ସଂସଦ ସୁରକ୍ଷା ତ୍ରୁଟି: ଭିଜିଟର୍ସ ପାସ୍ ଦେଇଥିବା ସାଂସଦଙ୍କୁ ଜେରା କରିବ ପୁଲିସ
ନୂଆଦିଲ୍ଲୀ : ଲୋକସଭା ସୁରକ୍ଷା ତ୍ରୁଟିକୁ ନେଇ ଉଠୁଛି ପଡୁଛି ଗୃହ। ବୁଧବାର ପରଠାରୁ ଏକପ୍ରକାର ଅଚଳ ହୋଇଯାଇଛି ଶୀତ ଅଧିବେଶନ। ଏହି ମାମଲାରେ ଭିଜିଟର୍ସ ପାସ୍ ଦେଇଥିବା ବିଜେପି ସାଂସଦଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସହ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ…
