2023

ଇସ୍ରାଏଲରୁ ଭାରତ ଫେରିବା ପରେ ଅଭିନେତ୍ରୀ ବଖାଣିଲେ ଭୟାବହ ଅନୁଭୂତି

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ବଲିଉଡ ଅଭିନେତ୍ରୀ ନୁସରତ ଭରୁଚା ଇସ୍ରାଏଲରେ ଫସି ଯାଇଥିଲେ। ହାଇଫା ଚଳଚ୍ଚିତ୍ର ପୁରସ୍କାରରେ ଯୋଗଦେବା ପାଇଁ ନୁସରତ ଇସ୍ରାଏଲ ଯାଇଥିବା ବେଳେ ହଠାତ୍ ଯୁଦ୍ଧ ଆରମ୍ଭ ହେବାରୁ ସେ ସେଠାରେ ଫସିଯାଇଥିଲେ।…

କୂଅରେ ପଡ଼ି ଯାଇଥିବା ବିରାଡିକୁ ଉଦ୍ଧାର କରିବାକୁ ଯାଇ ଜଣେ ମୃତ; ୨ ଗୁରୁତର

ଭୁବନେଶ୍ୱର: କୂଅରେ ପଡିଯାଇଥିଲା ବିରାଡି । ବିରାଡିକୁ ଉଦ୍ଧାର କରିବାକୁ ଯାଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ହୋଇ ପଡିଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏମିତି ଘଟଣା ଘଟିଛି ବୁଧବାର ପଟିଆ ରେଲୱେ ଷ୍ଟେସନ…

ରାଜ ଠାକରେଙ୍କ ସମର୍ଥନରେ ବାହାରିଲେ କଂଗ୍ରେସ ନେତା

ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା ସଭାପତି ରାଜ ଠାକରେ ଟୋଲ ଟ୍ୟାକ୍ସକୁ ରାଜ୍ୟର ସବୁଠୁ ବଡ ‘ସ୍କାମ’ ବୋଲି କହିବା ସହ ଟୋଲ ଟ୍ୟାକ୍ସ ବ୍ୟବସ୍ଥା ନ ଉଠାଇଲେ ସେ ‘ଟୋଲ ବୁଥ ପୋଡି ଦେବେ’ ବୋଲି ଧମକ ଦେଇଥିଲେ ।…

ମଦ ପିଉଥିଲେ ବୋଲି ନିଶାନିବାରଣ କେନ୍ଦ୍ର ଛାଡିଥିଲି, ହେଲେ ମୋ ସ୍ୱାମୀଙ୍କୁ ମାରିଦେଲେ

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲ ଶବ ବ୍ୟବଚ୍ଛେଦ ଗୃହ ପରିସର । ଯେଉଁଠି ଜମିଥିଲା ଉତ୍ତେଜନା ସହ ପ୍ରବଳ ଲୋକ ଗହଳି । ସମସ୍ତଙ୍କ ମୁହଁରେ ଗୋଟିଏ କଥା ଆମକୁ ନ୍ୟାୟ ଦରକାର। ସେହି ହୋହାଲ୍ଲା ଭିତରେ ଜଣେ ମହିଳା କଇଁ…

ଅନଲାଇନରେ ଗେମ ‌ଖେଳି ରାତାରାତି କୋଟିପତି ହେଲେ ସବ-ଇନ୍ସପେକ୍ଟର

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୁଣେରେ ପୁଲିସ ସବ-ଇନ୍ସପେକ୍ଟର ରାତାରାତି କୋଟିପତି ହୋଇଯାଇଥିବାର ଏକ ଘଟଣା ସାମ୍ନାକୁ ଆସିଛି। ଏହି ଇନ୍ସପେକ୍ଟର ଜଣକ ଅନଲାଇନ ଗେମ ଡ୍ରିମ ‌ଇ‌ଲେଭେନ ମାଧ୍ୟମରେ ୧.୫କୋଟି ଟଙ୍କାର ପୁରସ୍କାର ରାଶି ଜିତିଛନ୍ତି। ସବ-ଇନ୍ସପେକ୍ଟର ଜଣକ ଫେଣ୍ଟାସି କ୍ରିକେଟ ଆପରେ…

ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ, ଡ୍ରାଇଭର ଓ କର୍ମଚାରୀ ଗୁରୁତର

ଘଟଗାଁ : ଘଟଗାଁ ଥାନା ପିପିଳିଆ ନିକଟରେ ଆଇରନ୍ ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଅତ୍ୟାଧୁନିକ ଓମବାଡିସି ଆମ୍ବୁଲାନ୍ସ । ଫଳରେ ଆମ୍ବୁଲାନ୍ସଟି ଚୁରମାର ହୋଇଯାଇଛି। ଆମ୍ବୁଲାନ୍ସ ଡ୍ରାଇଭର ଏବଂ ଅନ୍ୟ ଜଣେ କର୍ମଚାରୀ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…

ପଠାନ୍‌କୋଟ୍‌ ଆକ୍ରମଣର ମାଷ୍ଟରମାଇଣ୍ଡ ସାହିଦ୍‌କୁ ହତ୍ୟା

ଭାରତର ମୋଷ୍ଟ ଓ୍ୱାଣ୍ଟେଡ୍ ତଥା ପଠାନ୍‌କୋଟ୍‌ ଆକ୍ରମଣର ମାଷ୍ଟରମାଇଣ୍ଡ ସାହିଦ ଲତିଫକୁ ହତ୍ୟା। ପାକିସ୍ତାନର ସିଆଲ୍‌କୋଟ୍‌ରେ ଅଜ୍ଞାତ ଆକ୍ରମଣକାରୀମାନେ ସାହିଦକୁ ଗୁଳି କରି ହତ୍ୟା କରିଛନ୍ତି। ଏହି ହତ୍ୟା ପରେ ଆତଙ୍କବାଦୀ ସଙ୍ଗଠନ ଜୈଶ୍‌-ଏ-ମହମ୍ମଦକୁ ଏକ ବଡ଼ ଝଟ୍‌କା ଲାଗିଛି। ୪୧…

ଗାଧୋଇବା ବେଳେ ବ୍ରହ୍ମଣୀରେ ବୁଲିଗଲେ ଦୁଇ ସାଙ୍ଗ

ଯାଜପୁର: ଅନ୍ତରଙ୍ଗ ବନ୍ଧୁ ଥିଲେ । ଏକାଠି ବୁଲୁଥିଲେ, ଏକାଠି ଯାଉଥିଲେ । ଏକାଠି ଶେଷଯାତ୍ରା ବି କଲେ । ଧର୍ମଶାଳା ଗୋକର୍ଣ୍ଣେଶ୍ୱର ନିକଟ ବ୍ରାହ୍ମଣୀ ନଦୀରେ ଏକାଠି ଗାଧଉଥିଲେ । ହାତ ଧରାଧରି ହୋଇ ବ୍ରାହ୍ମଣୀ ଗର୍ଭରେ ସଲିଳ ସମାଧି…

ଇସ୍ତଫା ଦେଲ ଏକମାତ୍ର ମହିଳା ମନ୍ତ୍ରୀ ଚନ୍ଦିରା ପ୍ରିୟଙ୍କା

ଇସ୍ତଫା ଦେଲ ଏକମାତ୍ର ମହିଳା ମନ୍ତ୍ରୀ। ଜାତିଗତ ଓ ଲିଙ୍ଗଗତ ଭେଦଭାବରେ ଅତିଷ୍ଟ ହୋଇ ଇସ୍ତଫା ଦେଲ ପୁଡୁଚେରୀର ଏକମାତ୍ର ମହିଳା ବିଧାୟିକା ତଥା କ୍ୟାବିନେଟ୍‌ ମନ୍ତ୍ରୀ ଚନ୍ଦିରା ପ୍ରିୟଙ୍କା। ସେ ମଙ୍ଗଳବାର ଦିନ ଲିଙ୍ଗଗତ ଓ ଜାତିଗତ ପକ୍ଷପାତିତା ତଥା…

‘ଗୁଲୁ ପାପା’କୁ ନିଆରା ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଖବର କାଗଜର ପ୍ରଥମ ପୃଷ୍ଠାରେ ପ୍ରକାଶିତ ବିଜ୍ଞାପନଟିଏ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ବିଜ୍ଞାପନଟି ଥିଲା ଏକ ଶ୍ରଦ୍ଧାଞ୍ଜଳି । ସାଧାରଣତଃ ଖବରକାଗଜର ପ୍ରଥମ ପୃଷ୍ଠାରେ ଶ୍ରଦ୍ଧାଞ୍ଜଳି ଖୁବ କମ ଦେଖିବାକୁ ମିଳିଥାଏ । ହେଲେ ଏ ଶ୍ରଦ୍ଧାଞ୍ଜଳି…