2023

ବ୍ୟାଙ୍କକୁ ଯିବାବେଳେ ବାଟରୁ ବ୍ରାଞ୍ଚ ମ୍ୟାନେଜର ନିଖୋଜ

ବାଙ୍କି : କୁଆଡେ ଗଲେ ବ୍ୟାଙ୍କ ମ୍ୟାନେଜର… ଦୁଇ ଦିନ ଛୁଟି ସାରି ଆସୁଥିଲେ ବ୍ୟାଙ୍କ କିନ୍ତୁ ବାଟରେ ହୋଇଗଲେ ଉଭାନ । କୁଆଡେ ଗଲେ କେଉଁଠାକୁ ଗଲେ କିଛିର ବି ଖୋଜ ଖବର ମିଳୁନି ଏଯାଏଁ । ବ୍ୟସ୍ତ ହୋଇ…

ସୁନ୍ଦରଗଡରେ ପୁଣି ୧୪ ନୂଆ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ୨୪୪କୁ ବୃଦ୍ଧି

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଳାର ପିଛା ଛାଡୁନି ସ୍କ୍ରବ୍ ଟାଇଫସ୍ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି । କମିବାର ନାଁ ଧରୁନି । ପୁଣି ୧୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ଜିଲ୍ଲାରେ ମୋଟ୍…

ପାକ୍‌ ଯୁବତୀଙ୍କୁ ପୁଲିସ୍‌ର ହସ୍ତାନ୍ତର କରାଇଲେ ଯୁବକ

ମୋରଦାବାଦ୍‌: ପାକିସ୍ତାନରୁ ଆସିଥିବା ଜଣେ ୧୭ ବର୍ଷୀୟା ବାଳିକାଙ୍କୁ ନିଖିଲ ଶର୍ମା ନାମକ ଜଣେ ଯୁବକ ମୋରଦାବାଦ ରେଳ ପୁଲିସକୁ ହସ୍ତାନ୍ତର କରିଥିବା ଖବର ହସ୍ତଗତ ହୋଇଛି। ଏବେ ଏହି ଘଟଣାକୁ ନେଇ ଚାରିଆଡ଼େ ଚର୍ଚ୍ଚା ‌ଖେଳିଯାଇଛି। ଶର୍ମା କହିଛନ୍ତି ଯେ…

ଟଙ୍କା ନ ଦେବାରୁ ସାଙ୍ଗକୁ ମାରିଦେଲେ ସାଙ୍ଗ

ରାଉରକେଲା: ଟଙ୍କା ନ ଦେବାରୁ ସାଙ୍ଗକୁ ମାରିଦେଲେ ସାଙ୍ଗ। ରାଉରକେଲା ଟାଙ୍ଗରପାଲି ହେକେଟ ରୋଡ଼ର କଚଡା ପୁଲିଆ ନିକଟରୁ ଛାତ୍ରର ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ର ଜଣକ ବାଲୁଘାଟର ରୁଦ୍ର ପାଢୀ। ସେ ଏକ ଘରୋଇ ଇଂରାଜୀ ମିଡିୟମ ସ୍କୁଲରେ…

ଆଇଆଇଟି ଭୁବନେଶ୍ବର କ୍ଯାମ୍ପସରେ ଇ-ରିକ୍ସା ସେବାର ଶୁଭାରମ୍ଭ

ଭୁବନେଶ୍ୱର: ପରିବେଶ ଅନୁକୂଳ ପରିବହନକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ସୋମବାର ଅନ୍ କ୍ୟାମ୍ପସ ଇଲେକ୍ଟ୍ରିକ୍ ରିକ୍ସା ସେବାର ଶୁଭାରମ୍ଭ କରାଯାଇଛି। ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କରମଲକର ଅନ୍ୟ ଅତିଥିମାନଙ୍କ ଉପସ୍ଥିତିରେ ଏହି ସେବାକୁ ପତାକା…

ଏସୀୟ କ୍ରୀଡା: ପୁରୁଷ ହକି ଗ୍ରୁପ ପର୍ଯ୍ୟାୟରେ ସିଙ୍ଗାପୁରକୁ ହରାଇଲା ଭାରତ

୧୯ତମ ଏସୀୟ କ୍ରୀଡ଼ାରେ ଭାରତୀୟ ପ୍ରତିଯୋଗୀଙ୍କ ପ୍ରଦର୍ଶନ ଜାରି। ଗତକାଲି ଦୁଇଟି ଗୋଲ୍ଡ ହାସଲ କରିଥିବା ବେଳେ ଆଜି ପୁରୁଷ ହକି ଗ୍ରୁପ ପର୍ଯ୍ୟାୟର ଦ୍ୱିତୀୟ ମୁକାବିଲାରେ ସିଙ୍ଗାପୁରକୁ ହରାଇଛନ୍ତି ଭାରତୀୟ ଟିମ୍। ଅଧିନାୟକ ହରମନପ୍ରୀତ ସିଂହ ୪ ଓ ମନଦୀପ…

ହାଇକୋର୍ଟ ବିଚାରପତିଙ୍କୁ ସାଂସଦ ଅନୁଭବ ମହାନ୍ତିଙ୍କ ଚିଠି

କଟକ : ହାଇକୋର୍ଟ ବିଚାରପତିଙ୍କୁ ସାଂସଦ ଅନୁଭବ ମହାନ୍ତିଙ୍କ ଚିଠି । ଗତ ଜୁଲାଇ ୧୨ ତାରିଖରେ ଏହି ଚିଠି ଲେଖିଥିଲେ । ଯେଉଁଥିରେ କଟକ ଫ୍ୟାମିଲି କୋର୍ଟ ବିଚାରପତିଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଅନୁଭବ ମହାନ୍ତି । ବିଚାର ପ୍ରକ୍ରିୟାରେ…

ମଣିପୁରରେ ପୁଣି ଅମାନୁଷିକ କାଣ୍ଡ, ଜୁଲାଇରୁ ନିଖୋଜ ଥିବା ଦୁଇ ଛାତ୍ରଙ୍କୁ ହତ୍ୟା

ମଣିପୁରରେ ଥମୁନି ହିଂସା। ନିକଟରେ ଛୁଟିରେ ଆସିଥିବା ଜଣେ ସେନା କର୍ମଚାରୀଙ୍କୁ ଘରୁ ଉଠାଇ ନେଇ ହତ୍ୟା କରାଯାଇ ଥିବାବେଳେ ପୁଣି ଦୁଇ ଛାତ୍ରଙ୍କ ମୃତଦେହ ମିଳିଛି। ଏ ଦୁଇ ଛାତ୍ର ମଧ୍ୟ ନିଖୋଜ ଥିଲେ। ସେମାନଙ୍କୁ ଜୁଲାଇ 6ରେ ଅପହରଣ…

ଦଳ ବିରୋଧୀ କାର୍ଯ୍ୟ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ବିଜେଡି

ଭୁବନେଶ୍ୱର: ବିଜୁ ଛାତ୍ର ଜନତା ଦଳର ଜଣେ ଅଫିସ କର୍ମଚାରୀ ଏବଂ ଆଉ ଜଣେ ବିଜୁ ଯୁବ ଜନତା ଦଳରୁ ବହିଷ୍କୃତ ହୋଇଛନ୍ତି। ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ରବୀନ୍ଦ୍ର ପ୍ରଧାନଙ୍କୁ ଦଳ ବିରୋଧୀ କାମ ପାଇଁ…

କାନାଡାରେ ଭାରତୀୟ ଦୂତାବାସ ସମ୍ମୁଖରେ ବିରୋଧ ପ୍ରଦର୍ଶନ ଆହ୍ୱାନ, ସୁରକ୍ଷା କଡ଼ାକଡ଼ି

ଭାରତ ଓ କାନାଡା ସମ୍ପର୍କରେ ଦେଖାଦେଇଥିବା ତିକ୍ତତା କମିବା ନାଁ ଧରୁନି। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜାର ହତ୍ୟାକାଣ୍ଡକୁ ନେଇ ଉଭୟ ଦେଶ ସମ୍ପର୍କ ବିଗିଡ଼ିଥିବା ବେଳେ ଖଲିସ୍ତାନୀ ସଂଘ ସିଖ ଫର୍‌ ଜଷ୍ଟିସ୍‌ (SFJ) ପକ୍ଷରୁ କାନାଡାର ପ୍ରମୁଖ…