ସ୍କ୍ରବ ଟାଇଫସ୍ ଆତଙ୍କ; ବରଗଡ଼ ଯିବ ଭିମସାର ଟିମ୍
ସମ୍ବଲପୁର : ଜୀବନ ନେଉଛି ପୋକ । ଗାଁ ଗାଁରେ ଘାତକ ସାଜିଛି ସ୍କ୍ରବ ଟାଇଫସ୍ । ଏହି କୀଟ ଦ୍ୱାରା ଆକ୍ରାନ୍ତ ହୋଇ ବରଗଡରେ ୫ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଚିଗର୍ସ ନାମକ କୀଟ କାମୁଡିଲେ…
ସମ୍ବଲପୁର : ଜୀବନ ନେଉଛି ପୋକ । ଗାଁ ଗାଁରେ ଘାତକ ସାଜିଛି ସ୍କ୍ରବ ଟାଇଫସ୍ । ଏହି କୀଟ ଦ୍ୱାରା ଆକ୍ରାନ୍ତ ହୋଇ ବରଗଡରେ ୫ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଚିଗର୍ସ ନାମକ କୀଟ କାମୁଡିଲେ…
ନୂଆଦିଲ୍ଲୀ: ଯୁବରାଣୀ ଡାଏନାଙ୍କ ପ୍ରସିଦ୍ଧ ଲାଲ୍ ରଙ୍ଗର ‘ବ୍ଲାକ୍ ସିପ୍’ (କଳାମେଣ୍ଢା) ସ୍ବେଟର୍ ୯ କୋଟି ଟଙ୍କାରୁ ଅଧିକ ଦାମ୍ରେ ବିକ୍ରୟ ହୋଇଥିବା କଥା ‘ବିବିସି’ ରିପୋର୍ଟ କରିଛି। ଡାଏନା ପରିଧାନ କରିଥିବା ଯେତେ ସବୁ ପୋଷାକ ନିଲାମ ହୋଇଛି ତା’…
ଭୁବନେଶ୍ବର: ଆଗକୁ ଆସୁଛି ଗଣେଶ ପୂଜା ଓ ଦଶହରା। ପାର୍ବଣ ପୂର୍ବରୁ ଭୁବନେଶ୍ବର କମିସନରେଟ ପୁଲିସ୍ ତା’ର ଆକ୍ସନ ପ୍ଲାନ ପ୍ରସ୍ତୁତ କରିସାରିଛି। ଏଥର ପୂଜାରେ ଦାଦାବଟି ମାଗୁଥିବା କୁଜି ଗୁଣ୍ଡାମାନଙ୍କୁ ଘାଇଲା କରିବ ଭୁବନେଶ୍ୱର କମିସନରେଟ୍ ପୁଲିସ୍। ଜାଣିବାକୁ ମିଳିଛି…
ସମ୍ବଲପୁର: ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି। ଏବେ ପର୍ଯ୍ୟନ୍ତ ହୀରାକୁଦ ଡ୍ୟାମ୍ର୨୨ଟି ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କାର୍ଯ୍ୟ ଚାଲି ରହିଥିଲା। ଜଳସ୍ଥର ନିୟନ୍ତ୍ରଣ ବାହାରକୁ ଯିବାରୁ ଆହୁରି ୪ଟି ଗେଟ୍ ଖୋଲି…
ନିଳଗିରି : ଛେଳି ପୋଷୁଛନ୍ତି ପୋଲିସ୍। ଖାଦ୍ୟ ଦେବା ସହ ଗୁହାଳ ସଫାକରୁଛି ପୋଲିସ୍। ଏଭଳି ଘଟଣା ଦେଖିବାକୁ ମିଳିଛି ନିଳଗିରି ଥାନାରେ। ଦୁଇଟି ଛେଳିର ଖାଇବା,ପିଇବା,ରହିବା ସହିତ ଦେଖାରଖା କରୁଛନ୍ତି ନିଳଗିରି ପୋଲିସ୍ ବାବୁ ମାନେ। ଦିନେ କି ଦୁଇ…
ବ୍ରହ୍ମପୁର : ବୀଭତ୍ସ କାଣ୍ଡ। ବାପାକୁ କାଠ ଫାଳିଆରେ ପିଟି ହତ୍ୟା କଲା ପୁଅ। ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁମାରପୁର ଗାଁରେ ଏହି ଜଘନ୍ୟକାଣ୍ଡ ଘଟିଛି। ସାମାନ୍ୟ ବଚସାରୁ ବାପାକୁ ହତ୍ୟା କରିଥିବା ସୂଚନା ମିଳିଛି। ମୃତକ କୁମାରପୁର ଗାଁର…
ଭୁବନେଶ୍ୱର: ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ । ସୁନ୍ଦରଗଡ ଜିଲ୍ଲାରେ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଜିଲ୍ଲାରେ ଆଉ ୭ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬୯ ଛୁଇଁଛି । ସେପଟେ କଳାହାଣ୍ଡି ଜିଲ୍ଲାରେ ଜଣେ ମହିଳାଙ୍କ…
ବରେଲି: ଅଫିସ ଭିତରେ ଜଣେ ବ୍ୟକ୍ତିଙ୍କୁ ଦଣ୍ଡ ଦିଆଯାଉଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ଉତ୍ତର ପ୍ରଦେଶ ରାଜ୍ୟର ବରେଲିରେ ଜଣେ ସରକାରୀ ଅଧିକାରୀଙ୍କୁ ତାଙ୍କ ପଦବୀର ହଟାଇ ଦିଆଯାଇଥିବା କଥା ‘ଏନ୍ଡିଟିଭି’ ରିପୋର୍ଟ କରିଛି। ଶ୍ମଶାନ ଭୂମି…
କୋଲ୍କାତା: ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର ଅନ୍ତର୍ଗତ ସାଳବନୀରେ ଇସ୍ପାତ କାରଖାନା ସ୍ଥାପନ କରିବେ ବୋଲି ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲୀ କହିଛନ୍ତି। ୧୨ ଦିନିଆ ଗସ୍ତରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜଙ୍କ ସହିତ ସ୍ପେନ୍ ଓ ଦୁବାଇ…
ନାଳନ୍ଦା: ରାହୁଲ୍ ଗାନ୍ଧୀ ପୃଥିବୀରେ ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ନାହିଁ, ବରଂ ସେ ସୂର୍ଯ୍ୟ କିଂବା ଚନ୍ଦ୍ରକୁ ଯାଇ ଚେଷ୍ଟା କରନ୍ତୁ ବୋଲି ଶୁକ୍ରବାର ଦିନ ‘ଇଣ୍ଡିଆ’ ମେଣ୍ଟ ଓ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀଙ୍କୁ ସମାଲୋଚନା କରି ଆସାମର ମୁଖ୍ୟମନ୍ତ୍ରୀ…