ସିକିମ୍ ମୃତ୍ୟୁ ସଂଖ୍ୟା ୬୮, ପଶ୍ଚିମବଙ୍ଗରୁ ସର୍ବାଧିକ ମୃତଦେହ ଉଦ୍ଧାର
ଗାଙ୍ଗଟକ୍: ସିକିମ୍ ଜଳ ପ୍ରଳୟର ଧ୍ବଂସାବଶେଷ ତଳୁ ମୃତଦେହ ସନ୍ଧାନ ଓ ଉଦ୍ଧାର ଅଭିଯାନ ଚତୁର୍ଥ ଦିନରେ ପହଞ୍ଚିଛି। ଏଥିସହ ମୃତ୍ୟୁ ସଂଖ୍ୟା ୬୮ ଛୁଇଁଛି। ସିକିମ୍ରୁ ୨୬ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ତିସ୍ତା ନଦୀ ଅବବାହିକାର ପଶ୍ଚିମବଙ୍ଗ ଏବଂ…
