନ ଛୁଟି ଘୋଷଣା କରିଛନ୍ତି। ଏହା ଫଳରେ ସେଦିନ ରିଜର୍ଭ ବ୍ୟାଙ୍କ ବି ଅଧାଦିନ ବନ୍ଦ ରହିବ। ଏହାକୁ…

ଇସ୍ରାଏଲର କ୍ଷେପଣାସ୍ତ୍ର ଆକ୍ରମଣରେ ଇରାନର ଚାରି ଜଣ ଅଧିକାରୀ ମୃତ

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟ ଦେଶଗୁଡିକ ମଧ୍ୟରେ ତିକ୍ତ ହେଉଛି ସମ୍ପର୍କ। ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ମଧ୍ୟରେ ମୁଣ୍ଡ ଟେକିଛି ଇରାନ। ଚାରି ଦିନ ତଳେ ଇରାନ ଇସ୍ରାଏଲ ଗୁପ୍ତଚର ମୁଖ୍ୟାଳୟ ଉପରେ ଟାର୍ଗେଟ କରିଥିବା ବେଳେ ଏବେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ…

ମିଆଁମାର୍‌ରୁ ଆସି ମିଜୋରାମରେ ଆଶ୍ରୟ ନେଇଛନ୍ତି ୬୦୦ ସୈନିକ

ମିଆଁମାର : ମିଆଁମାର୍‌ରେ ଦିନକୁ ଦିନ ବଢ଼ି ଚାଲିଛି ବିଦ୍ରୋହ। ଏଠାରେ ଜୁଣ୍ଟା-ଶାସନ ସହ ସେମାନଙ୍କ ଲଢ଼େଇ ଜାରି ରହିଛି। ଏହାରି ଭିତରେ ମିଆଁମାର୍‌ ସେନାର ଶହ ଶହ ସୈନିକ ଭାରତ ଆଡକୁ ପଳାୟନ କରିଛନ୍ତି। ଏନେଇ ମିଜୋରାମ ସରକାର କେନ୍ଦ୍ର…

ରାମଲଲାଙ୍କ ଭାଇରାଲ ଫଟୋକୁ ନେଇ ରାଗିଗଲେ ମୁଖ୍ୟ ପୂଜକ

ଅଯୋଧ୍ୟା : ଆଉ ଦିନକ ପରେ ଅଯୋଧ୍ୟାରେ ହେବ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା। ତେବେ ଏହା ପୂର୍ବରୁ ଭଗବାନ ରାମଙ୍କ ଫଟୋ ସୋଶାଲ ମିଡଆରେ ଜୋରେସୋର୍‌ରେ ଭାଇରାଲ ହେଉଛି। ଏହାକୁ ନେଇ ଏବେ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ମୁଖ୍ୟ ପୂଜକ…