ତିନୋଟି ରାଜ୍ୟରେ ବିଧାନସଭା ନିର୍ବାଚନରେ ଦଳର ପରାଜୟକୁ ନେଇ ଚିଦାମ୍ବରମ୍ ଙ୍କ ଉଦ୍ବେଗ
ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ୍ ତିନୋଟି ରାଜ୍ୟରେ ବିଧାନସଭା ନିର୍ବାଚନରେ ଦଳର ପରାଜୟକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ଛତିଶଗଡ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର ବିଧାନସଭା ନିର୍ବାଚନରେ ଦଳର ପରାଜୟକୁ ନେଇ କଂଗ୍ରେସ ନେତା ଆଲୋଚନା କରିଛନ୍ତି। ନ୍ୟୁଜ୍…
