2023

ପ୍ରଶ୍ନ କରିବାରୁ ମହିଳା ସାମ୍ବାଦିକଙ୍କ ମୁହଁକୁ ଛେପ ପକାଇଲେ ଶରିଫଙ୍କ ଡ୍ରାଇଭର

ସାମ୍ନାକୁ ଆସିଛି ବିଚଳିତ କରିବା ଭଳି ଭିଡିଓ। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଉପସ୍ଥିତିରେ ତାଙ୍କ କାର୍‌ର ଡ୍ରାଇଭର ଘଟାଇଛନ୍ତି ଅଭାବନୀୟ କାଣ୍ଡ। ଲଣ୍ଡନର ହାୟଡେ ପାର୍କ ନିକଟରେ ଶରିଫଙ୍କୁ ପ୍ରଶ୍ନ କରିବାରୁ ତାଙ୍କ ଡ୍ରାଇଭର ଜଣେ ମହିଳା ସାମ୍ବାଦିକଙ୍କ…

ପତ୍ନୀ ଓ ଦୁଇ ପିଲାଙ୍କ ମୃତ୍ୟୁ ଘଟଣାରେ ନୂଆ ଟ୍ବିଷ୍ଟ

ହିଞ୍ଜିଳିକାଟୁ : ସ୍ବାମୀ ସାଜିଲା କି ସୈତାନ ? ଗଞ୍ଜାମ ଜିଲ୍ଲା ଶେରଗଡ଼ ଶ୍ରୀରାମନଗରରେ ପତ୍ନୀ ଓ ଦୁଇ ପିଲାଙ୍କ ମୃତ୍ୟୁ ଘଟଣାରେ ନୂଆ ଟ୍ବିଷ୍ଟ ସାମନାକୁ ଆସିଛି । ତନାଘନା ତଦନ୍ତ କରୁଛି ଶେରଗଡ଼ ଥାନା ପୋଲିସ । ସ୍ବାମୀ…

ବଢିଲା କାନାଡା-ଭାରତ ଟେନସନ, ରାଷ୍ଟ୍ରଦୂତଙ୍କୁ ବହିଷ୍କାର କଲେ ଦୁଇ ଦେଶ

ଭାରତ-କାନାଡା ମଧ୍ୟରେ ବଢିଲା ଟେନସନ । ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜରଙ୍କ ହତ୍ୟାକାଣ୍ଡକୁ ନେଇ ତେଜିଲା ବିବାଦ । କାନାଡାରେ ଥିବା ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କଲେ କାନାଡା ସରକାର । ପୂରା ମାମଲା ଶିଖ ନେତା ହରଦୀପ ସିଂ ନିଜ୍ଜରଙ୍କ ହତ୍ୟାକାଣ୍ଡ…

ଆସନ୍ତା ୨୪ ଘଣ୍ଟାରେ ବଙ୍ଗୋପାସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର : ଆସୁଛି ଲଘୁଚାପ । ରାଜ୍ୟରେ ବଢ଼ିବ ବର୍ଷା । ଆସନ୍ତା ୨୪ ଘଣ୍ଟାରେ ବଙ୍ଗୋପାସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଦାନା ବାନ୍ଧିବ । ଏବେ ଘୂର୍ଣ୍ଣିବଳୟ ଉତ୍ତର-ପୂର୍ବ…

ମହିଳା ସଂରକ୍ଷଣ ବିଲ ଆମର : ସୋନିଆ ଗାନ୍ଧୀ

ସଂସଦ ଭବନର ବିଶେଷ ଅଧିବେଶନର ଆଜି ଦ୍ୱିତୀୟ ଦିନ । ଆଜି ଏକ ଐତିହାସିକ ଦିନ । କାରଣ ପ୍ରଥମ ଥର ପାଇଁ ନୂଆ ସଂସଦ ଭବନରେ ପ୍ରକ୍ରିୟା ଆରମ୍ଭ ହେବ । ଏହି ସମୟରେ ଅନେକ ବିଲ୍ ମଧ୍ୟ ଏହି…

ସୂର୍ଯ୍ୟ ମିଶନରେ ଆଗକୁ ବଢୁଛି ଆଦିତ୍ୟ L1, ପୃଥିବୀ ଛାଡିଲା ମହାକାଶଯାନ

ସୂର୍ଯ୍ୟ ମିଶନରେ ଆଗକୁ ବଢୁଛି ଆଦିତ୍ୟ L1 । ପୃଥିବୀ ଛାଡିଲା ମହାକାଶଯାନ । ସଫଳତାର ସହ ପଞ୍ଚମ କକ୍ଷପଥ ପରିବର୍ତ୍ତନ କରିଛି । ପୃଥିବୀ କକ୍ଷପଥରୁ ବାହାରି ଆଦିତ୍ୟ L-1 ଲାଗ୍ରାଞ୍ଜ ପଏଣ୍ଟ ଆଡକୁ ଯାତ୍ରା ଆରମ୍ଭ କରିଛି ।…

ଗଣେଶ ପୂଜା ମଣ୍ଡପରେ ଅଘଟଣ: ବିଦ୍ୟୁତ ଆଘାତରେ ଟଳି ପଡିଲେ ଯୁବକ

ପାରଳାଖେମୁଣ୍ଡି: ଗଣେଶ ପୂଜା ପୂର୍ବରୁ ଅଘଟଣ । ଗଣେଶ ମଣ୍ଡପରେ ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ । ଘଟଣା ଘଟିଛି ଗଜପତି ଜିଲ୍ଲାରେ । ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ତୋଟାଗୁମୁଡା ଗାଁରେ ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି…

ବାଲୁକାରେ ୧ ହଜାର ଷ୍ଟିଲ ବାସନରେ ଗଣେଶ ମୂର୍ତ୍ତି ନିର୍ମାଣ କରି ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ପୁରୀ: ଆଜି ହେଉଛି ପବିତ୍ର ଗଣେଷ ଚତୁର୍ଥୀ । ଏଥିଲାଗି ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ବିରାଜମାନ କରିଛନ୍ତି ପ୍ରଭୁ ଗଜାନନ । ପ୍ରଭୁଙ୍କ ଆଗମନକୁ ନେଇ ସବୁଆଡେ ବ୍ୟାପକ ପ୍ରସ୍ତୁତି କରାଯାଇଛି ।…

ଏକ ମାସର ଶିଶୁକୁ କୋଳରେ ଧରି ଅଫିସରେ କାମ କଲେ ମେୟର

କେରଳ: କେରଳର ରାଜଧାନୀ ଥିରୁବନନ୍ତପୁରମର ମେୟର ଆର୍ଯ୍ୟ ରାଜେନ୍ଦ୍ରନ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଏହାର କାରଣ ହେଉଛି ଏକ ମାସ ପୂର୍ବରୁ ଜନ୍ମ ହୋଇଥିବା ଶିଶୁକୁ ନେଇ ସେ ଅଫିସରରେ କାମ କରୁଥିବା ନଜର ଆସିଛନ୍ତି ।…

ଟ୍ରାକ୍ଟରରେ ବିଦ୍ୟୁତ ତାର ଲାଗି ଜଣେ ମୃତ, ୨ ଗୁରୁତର

ଯାଜପୁର: ଗଣେଶ ପୂଜା ପୂର୍ବେ ଅଘଟଣା। ପୂଜା ପାଇଁ ଗଣେଶ ମୂର୍ତ୍ତି ନେବା ବେଳେ ଟ୍ରାକ୍ଟରରେ ଲାଗିଗଲା ବିଦ୍ୟୁତ ତାର। ଟ୍ରାକ୍ଟରରେ ବିଦ୍ୟୁତ ତାର ଲାଗି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା…