2023

ଆଜିଠାରୁ ଏସୀୟ କ୍ରୀଡ଼ା ମହାକୁମ୍ଭ

ନୂଆଦିଲ୍ଲୀ: ବିଶ୍ବର ଅନ୍ୟତମ ସର୍ବବୃହତ କ୍ରୀଡ଼ା ମହାକୁମ୍ଭ ଏସୀୟ କ୍ରୀଡ଼ାର ୧୯ତମ ସଂସ୍କରଣର ଉଦ୍‌ଘାଟନୀ ଉତ୍ସବ ବିଧିବଦ୍ଧ ଭାବେ ଚୀନର ହ୍ବାଙ୍ଗଝୋରେ ଶନିବାର ସନ୍ଧ୍ୟାରେ ଆୟୋଜିତ ହେବ। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଉକ୍ତ ପ୍ରତିଯୋଗିତା ଉଦ୍‌ଘାଟିତ ହେବ। ଅକ୍ଟୋବର ୮…

ଅକ୍ଟୋବରରେ ମୁକ୍ତିଲାଭ କରିବ ପାଟଣାଗଡ଼ ପାର୍ସଲ ବୋମା ଘଟଣା ଉପରେ ଆଧାରିତ ସମ୍ବଲପୁରୀ ଚଳଚ୍ଚିତ୍ର ‘ମାଇଣ୍ଡ ଗେମ’

ସମ୍ବଲପୁର: ସାରା ରାଜ୍ୟରେ ୨୦୧୮ ମସିହାରେ ଚହଳ ସୃଷ୍ଟି କରିଥିବା ପାଟଣାଗଡ଼ ପାର୍ସଲ ବେମା ଘଟଣା ଉପରେ ପର୍ଯ୍ୟବେଷିତ ବହୁଭାଷୀ ଚଳଚ୍ଚିତ୍ର ‘ମାଇଣ୍ଡ ଗେମ’ ଆସନ୍ତା ଅକ୍ଟୋବରରେ ମୁକ୍ତିଲାଭ କରିବାକୁ ଯାଉଛି। ଏ ସମ୍ପର୍କରେ ସମ୍ବଲପୁରର ଅଇଁଠାପାଲି ସ୍ଥିତ ହୋଟେଲ ଡଲଫିନ…

କାନାଡା-ଭାରତ ବିବାଦକୁ ‘ହାତୀ ସହିତ ପିମ୍ପୁଡି’ର ଲଢ଼େଇ ସଙ୍ଗେ ତୁଳନା କଲେ ପୂର୍ବତନ ପେଣ୍ଟାଗନ୍‌ ଅଧିକାରୀ

ଭାରତ-କାନାଡା ବିବାଦରେ ଭାରତ ଅପେକ୍ଷା କାନାଡା ପ୍ରତି ଅଧିକ ବିପଦ ଅଛି ଏବଂ ଏହା ହାତୀ ସହିତ ଲଢ଼େଇ କରିବା ଲାଗି ପିମ୍ପୁଡ଼ିର ଆହ୍ବାନ ଭଳି ମନେ‌ ହେଉଛି ବୋଲି ପେଣ୍ଟାଗନ୍‌ର ପୂର୍ବତନ କର୍ମଚାରୀ ତଥା ‘ଆମେରିକାନ୍‌ ଏଣ୍ଟର୍‌ପ୍ରାଇଜ୍‌ ଇନ୍‌ଷ୍ଟିଚ୍ୟୁଟ୍‌’ର ବରିଷ୍ଠ…

ସନ୍ଧ୍ୟା ବେଳିଆ ଷ୍ଟ୍ରିଟ ଫୁଡ଼ ଉପରେ ଜୋରଦାର ଚଢ଼ାଉ

କଟକ: କଟକ ଗୌରୀଶଙ୍କର ପାର୍କ ଅଞ୍ଚଳରେ ପାର୍ବଣ ପୂର୍ବରୁ ଆକ୍ସନ ମୁଡ଼ରେ ସିଏମସି । ସନ୍ଧ୍ୟା ବେଳିଆ ଷ୍ଟ୍ରିଟ ଫୁଡ଼ ଉପରେ ଜୋରଦାର ଚଢ଼ାଉ। ଖାଦ୍ୟର ମାନ ଓ ଫୁଡ଼ ଲାଇସେନ୍ସ ତଦାରଖ କଲା ସିଏମସି ସ୍ୱାସ୍ଥ୍ୟ ବିଭାଗ। କଟକର ଗୌରୀ…

ଯୁଦ୍ଧ ପ୍ରସ୍ତୁତି କରୁଛି ଚୀନ୍‌: ଆମେରିକା ରାଷ୍ଟ୍ରପତି ଆଶାୟୀ ନିକ୍କି ହେଲି

ୱାସିଂଟନ୍‌: ଆମେରିକା ଓ ବିଶ୍ବ ପ୍ରତି ଚୀନ୍‌କୁ ଜୀବନ୍ତ ବିପଦ କହି ଭାରତୀୟ-ଆମେରିକୀୟ ତଥା ‘ରିପବ୍ଲିକାନ୍‌ ପାର୍ଟି’ର ରାଷ୍ଟ୍ରପତି ଆଶାୟୀ ନିକ୍କି ହେଲି ଦାବି କରିଛନ୍ତି ଯେ, ବେଜିଙ୍ଗ୍‌ ଯୁଦ୍ଧ କରିବା ଲାଗି ପ୍ରସ୍ତୁତି ଚଳାଇଛି। ଶୁକ୍ରବାର ଦିନ ଷ୍ଟେଟ୍‌ ଅଫ୍‌…

ସୁନ୍ଦରଗଡ଼ରେ ପୁଣି ୧୦ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ, ମୋଟ୍ ସଂଖ୍ୟା ୨୨୧କୁ ବୃଦ୍ଧି

ସୁନ୍ଦରଗଡ଼ : ସୁନ୍ଦରଗଡରେ ଥମୁନି ସ୍କ୍ରବ୍ ଟାଇଫସ୍ ଆତଙ୍କ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି । ଗତକାଲି ୫ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ୧୦ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ ହୋଇଛନ୍ତି ।…

ଆତଙ୍କବାଦ ବନ୍ଦ କର, ପାକ୍‌ ଅଧିକୃତ କଶ୍ମୀର ଛାଡ଼: ଭାରତ

ନୂଆଦିଲ୍ଲୀ: ସୀମାପାରି ଆତଙ୍କବାଦ ବନ୍ଦ କର, ନିଜ ଦେଶରେ ଥିବା ଆତଙ୍କବାଦ ଭିତ୍ତିଭୂମି ହଟାଅ ଓ ବେଆଇ ଭାବେ ଦଖଲ କରିଥିବା ଭାରତୀୟ ଅଞ୍ଚଳ ଖାଲି କର ବୋଲି ଶୁକ୍ରବାର ଦିନ ଜାତିସଂଘରେ ଭାରତ ପାକିସ୍ତାନକୁ କଡ଼ା ଭାଷାରେ କହିଥିବା କଥା…

୨୪ରୁ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ

ସମ୍ବଲପୁର: ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପୁରୀ – ରାଉରକେଲା – ପୁରୀ ମଧ୍ୟରେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ ହେବ। ଏ ସମ୍ପର୍କରେ ରେଳବାଇ ପକ୍ଷରୁ ଜାରି ସୂଚନାନୁଯାୟୀ, ପାର୍ବଣ ଅବସରରେ ଓଡ଼ିଶା…

ସିଂଘମ୍‌ ପରି ସିନେମା ଅତ୍ୟନ୍ତ କ୍ଷତିକାରକ ବାର୍ତ୍ତା ପ୍ରସାରଣ କରନ୍ତି: ବମ୍ବେ ହାଇକୋର୍ଟ ବିଚାରପତି

ମୁମ୍ବାଇ: ଆଇନ ବ୍ୟବସ୍ଥା ପ୍ରତି ଧ୍ୟାନ ନ ଦେଇ ତୁରନ୍ତ ନ୍ୟାୟ ଦେଉଥିବା ‘ହିରୋ ପୁଲିସ’ ଚରିତ୍ର ପ୍ରଦର୍ଶନ କରୁଥିବା ‘ସିଂଘମ୍‌’ ପରି ସିନେମା ସବୁ ଅତ୍ୟନ୍ତ କ୍ଷତିକାରକ ବାର୍ତ୍ତା ପ୍ରସାରଣ କରୁଛନ୍ତି ବୋଲି ଶୁକ୍ରବାର ଦିନ ବମ୍ବେ ହାଇକୋର୍ଟର ବିଚାରପତି…

ଘର ଆଗରେ ଲହଡି ମାରୁଛି ପାଣି, ତୁରନ୍ତ ସମାଧାନ ପାଇଁ ଦାବି

ଚାନ୍ଦବାଲି: ଘର ଆଗରେ ଲହଡି ମାରୁଛି ଆଣ୍ଠୁଏ ଉଚ୍ଚର ପାଣି । ଘରୁ ବାହାରକୁ ବାହାରିଲେ ପାଣିରେ ପଶି ଆସିବାକୁ ପଡୁଛି । ଗାଁ ରାସ୍ତାରେ ବି ଲହଡି ମାରୁଛି ପାଣି । ଏମିତିକି ଗାଁକୁ ଚାରିପାଖରୁ ଘେରି ରହିଛି ପାଣି…