2023

ଆମ୍ବୁଲାନ୍ସକୁ ବାଟ ଛାଡିବା ପାଇଁ ନିଜ କାରକେଡ଼କୁ ଅଟକାଇଲେ ମୋଦୀ

ବାରଣାସୀ: ସଂପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ବାରଣାସୀ ଗସ୍ତରେ ଅଛନ୍ତି। ତେବେ, ବାରଣାସୀ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ ଆଜି ଏକ ବିରଳ ଘଟଣାକ୍ରମରେ ଏକ ଆମ୍ବୁଲାନ୍ସକୁ ବାଟ ଛାଡ଼ିବା ଉଦ୍ଦେଶ୍ୟରେ ନିଜ ‘କାରକେଡ୍‌’କୁ ଅଟକାଇ ଦେଇଥିଲେ। ଏହି…

କ୍ୟାପିଟାଲ ହସ୍ପିଟାଲରେ ଏଣିକି ଏମ୍‌ଆର୍‌ଆଇ ଓ ସିଟି ସ୍କାନ୍‌ ପାଇଁ ଯାଞ୍ଚ ହେବ ପ୍ରେସକ୍ରିପସନ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ କଠୋର ହେଲା ନିୟମ । ବିନା ପ୍ରେସ୍‌କ୍ରିପ୍‌ଶନରେ ଏମ୍ଆର୍‌ଆଇ କିମ୍ବା ସିଟି ସ୍କାନ୍‌ ହୋଇପାରିବ ନାହିଁ । ଏନେଇ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ଜାରି ହେଲା ଏସ୍‌ଓପି । ଏନେଇ ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ…

JSW ଗ୍ରୁପ୍‌ ସିଏମ୍‌ଡି ସଜ୍ଜନ ଜିନ୍ଦଲଙ୍କ ବିରୋଧରେ ଦୁଷ୍କର୍ମ ମାମଲା, ଥାନାରେ ଅଭିଯୋଗ କଲେ ୩୦ ବର୍ଷୀୟା ଡାକ୍ତରାଣୀ

ବଢିଲା JSW ଗ୍ରୁପ୍‌ ସିଏମ୍‌ଡି ସଜ୍ଜନ ଜିନ୍ଦଲଙ୍କ ଅଡ଼ୁଆ । ଦୁଷ୍କର୍ମ ଅଭିଯୋଗରେ ସଜ୍ଜନ ଜିନ୍ଦଲଙ୍କ ବିରୋଧରେ ମାମଲା ରୁଜୁ କରିଛି ମୁମ୍ବାଇ ପୋଲିସ । ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଦୁଷ୍କର୍ମ ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି…

ଶିମିଳିପାଳ ଅଭୟାରଣ୍ୟରେ ପୁଣି ଏକ ହାତୀର ମୃତ୍ୟୁ

ମୟୂରଭଞ୍ଜ : ଶିମିଳିପାଳ ଅଭୟାରଣ୍ୟରେ ପୁଣି ଏକ ହାତୀର ମୃତ୍ୟୁ। ମୟୂରଭଞ୍ଜ ଜିଲ୍ଲା କବାଟଘାଇ ରେଞ୍ଜ ଅଞ୍ଚଳରେ ମାଈ ହାତୀର ମୃତଦେହ ଠାବ ହୋଇଛି। ଗତକାଲି ପାଟ୍ରୋଲିଂ ବେଳେ ହାତୀର ମୃତଦେହ ଠାବ ହୋଇଥିଲା। ମୃତ ହାତୀର ବୟସ ୧୨ ବର୍ଷ…

ସୋଲାର ବିସ୍ଫୋରକ କମ୍ପାନୀରେ ବିସ୍ଫୋରଣ, ୯ ମୃତ

ମହାରାଷ୍ଟ୍ର ନାଗପୁରରେ ଅଘଟଣ। ଏକ ସୋଲାର୍ ଏକ୍ସପ୍ଲୋସିଭ୍(ସୋଲାର ବିସ୍ଫୋରକ) କମ୍ପାନୀରେ ବିସ୍ଫୋରଣ ଘଟି ଅତି କମରେ ଛଅ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିସହ ଏକାଧିକ ଲୋକ ଆହତ ହୋଇଛନ୍ତି। ସବିଶେଷ ତଥ୍ୟ ଅନୁଯାୟୀ, ଆଜି ସକାଳ ପ୍ରାୟ ୯ଟା ୩୦…

ଫସଲହାନୀରୁ ଚାଷୀ ଆତ୍ମହତ୍ୟା !

ବଲାଙ୍ଗୀର : ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ସାମ୍ନାକୁ ଆସିଲା ଚାଷୀ ଆତ୍ମହତ୍ୟା ଘଟଣା । ପୁଣି ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ଟିଟଲାଗଡ ବିନକେଲ ଗାଁର ଚମରୁ ବାଗ୍ ବୋଲି…

ଇଣ୍ଡିଆ ମେଣ୍ଟ ବୈଠକ ପୂର୍ବରୁ କେଜ୍ରିୱାଲଙ୍କ ରଣହୁଙ୍କାର

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ପଞ୍ଜାବର ବଠିଣ୍ଡାଠାରେ ୧୧୨୫ କୋଟି ଟଙ୍କା ମୂଲ୍ୟର ବିକାଶ ଯୋଜନା ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ବଠିଣ୍ଡାରେ ‘ବିକାଶ କ୍ରାନ୍ତି ରାଲି’ରେ ଭାଗ ନେଇଥିଲେ। ଏହି ସମୟରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ…

କଟକ ବାରବାଟୀ ହେବ ବିଶ୍ବସ୍ତରୀୟ କ୍ରିକେଟ ଷ୍ଟାଡିୟମ, ଖର୍ଚ୍ଚ ହେବ ୬୦୦ ରୁ ୭୦୦ କୋଟି

କଟକ: କଟକ ବାରବାଟୀ ଷ୍ଟାଡିୟମ ନବୀକରଣ ପାଇଁ ଖର୍ଚ୍ଚ ହେବ ୬୦୦ ରୁ ୭୦୦ କୋଟି। ବିସିସିଆଇ ଅନୁଦାନ ଓ ରାଜ୍ୟ ସରକାରଙ୍କ ସହାୟତାରେ ହେବ ଏହି ନବୀକରଣ କରାଯିବ । ଏଥିପାଇଁ ଜାନୁଆରୀ ସୁଦ୍ଧା ପ୍ରସ୍ତୁତ ହେବ ଡିପିଆର। ଏନେଇ…

ଏହି ଛାତ୍ରମାନେ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଭଡାଟିଆ ଗୁଣ୍ଡା: ରାଜ୍ୟପାଳ ଆରିଫ ଖାନ

ନୂଆଦିଲ୍ଲୀ: କେରଳରେ ଷ୍ଟୁଡେଣ୍ଟସ୍ ଫେଡେରେସନ୍ ଅଫ୍ ଇଣ୍ଡିଆ (SFI) କର୍ମୀଙ୍କ ବିରୋଧ ସତ୍ତ୍ୱେ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଶନିବାର କାଲିକଟ ବିଶ୍ୱବିଦ୍ୟାଳୟ ପରିସରରେ ପହଞ୍ଚିଥିଲେ। ସେ କହିଛନ୍ତି ଯେ ଶାସକ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ-ମାର୍କ୍ସବାଦୀ (ସିପିଆଇ-ଏମ) ର ଛାତ୍ର…

ପରଲୋକରେ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଧାଂଶୁ ମୋହନ ପଟ୍ଟନାୟକ

ଭୁବନେଶ୍ବର: ଓଡିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଦର୍ଶନ ମୋହନ ପଟ୍ଟନାୟକଙ୍କ ପରଲୋକ । ଗତକାଲି (ଶନିବାର) ସନ୍ଧ୍ୟାରେ ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରେ ସୁଦର୍ଶନଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା ।…