2023

ଭାରତକୁ ଭାଗ ଭାଗ କରିବାକୁ ଯୋଜନା କରୁଛି ପଳାତକ ଖଲିସ୍ଥାନୀ ଆତଙ୍କବାଦୀ ଗୁରୁପତ୍ତୱନ୍ତ ସିଂହ ପନ୍ନୁନ

ଭାରତକୁ ଭାଗ ଭାଗ କରିବାକୁ ଯୋଜନା କରୁଛି ପଳାତକ ଖଲିସ୍ଥାନୀ ଆତଙ୍କବାଦୀ ଗୁରୁପତ୍ତୱନ୍ତ ସିଂହ ପନ୍ନୁନ। କାଶ୍ମୀରକୁ ଭାରତରୁ ଅଲଗା କରି ଗଢିବ ଡେମୋକ୍ରାଟିକ ରିପବ୍ଲିକ ଅଫ ଉର୍ଦ୍ଦୁଇସ୍ତାନ। ଏଥିପାଇଁ କାଶ୍ମୀର ବାସିନ୍ଦାଙ୍କୁ ମତାଉଛି। ଶିଖ ଫର ଜଷ୍ଟିସ ସଂଗଠନ ମାଧ୍ୟମରେ…

ସେପ୍ଟେମ୍ବର ୨୬ରୁ ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା ପାଇଁ ଅନଲାଇନ୍‌ରେ ପ୍ରମାଣପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ

ଭୁବେନଶ୍ୱର: ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୩-୨୪ ବ୍ୟାଚରେ ନାମଲେଖା ପାଇଁ ଅନଲାଇନ ମାଧ୍ୟମରେ ସାଟିର୍ଫେିକଟ ଓ ଆବଶ୍ୟକ ବିଭିନ୍ନ ପ୍ରମାଣପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଅନଲାଇନ ଜରିଆରେ ଏହି ପ୍ରମାଣପତ୍ର ଦାଖଲ…

ବିଜେପି ସହ ସମ୍ପର୍କ ତୁଟାଇଲା AIADMK

ବିବାଦୀୟ ବୟାନକୁ କେନ୍ଦ୍ର କରି ବିଜେପି ସହ ସମ୍ପର୍କ ତୁଟାଇଛି AIADMK। ଏହାସହିତ ଏନଡିଏ ମେଣ୍ଟରୁ ମଧ୍ୟ ଓହରି ଯାଇଛି AIADMK। ୨୦୨୪ ନିର୍ବାଚନରେ AIADMK ନିଜେ ମେଣ୍ଟ କରି ଲଢିବ। ତାମିଲନାଡୁ ସ୍ଥିତ AIADMK ମୁଖ୍ୟାଳୟରେ ଜିଲ୍ଲା ସମ୍ପାଦକ ଓ…

ସଚିବଙ୍କ ଜିଲ୍ଲା ଗସ୍ତରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି : ମୋହନ ମାଝୀ

ଭୁବନେଶ୍ବର: ଗୃହ ବାହାରେ ବିରୋଧୀଦଳ ମୂଖ୍ୟ ସଚେତକ ମୋହନ ଚରଣ ମାଝୀ ସୋମବାର କହିଛନ୍ତି ସଚିବଙ୍କ ଜିଲ୍ଲା ଗସ୍ତରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏ ସଂକ୍ରାନ୍ତରେ ବିଜେପି ସଦସ୍ୟମାନେ ପ୍ରଶ୍ନ ପଚାରିଥିବା ବେଳେ ରିଜେକ୍ଟ କରାଯାଇଛି। ମୁଲତବି ପ୍ରସ୍ତାବ…

ରାଜ୍ୟରେ ଗୁମାସ୍ତା ଶାସନ ଚାଲିଛି: ନରସିଂହ ମିଶ୍ର

ଭୁବନେଶ୍ବର: ରାଜ୍ୟରେ ଗୁମାସ୍ତା ଶାସନ ଚାଲିଛି। ଗଣତନ୍ତ୍ର କୁ ହତ୍ୟା କରାଯାଉଛି। ବିଧାନସଭାର ଆବଶ୍ୟକତା ନାହିଁ। ମୁଲତବୀ ପ୍ରସ୍ତାବକୁ ଗ୍ରହଣ କରାଯାଉନାହିଁ। ପ୍ରଶ୍ନର ଉତ୍ତର ମିଳୁନି। ମତେ କହିବାର ସୁଯୋଗ ଦିଆଗଲା ନାହିଁ। ମାଇକକୁ ବନ୍ଦ କରିଦିଆଗଲା। ଏଭଳି ଅଭିଯୋଗ ଆଣିଛନ୍ତି…

ଜେଲକୁ ନେବା ବାଟରେ ପୋଲିସ ହେପାଜତରୁ ଅଭିଯୁକ୍ତ ଚମ୍ପଟ

ଦେବଗଡ଼: ପୋଲିସ ହେପାଜତରୁ ଅଭିଯୁକ୍ତ ଚମ୍ପଟ । ଜେଲକୁ ନେବା ବାଟରେ ଚମ୍ପଟ ମାରିଛି । ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ପୋଲିସକୁ ଚକମା ଦେଇ ଫେରାର୍ ହୋଇଛି ଅଭିଯୁକ୍ତ । ଚମ୍ପଟ ମାରିଥିବା ଅଭିଯୁକ୍ତ ହେଉଛି ସୁମନ ବେହେରା ଓ ଘର…

ସାରା ରାଜ୍ୟର ଆଶାକର୍ମୀ ରାଜଧାନୀରେ ଏକାଠି ଗର୍ଜିଲେ

ଭୁବେନଶ୍ୱର: ପୁଣି ରାସ୍ତାକୁ ଓହ୍ଲାଇଲେ ଆଶାକର୍ମୀ। ସ୍ଥାୟୀ ନିଯୁକ୍ତି ଦାବି ଗର୍ଜିଲେ । ଲୋୟର ପିଏମ୍‌ଜିରେ ହଜାର ହଜାର ଆଶାକର୍ମୀ ନିଜର ଦାବି ନେଇ ଧାରଣା ଦେଲେ। ଆଜି ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀ ଛାତିରେ । ସ୍ଥାୟୀ ନିଯୁକ୍ତି…

ବିଭିନ୍ନ ସ୍ଥାନକୁ ଯାଇ ଅଭିଯୋଗ ଗ୍ରହଣ କରି ସମାଧାନ ଲାଗି ସିଏମଓର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିଧାନସଭାରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ମୋ ସରକାର ଲୋକଙ୍କ ସରକାର। କେଭିଡ ହେତୁ ୨ ବର୍ଷ ହେଲା ବନ୍ଦ ଥିଲା ସିଏମଓ ଅଭିଯୋଗ ପ୍ରକୋଷ୍ଠ। ସେଥିପାଇଁ ସିଏମଓର ଅଧିକାରୀଙ୍କୁ ବିଭିନ୍ନ ସ୍ଥାନକୁ ଯାଇ ଅଭିଯୋଗ…

ଏକ୍ସପାରି ସାଲାଇନ୍ ଦେବା ପ୍ରତିବାଦରେ ସ୍ୱାସ୍ଥ୍ୟକେନ୍ଦ୍ରରେ ମୁହାଁମୁହିଁ

ନିଆଳି : ମହୀଧରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଏକ୍ସପାରି ସାଲାଇନ୍ ଦେବା ପ୍ରତିବାଦରେ ରୋଗୀ ଅଭିଭାବକ ଓ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ ହୋଇଛନ୍ତି ମୁହାଁମୁହିଁ । ବିଳମ୍ବିତ ରାତିରେ ନଗରୀ ଗ୍ରାମର ଆଲୋକ ଗଜେନ୍ଦ୍ର ନିଜ ପୁଅକୁ ଦେହ ଖରାପ…

ଗ୍ୟାଙ୍ଗଷ୍ଟର ମାମଲାରେ ମୁଖତାର ଅନସାରୀଙ୍କୁ ମିଳିଲା ଜାମିନ

ଗ୍ୟାଙ୍ଗଷ୍ଟର ମାମଲାରେ ମୁଖତାର ଅନସାରୀଙ୍କୁ ଜାମିନ ମିଳିଛି । ଟ୍ରାଏଲ କୋର୍ଟରୁ ମିଳିଥିବା ୧୦ ବର୍ଷ କାରାଦଣ୍ଡାଦେଶ ଉପରେ ନିଷ୍ପତ୍ତି ଶୁଣାଇଛନ୍ତି ଆଲାହାବାଦ ହାଇକୋର୍ଟ । ହାଇକୋର୍ଟ ତାଙ୍କ ଜାମିନ ଆବେଦନକୁ ମଞ୍ଜୁର ଦେଇଛନ୍ତି । ଏହାସହିତ ୫ ଲକ୍ଷ ଟଙ୍କାର…