ଅନଲାଇନରେ ପାଣ୍ଠି ମାଗିବା ଅଭିଯାନ ଆରମ୍ଭ କଲା କଂଗ୍ରେସ
ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସକୁ ଏବେ ପାଣ୍ଠି ଚିନ୍ତା ଘାରିଛି। ଏଥିପାଇଁ ଦଳ ପକ୍ଷରୁ ଆଜି ଠାରୁ ବଧିବଦ୍ଧ ଭାବେ ପାଣ୍ଠି ସଂଗ୍ରହ ଆରମ୍ଭ କରାଯାଇଛି। ଦେଶ ପାଇଁ ଦାନ ଅଭିଯାନ ନାଁରେ କଂଗ୍ରେସ ଲୋକଙ୍କ ଠାରୁ ଟଙ୍କା ସଂଗ୍ରହ…
ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସକୁ ଏବେ ପାଣ୍ଠି ଚିନ୍ତା ଘାରିଛି। ଏଥିପାଇଁ ଦଳ ପକ୍ଷରୁ ଆଜି ଠାରୁ ବଧିବଦ୍ଧ ଭାବେ ପାଣ୍ଠି ସଂଗ୍ରହ ଆରମ୍ଭ କରାଯାଇଛି। ଦେଶ ପାଇଁ ଦାନ ଅଭିଯାନ ନାଁରେ କଂଗ୍ରେସ ଲୋକଙ୍କ ଠାରୁ ଟଙ୍କା ସଂଗ୍ରହ…
ସାଧାରଣ ଲୋକଙ୍କ ସୁରକ୍ଷାକୁ ଆଧାର କରି କେନ୍ଦ୍ର ସରକାର ଚାହିଁଲେ ଯେ କୌଣସି ଟେଲିକମ୍ୟୁନିକେସନ ନେଟୱର୍କକୁ ଅସ୍ଥାୟୀ ଭାବେ ନିଜ ନିୟନ୍ତ୍ରଣକୁ ନେଇ ପାରିବେ। ଜରୁରୀ ପରିସ୍ଥିତି ସମୟରେ ସରକାର ଏପରି କ୍ଷମତାର ଅଧିକାରୀ ହୋଇପାରିବେ। ଆଜି ଲୋକସଭାରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ…
କୋଲାକାତାର ଇଡେନ୍ ଗାଡେର୍ଣ୍ଣ ଷ୍ଟାଡିୟମରୁ ମିଳିଲା ଝୁଲନ୍ତା ମୃତଦେହ। ଜଣେ ଯୁବକ ଷ୍ଟାଡିୟମ୍ରେ ଭିତରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଷ୍ଟାଡିୟମର 'କେ' ବ୍ଲକରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହାକୁ ନେଇ ଏବେ ଚାରିଆଡେ ହଇଚଇ ସୃଷ୍ଟି ହୋଇଯାଇଛି।…
ଭାରତର ମୋଷ୍ଟ ଓ୍ୱାଣ୍ଟେଡ ଡନ୍ ଦାଉଦ ଇବ୍ରାହିମ ଅସୁସ୍ଥ। ତାଙ୍କୁ ବିଷ ଦିଆଯାଇଥିବା ନେଇ ଖବର ସାମ୍ନାକୁ ଆସିଛି। ଏପରିକି ତାଙ୍କୁ ପାକିସ୍ତାନ କରାଚୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କଥା ସୂଚନା ମିଳିଥିଲା। ତେବେ ଏହି ଖବର ମିଥ୍ୟା ବୋଲି ଜଣାପଡିଛି।…
ବହୁ ଚର୍ଚ୍ଚିତ ଉତ୍ତରପ୍ରଦେଶର ପ୍ରୟାଗ ରାଜ ଉମେଶ ପାଲ୍ ହତ୍ୟାକାଣ୍ଡ ମାମଲାର ଆଉ ଜଣେ ଅଭିଯୁକ୍ତର ମୃତ୍ୟୁ ହୋଇଛି। ଏହି ହତ୍ୟାକାଣ୍ଡ ମାମଲାରେ ସାମିଲ ଥିବା ନଫିସ ବିରିୟାନୀ ଜେଲ୍ ଭିତରେ ଆଖି ବୁଜିଛି। ସେ ମାଫିଆ ଅତିକ ଅହମ୍ମଦର ଅତି…
କୋର୍ଟରେ ଦାଖଲ ହେଲା ଜ୍ଞାନବ୍ୟାପୀ ମସଜିଦ ସର୍ଭେ ରିପୋର୍ଟ। ଏଏସଆଇ ଟିମ୍ ଆଜି ଉତ୍ତରପ୍ରଦେଶର ବାରଣାସୀ ଜିଲ୍ଲା କୋର୍ଟ ବିଚାରପତିଙ୍କ ନିକଟରେ ମସଜିଦ କମ୍ପ୍ଲେକ୍ସର ସର୍ଭେ ରିପୋର୍ଟ ଦାଖଲ କରିଛନ୍ତି। ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣର ସ୍ଥାୟୀ ପରାମର୍ଶଦାତା ଅମିତ ଶ୍ରୀବାସ୍ତବ ସର୍ଭେ ରିପୋର୍ଟକୁ ସିଲ୍ କରି ବିଚାରପତିଙ୍କୁ ହସ୍ତାନ୍ତର କରିଛନ୍ତି। ରିପୋର୍ଟକୁ ପୁଙ୍ଖାନୁପୁଙ୍ଖ…
ପ୍ରବଳ ବର୍ଷା। ଜୁଆଡେ ଦେଖିବ ସିଆଡେ କେବଳ ପାଣି ଆଉ ପାଣି। ତାମିଲନାଡୁରେ ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ରାସ୍ତାଘାଟ ଚାରିଆଡେ ବର୍ଷା ପାଣି ଲହଡି ଭାଙ୍ଗୁଛି। ଏକ ପ୍ରକାରର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛ। ତାମିଲନାଡୁର…
ଭୁବନେଶ୍ୱର : ଭୁବନେଶ୍ୱର ସିଆରପିଏଫ ଫ୍ଲାଏ ଓଭର ନିକଟରୁ ୬୬୦ ଗ୍ରାମ ବ୍ରାଉନସୁଗର ଜବତ । ଦୁଇ ଅଭିଯୁକ୍ତ ଗିରଫ । ଏକ ପିକଅପ ବୋଲେରୋରେ ଅଭିଯୁକ୍ତ ଆଜମେର ଖାଁ ଓ ଶେଖ ସାଦିରୁଦ୍ଦିନ ବ୍ରାଉନସୁଗର ଚାଲାଣ କରୁଥିଲେ । ମୁଖ୍ୟତଃ ଏମାନେ…
କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ ସହ ଲିଙ୍କ ରଖିଥିବା ୮ ଜଣଙ୍କୁ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ। କର୍ଣ୍ଣାଟକାର ବଲ୍ଲାରିରୁ ଏମାନଙ୍କୁ ଗିରଫ କରିଛନ୍ତି। ୮ ଆତଙ୍କୀଙ୍କ ଗିରଫଦାରୀ ସହ ଏନଆଇଏ ଗୋଟିଏ ବଡ଼ ଅଘଟଣକୁ ଟାଳି…
କର୍ଣ୍ଣାଟକର ଏକ ରେସିଡେନ୍ସିଆଲ ସ୍କୁଲରେ ପିଲାମାନଙ୍କୁ ଦଣ୍ଡ ସ୍ୱରୂପ ଟାଙ୍କି ସଫା କରିବା ଅଭିଯୋଗରେ ପ୍ରିନ୍ସପାଲଙ୍କ ସମେତ ଜଣେ ଶିକ୍ଷକ ଗିରଫ। ଏହି ସ୍କୁଲରେ କିଛି ଛାତ୍ର ସେଫ୍ଟି ଟାଙ୍କି ସଫା କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୂଚନା ଅନୁସାରେ, ପିଲାମାନେ…