ରାସନ ଦୁର୍ନୀତି ମାମଲାରେ ବନ୍ଧା ହେଲେ ମମତାଙ୍କ ମନ୍ତ୍ରୀ
ରାସନ ଦୁର୍ନୀତି ମାମଲାରେ ବନ୍ଧା ହେଲେ ଟିଏମ୍ସି ନେତା ତଥା ପଶ୍ଚିମବଙ୍ଗର ଜଙ୍ଗଲ ମନ୍ତ୍ରୀ ଜ୍ୟୋତିପ୍ରିୟା ମଲ୍ଲିକ। ଟିଏମ୍ସି ସରକାରରେ ଖାଦ୍ୟ ମନ୍ତ୍ରୀ ଥିବା ବେଳେ ଜ୍ୟୋତିପ୍ରିୟା ମଲ୍ଲିକଙ୍କ ନାମରେ ଦୁର୍ନୀତି ଅଭିଯୋଗ ହୋଇଥିଲା। ଗତକାଲି ଇଡି ଜ୍ୟୋତିପ୍ରିୟା ମଲ୍ଲିକଙ୍କ ଫ୍ଲାଟରେ…
