2023

ଅଗଷ୍ଟ ୧୬ରୁ ଗଡ଼ିବନି ବସ୍‌

କଟକ: ଅଗଷ୍ଟ ୧୬ ତାରିଖ ସକାଳୁ ରାଜ୍ୟରେ ଘରୋଇ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହେବ। ଜିଲ୍ଲା-ଜିଲ୍ଲା ଭିତରେ ଚାଲୁଥିବା ମୋ’ ବସ୍ ଏବଂ ଗାଁରୁ ରାଜଧାନୀ ଯାଏ ଚାଲିବାକୁ ଯାଉଥିବା ‘ଲାକମି’ ଯୋଜନାରେ ବସ୍‌ ଚଳାଚଳକୁ ବିରୋଧ କରି ଘରୋଇ…

ମରଣ ମୁହଁରୁ ବର୍ତ୍ତିଗଲେ ଯାତ୍ରୀ: ବଞ୍ଚେଇଦେଲେ RPF କର୍ମଚାରୀ

ଖୋର୍ଦ୍ଧା: ସାହାସିକତା ଦେଖାଇଲେ ଆରପିଏଫ ଷ୍ଟାଫ୍‌। ଜଣେ ରେଳ ଯାତ୍ରୀଙ୍କୁ ମୃତ୍ୟୁ ପଥରୁ ଫେରାଇ ଆଣିଲେ। ଖୋର୍ଦ୍ଧାରୋଡ୍ ରେଳ ଷ୍ଟେସନରେ ଦେଖିବାକୁ ମିଳିଥିଲା ଏହି ଦୃଶ୍ୟ। ସୂଚନା ଅନୁସାରେ, ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନର ୪ ନଂମ୍ବର ପ୍ଲାଟଫର୍ମରେ ଦୁର୍ଗ-ପୁରୀ ଏକ୍ସପ୍ରେସ…

ଆତଙ୍କୀ ଷଡ଼ଯନ୍ତ୍ର ପଣ୍ଡ, ଅଲ୍-ବଦ୍ର ସହ ଜଡିତ ହାଇବ୍ରିଡ ଆତଙ୍କବାଦୀ ଗିରଫ

ଶ୍ରୀନଗର: ଜମ୍ମୁ କାଶ୍ମୀରର ଶ୍ରୀନଗରରେ ଆତଙ୍କ ଯୋଜନା ପଣ୍ଡ। ଶନିବାର ଜଣେ ହାଇବ୍ରିଡ ଆତଙ୍କବାଦୀକୁ ଗିରଫ କରିବାରେ ସଫଳ ହେଲା କାଶ୍ମୀର ପୋଲିସ। ପୋଲିସ ସୂଚନା ମୁତାବକ ସହରର ବଟମାଲୁ ଅଞ୍ଚଳରୁ ନିଷିଦ୍ଧ ସଂଗଠନ ଅଲ-ବଦ୍ର ସହ ଜଡିତ ଜଣେ ଆତଙ୍କବାଦୀକୁ…

୨୦୨୩ ଦିନିକିଆ ବିଶ୍ୱକପ୍‌ : ସମସ୍ତ ଷ୍ଟାଡିୟମ୍‌ର ଅନୁଧ୍ୟାନ ପାଇଁ ଭାରତରେ ଆଇସିସି ଦଳ

ନୂଆଦିଲ୍ଲୀ: ଭାରତରେ ଅକ୍ଟୋବର ୫ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଦିନିକିଆ ବିଶ୍ବକପ୍‌ ଆୟୋଜନ ହେବ। ଏହି ବିଶ୍ବକପ୍‌ର ସମସ୍ତ ମ୍ୟାଚ୍‌ ୧୦ଟି ସହରରେ ଖେଳାଯିବ। ଏହି ୧୦ଟି ସହର ହେଲା- ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନଇ, ଦିଲ୍ଲୀ, ଧର୍ମଶାଳା, ହାଇଦରାବାଦ, କଲକାତା, ଲକ୍ଷ୍ନୌ,…

କଶ୍ମୀରର କୁଲଗାମରେ ଯବାନ ଅପହରଣ: କାରରୁ ମିଳିଲା ରକ୍ତ ଛିଟା

ଜାମ୍ମୁ କାଶ୍ମୀର: ଜାମ୍ମୁ କାଶ୍ମୀରର କୁଲଗାମରେ ଜଣେ ୨୫ ବର୍ଷିୟ ସେନା ଯବାନଙ୍କୁ ଅପହରଣ କରାଯାଇଥିବା ସୂଚନା ମିଳିଛି । ଯବାନଙ୍କ କାରରେ ରକ୍ତ ଛିଟା ଦେଖିବାକୁ ମିଳିଛି । ଏନେଇ ଭାରତୀୟ ସେନା ଓ ପୋଲିସ ପକ୍ଷରୁ ଜୋରଦାର ସର୍ଚ୍ଚ…

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପ୍ରତିଦ୍ବନ୍ଦ୍ବିତାରେ ସାମିଲ ହେଲେ ଭାରତୀୟ-ଆମେରିକୀୟ ହର୍ଷବର୍ଦ୍ଧନ ସିଂହ

ୱାସିଂଟନ୍‌: ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଭାରତୀୟ-ଆମେରିକୀୟ ଇଞ୍ଜିନିୟର ହର୍ଷବର୍ଦ୍ଧନ ସିଂହ ପ୍ରତିଦ୍ବନ୍ଦିତା କରିବେ ବୋଲି ଘୋଷଣା କରିଛନ୍ତି। ଟୁଇଟର୍‌ରେ ପୋଷ୍ଟ୍‌ କରିଥିବା ଭିଡିଓ ବାର୍ତ୍ତାରେ ୩୮ ବର୍ଷିୟ ସିଂହ କହିଛନ୍ତି ଯେ, ସେ ହେଉଛନ୍ତି ‘ଲାଇଫ୍‌ଲଙ୍ଗ୍‌ ରିପବ୍ଲିକାନ୍‌’ ଏବଂ…

୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିବା ପରେ ତଣ୍ଟି ଚିପି ହତ୍ୟା, ଅଭିଯୁକ୍ତ ଗିରଫ

ହୀନ ମାନସିକତାର ଚରମ ସୀମରେ ପହଞ୍ଚିଛି ମଣିଷ । ଆଉ ଭୁଲିଯାଉଛି ସବୁକିଛି । ୫ ବର୍ଷର କୁନି ଶିଶୁକୁ ଦୁଷ୍କର୍ମ କରିବା ପରେ ହତ୍ୟା କରିବା ଘଟଣା ସମସ୍ତଙ୍କୁ ବିଚଳିତ କରିଛି । ଏମିତି ଘଟଣା କେରଳରେ ଘଟିଛି ।…

ୟୁକ୍ରେନ୍‌ ଡ୍ରୋନ୍‌ ଆକ୍ରମଣରେ ନଷ୍ଟ ହୋଇଗଲା ୨ଟି କୋଠା

ମସ୍କୋ: ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨ଟି କୋଠା ନଷ୍ଟ ହୋଇଯିବାରୁ ଗତରାତିରେ ମସ୍କୋସ୍ଥିତ ଏକ ଆନ୍ତର୍ଜାତିକ ବିମାନ ବନ୍ଦରକୁ ସ୍ବଳ୍ପ ସମୟ ପାଇଁ ବନ୍ଦ ରଖାଯାଇଥିବା କଥା ରୁଷ୍‌ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି। ପ୍ରତିରକ୍ଷା ମନ୍ତ୍ରାଳୟ କହିବା ଅନୁସାରେ, ମସ୍କୋ ଆକାଶରେ…

ଅହମଦାବାଦର ଏକ ହସପିଟାଲରେ ଭୟଙ୍କର ନିଆଁ, ଅଳ୍ପକେ ବର୍ତ୍ତିଲା ୧୦୦ ରୋଗୀଙ୍କ ଜୀବନ

ଗୁଜରାଟର ଅହମଦାବାଦ ସହରରେ ଥିବା ଏକ ହସପିଟାଲରେ ନିଆଁ ଲାଗିଛି । ନିଆଁ ଲାଗିବା ପରେ ହସପିଟାଲରୁ ୧୦୦ ଜଣ ରୋଗୀଙ୍କୁ ସୁରକ୍ଷିତ ବାହାରେ ବାହାର କରାଯାଇଛି । ତେବେ ନିଆଁ ସକାଳ ୪.୩୦ ମିନିଟରେ ହସପିଟାଲର ବେସମେଣ୍ଟରେ ନିଆଁ ଲାଗିଥିବା…

କୂଳ ଖାଉଛି ମଙ୍ଗଳା ନଈ, ବଦଳୁଛି ଗତିପଥ

ପୁରୀ: ପୁଣି ଅସ୍ବାଭାବିକ ରୂପ ନେଉଛି ମଙ୍ଗଳା ମୁହାଣ। ଗତିପଥ ବଦଳାଇଲାଣି। ତଥାପି କୁମ୍ଭକର୍ଣ୍ଣ ନିଦ୍ରାରେ ଜଳସମ୍ପଦ ବିଭାଗ ଓ ଜିଲ୍ଲା ପ୍ରଶାସନ। ନା ଏହାର ପ୍ରତିକାର ବ୍ୟବସ୍ଥା କରାଯାଉଛି, ନା ମୁହାଣରୁ ବାଲି ହଟାଯାଉଛି। ଫଳରେ ମଙ୍ଗଳା ନଈର ଜଳ…