ଦିଲ୍ଲୀ ସ୍ଥିତ ନୂଆ ଝାଟିମାଟି ବାଉଁଶ ବାସଭବନରେ ଗୃହପ୍ରବେଶ କଲେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ

ନୂଆଦିଲ୍ଲୀ : ଦିଲ୍ଲୀ ବାସଭବନର ଗୃହପ୍ରବେଶ କଲେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ସେ C 1/4, Humayun Road, Near Khan Market Metro Station, Gate no. 1, New Delhi – 110003 ସ୍ଥିତ ଝାଟିମାଟି ବାଉଁଶରେ…

ଆଉ ରହିବନି ଆଇପିସି, ସିଆରପିସି : ସଂସଦରେ ୩ ବିଲ ପାସ୍‌

ନୂଆଦିଲ୍ଲୀ : ବ୍ରିଟିଶ ଶାସନ ସମୟରୁ ପ୍ରଚଳିତ ଭାରତୀୟ ଅପରାଧିକ ଆଇନରେ ହୋଇଛି ପରିବର୍ତ୍ତନ। ଏଣିକି ଆଉ ରହିବନି ଆଇପିସି, ସିଆରପିସି ଓ ଆଇଇଏ। ଏବେ ଅପରାଧ ପାଇଁ ଭାରତୀୟ ନ୍ୟାୟ ସଂହିତା ବଳରେ ଦଣ୍ଡବିଧାନ କରାଯିବ। କାରଣ ରାଜ୍ୟସଭା ପରେ…

ରାହୁଲଙ୍କ ଭିଡିଓ ସୁଟ୍‌କୁ ଲଜ୍ଜାଜନକ ବୋଲି କହି ନିନ୍ଦା କଲେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର୍‌

ନୂଆଦିଲ୍ଲୀ : ମଙ୍ଗଳବାର ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀଙ୍କୁ ନିନ୍ଦା କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର୍‌। ଟିଏମ୍‌ସି ସାଂସଦ ସଂସଦ ବାହାରେ ତାଙ୍କର ମିମିକ୍ରି କରୁଥିବା କାରଣକୁ ନେଇ ସେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। କେବଳ କଲ୍ୟାଣ…

୪୫୦ ଟଙ୍କାରେ ଏଲପିଜି ସିଲିଣ୍ଡର ଦିଆଯିବାର ଯୋଜନା ନାହିଁ : କେନ୍ଦ୍ର

ନୂଆଦିଲ୍ଲୀ: ସଂସଦର ଚଳିତ ଶୀତକାଳୀନ ଅଧିବେଶନ ସମୟରେ ସରକାର ରାଜ୍ୟସଭାରେ କହିଥିଲେ ଯେ ରାଜସ୍ଥାନରେ ୪୫୦ ଟଙ୍କାରେ ଏଲପିଜି ସିଲିଣ୍ଡର ଦେବାକୁ ତାଙ୍କର କୌଣସି ଯୋଜନା ନାହିଁ। ଭାରତ ସରକାରଙ୍କ ତରଫରୁ ଏଭଳି କୌଣସି ଘୋଷଣା କରାଯାଇନାହିଁ । ରାଜ୍ୟସଭାରେ ପ୍ରଶ୍ନକାଳରେ…

ବିଷ ନୁହେଁ, ଦାଉଦ୍ ଡାକ୍ତରଖାନାରେ ଭର୍ତ୍ତି ହେବା ପଛର କାରଣ କହିଲେ ଭଣଜା

ନୂଆଦିଲ୍ଲୀ: ୧୯୯୩ ମୁମ୍ବାଇ ବିସ୍ଫୋରଣ ମାମଲାର ମାଷ୍ଟରମାଇଣ୍ଡ୍‌ ତଥା ଭାରତର ମୋଷ୍ଟ ୱାଣ୍ଟେଡ ଅପରାଧୀ ଦାଉଦ ଇବ୍ରାହିମ ଅସୁସ୍ଥ ହୋଇଛି। ତାକୁ କରାଚୀର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏପରିକି ତାକୁ ବିଷ ଦିଆଯାଇଛି ବୋଲି ଖବର ସାମାଜିକ ଗଣମାଧ୍ୟମରେ ସୋମବାର…

ରାଷ୍ଟ୍ରପତିଙ୍କ କ୍ଷୋଭ- ବିଶ୍ୱର ପ୍ରଥମ ୫୦ ଶିକ୍ଷାନୁଷ୍ଠାନରେ ନାହିଁ ଭାରତର ସ୍ଥାନ

ନୂଆଦିଲ୍ଲୀ : ‘ଭାରତ ବିଶ୍ୱର ସର୍ବ ପୁରାତନ ଜ୍ଞାନ, ପରମ୍ପରା ଓ ସଭ୍ୟତାର ଦେଶ। ମାତ୍ର ବିଶ୍ୱର ପ୍ରଥମ ୫୦ ଶିକ୍ଷା ଅନୁଷ୍ଠାନ ମଧ୍ୟରେ ଭାରତର ସ୍ଥାନ ନାହିଁ। ’ ଭାରତ ପରି ରାଷ୍ଟ୍ରର ଏପରି ସ୍ଥିତିକୁ ନେଇ ଗଭୀର କ୍ଷୋଭ…

ଜ୍ଞାନବ୍ୟାପୀ ମାମଲା: ମନ୍ଦିର ପୁନରୁଦ୍ଧାର କାର୍ଯ୍ୟ ସ୍ଥଗିତ ଆବେଦନ ଖାରଜ

ନୂଆଦିଲ୍ଲୀ : ଜ୍ଞାନବ୍ୟାପୀ ମସଜିଦ ମାମଲାରେ ମୁସଲିମ ପକ୍ଷକୁ ପୁଣି ଲାଗିଲା ଝଟକା। ହିନ୍ଦୁ ମନ୍ଦିରର ପୁନରୁଦ୍ଧାର ଏବଂ ପୂଜାପାଠ ଆବେଦନକୁ ଚ୍ୟାଲେଞ୍ଜ କରିଥିବା ଆବେଦନ ଖାରଜ। ଆଜି ଆହ୍ଲାବାଦ ହାଇକୋର୍ଟ ମୁସଲିମ ପକ୍ଷଙ୍କ ସମସ୍ତ ପାଞ୍ଚ ଆବେଦନକୁ ଖାରଜ କରି…

ଚୀନରେ ବଡ ଧରଣର ଭୂକମ୍ପ; ଶତାଧିକ ଲୋକ ମୃତ

ବେଜିଂ : ଚୀନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଲାଗିଥିବା ସୂଚନା ମିଳିଛି। ଏଥିରେ ୧୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଆଶଙ୍କା…

ମଧ୍ୟପ୍ରଦେଶ ବିଧାନସଭାରେ ନେହେରୁଙ୍କ ସ୍ଥାନରେ ଲାଗିଲା ଆମ୍ବେଦକରଙ୍କ ଫଟୋ

ଭୋପାଲ : ମଧ୍ୟପ୍ରଦେଶରେ ନିର୍ବାଚନ ସରିବା ପରେ ଗତକାଲିଠାରୁ 16ତମ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ଅଦିବେଶନ ଆରମ୍ଭରୁ ଗୃହରେ ଏକ ବିବାଦ ଦେଇଦେଇଛି। ଗୃହରେ ପୂର୍ବରୁ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବାହାରଲାଲ ନେବେହୁଙ୍କ ଫଟୋ ହଟାଇ ଡ.…

ଫେରିଲା କରୋନା: ଦିନକରେ ଚିହ୍ନଟ ହେଲେ ୧୪୨ ଆକ୍ରାନ୍ତ, ଜଣଙ୍କ ଜୀବନ ଗଲା

ନୂଆଦିଲ୍ଲୀ : ପୁଣିଥରେ କଡ଼ ଲେଉଟାଇବା ଆରମ୍ଭ କଲାଣି ମହାମାରୀ କରୋନା। ଶୀତର ପ୍ରକୋପ ବଢ଼ିବା ସହ କରୋନା ସଂକ୍ରମଣ ମଧ୍ୟ ତା’ର କାୟା ମେଲାଇବା ଆରମ୍ଭ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମୋଟ ୧୪୨ ଜଣ କରୋନା…