ବନ୍ଦ ହେବ ଅନୁପ୍ରବେଶ, ମିଆଁମାର ସୀମାରେ ଲାଗିବ ତାରବାଡ଼
ବନ୍ଦ ହେବ ଅନୁପ୍ରବେଶ। ଆଉ ମିଆଁମାରରୁ ଭାରତକୁ ଆସିପାରିବେନି ଅନୁପ୍ରବେଶକାରୀ। ଭାରତ-ମିଆଁମାର ସୀମାରେ ଲାଗିବ ତାରବାଡ଼। ଆଜି ଏଭଳି କିଛି ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଦୁଇ ଦେଶ ମଧ୍ୟରେ ସହଜ ଗମନାଗମନକୁ ରୋକିବା ପାଇଁ ଏହି ପଦକ୍ଷେପ…
