ଆରବ ସାଗରରେ ‘ହାଇଜାକ୍‌’ ହୋଇଥିବା ମାଲ୍‌ଟାର ଜାହାଜକୁ ଉଦ୍ଧାର କରିବାକୁ ଗଲା ଭାରତୀୟ ନୌସେନା

ନୂଆଦିଲ୍ଲୀ: ଶୁକ୍ରବାର ସନ୍ଧ୍ୟାବେଳେ ଆରବ ସାଗରରେ ‘ହାଇଜାକ୍‌’ (ଅପହରଣ) ହୋଇଥିବା ମାଲ୍‌ଟାର ଜାହାଜ ‘ଏମ୍‌ଭି ରୁୢଏନ୍‌’କୁ ଉଦ୍ଧାର କରିବା ଲାଗି ଯୁଦ୍ଧପୋତ ଓ ସାମୁଦ୍ରିକ ପାଟ୍ରୋଲ୍‌ ବିମାନ ପଠାଯାଇଛି ବୋଲି ଆଜି ଭାରତୀୟ ନୌସେନା କହିଛି। ସୂଚନା ପାଇବାକ୍ଷଣି ଭାରତୀୟ ନୌସେନା…

ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା ସହ ପ୍ରଧାନମନ୍ତ୍ରୀ ପ୍ରସ୍ତାବିତ ଜମିରେ ଏକ ନୂତନ ମସଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ଉଚିତ : ଅଲ ଇଣ୍ଡିଆ ମୁସଲିମ ଜାମାତର

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ଏବେ ପ୍ରସ୍ତୁତ ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୨ ଜାନୁଆରୀରେ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବେ | ତେବେ ମନ୍ଦିର ଉଦଘାଟନ ପୂର୍ବରୁ ଅଲ ଇଣ୍ଡିଆ ମୁସଲିମ ଜାମାତର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୋୖଲାନା ମୁଫତି ଶାହାବୁଦ୍ଦିନ…

ଲୋକସଭା ନିର୍ବାଚନ ପରେ ଭାଙ୍ଗିବ କର୍ଣ୍ଣାଟକରେ କଂଗ୍ରେସ ସରକାର: କୁମାରସ୍ବାମୀ

ବାଙ୍ଗାଲୋର: ଜନତା ଦଳ ସେକ୍ୟୁଲାର (ଜେଡିଏସ୍) ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ କଂଗ୍ରେସ ଦଳ ଉପରେ ଜୋରଦାର ଆକ୍ରମଣ କରିଛନ୍ତି। ଲୋକସଭା ନିର୍ବାଚନ ପରେ କର୍ଣ୍ଣାଟକରେ କଂଗ୍ରେସ ସରକାର ଭାଙ୍ଗିଯିବ ବୋଲି ସେ ଦାବି କରି କହିଛନ୍ତି…

ଲୋକଙ୍କୁ ଚାନ୍ଦା ମାଗିବ କଂଗ୍ରେସ୍, ଆରମ୍ଭ ହେବ ‘ଦେଶ ପାଇଁ ଦାନ’ ଅଭିଯାନ

ନୂଆଦିଲ୍ଲୀ: ଡିସେମ୍ବର ୧୮ରୁ ‘ଦେଶ ପାଇଁ ଦାନ’ ନାମରେ ଏକ ଅନଲାଇନ୍ କ୍ରାଉଡଫଣ୍ଡିଂ ଅଭିଯାନର ଶୁଭାରମ୍ଭ କରିବାକୁ କଂଗ୍ରେସ ଶନିବାର ଘୋଷଣା କରିଛି । ଦଳ କହିଛି ଯେ ଏହି ଅଭିଯାନ ୧୯୨୦-୨୧ରେ ମହାତ୍ମା ଗାନ୍ଧୀଙ୍କ ଐତିହାସିକ ‘ତିଲକ ସ୍ୱରାଜ ପାଣ୍ଠି’ରୁ…

ମୋ ପୁଅ ନିର୍ଦ୍ଦୋଷ, ଆମେ କୋର୍ଟ ଯିବୁ: ଲଳିତ ଝା’ଙ୍କ ବାପା

ନୂଆଦିଲ୍ଲୀ : ସଂସଦର ସୁରକ୍ଷାରେ ତ୍ରୁଟି ମାମଲାର ମାଷ୍ଟରମାଇଣ୍ଡ ଲଳିତ ଝା'କୁ ପୁଲିସ ପଚରାଉଚରା ଜାରି ରଖିଛି। ଲଳିତ ଝା'ଙ୍କ ବ୍ୟତୀତ ଏହି ମାମଲାରେ ସାମିଲ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ପୁଲିସ ଜେରା କରୁଛି। ଏହାରି ଭିତର ଅଭିଯୁକ୍ତ ଲଳିତ ଝା'ର…

ଆପ୍‌ର ରାଜ୍ୟସଭା ମୁଖ୍ୟ ହେଲେ ରାଘବ ଚଡ୍ଡା

ନୂଆଦିଲ୍ଲୀ : ଆପ୍ ସାଂସଦ ରାଘବ ଚଡ୍ଡାଙ୍କୁ ମିଳିଲା ନୂଆ ଦାୟିତ୍ୱ। ତାଙ୍କୁ ଆମ ଆଦମୀ ପାର୍ଟିର ରାଜ୍ୟସଭା ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ସଞ୍ଜୟ ସିଂହଙ୍କ ଅନୁପସ୍ଥିତିରେ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଏହାପୂର୍ବରୁ ସଞ୍ଜୟ ସିଂହ ରାଜ୍ୟସଭାରେ ଆମ୍‌…

ସଂସଦ ସୁରକ୍ଷାରେ ତ୍ରୁଟି ମାମଲା: ଗିରଫ ହେଲା ଆଉ ଜଣେ

ନୂଆଦିଲ୍ଲୀ : ସଂସଦ ସୁରକ୍ଷାରେ ତ୍ରୁଟି ମାମଲାରେ ଗିରଫ ହେଲା ଆଉ ଜଣେ ଅଭିଯୁକ୍ତ। ଦିଲ୍ଲୀ ସ୍ପେଶାଲ ସେଲ୍‌ ପୁଲିସ ମାଷ୍ଟରମାଇଣ୍ଡ ଲଳିତ ଝା'ର ସମ୍ପର୍କୀୟ ଭାଇ କୁହାଯାଉଥିବା ମହେଶ କୁମାଓ୍ୱତକୁ ଗିରଫ କରିଛି। ମହେଶ ମଧ୍ୟ ଏହି ପୂରା ମାମଲାରେ…

ସାଇରସ୍‌ ମିସ୍ତ୍ରୀ ଭଳି ଦଶା ଭୋଗିବ…ରତନ୍‌ ଟାଟାଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ : ଟାଟା ଗ୍ରୁପର ପୂର୍ବତନ ଚେୟାରମ୍ୟାନ୍‌ ରତନ୍‌ ଟାଟାଙ୍କୁ ହତ୍ୟା ଧମକ। ସାଇରସ୍‌ ମିସ୍ତ୍ରୀ ଭଳି ଦଶା ଭୋଗିବ ବୋଲି କହି କେହି ଜଣେ ଦୁର୍ବୃତ୍ତ ତାଙ୍କୁ ଧମକ ଦେଇଛି। ମୁମ୍ବାଇ ପୁଲିସକୁ ଏଭଳି କିଛି ଫୋନ୍‌ କଲ୍ ଆସିବା…

ସଂସଦରେ ସୁରକ୍ଷା ତ୍ରୁଟି ପାଇଁ ବେକାରୀ ସମସ୍ୟା ଦାୟୀ: ରାହୁଲ ଗାନ୍ଧି

ନୂଆଦିଲ୍ଲୀ : ସଂସଦରେ ସୁରକ୍ଷା ତ୍ରୁଟି, କିଛି ଯୁବକ ଗୃହକୁ ପଶି ହଙ୍ଗାମା କରିବା ଘଟଣାରେ ମୁହଁ ଖୋଲିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ବେରୋଜଗାରୀ କାରଣରୁ ଏପରି ଏକ ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ରାହୁଲ। ସେ କହିଛନ୍ତି, ସଂସଦ…

ଆସନ୍ତାକାଲିଠାରୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ସକାଳୁ ମିଳିବ ଅବଢ଼ା

ଭୁବନେଶ୍ୱର: ଶନିବାରଠାରୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ସକାଳୁ ମିଳିବ ଅବଢ଼ା ।  ଶ୍ରଦ୍ଧାଳୁମାନେ ସକାଳ ୯ଟାରେ ଆନନ୍ଦବଜାରରୁ ଅବଢ଼଼ା କିଣିପାରିବେ। ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପୌଷ ମାସ ଉପଲକ୍ଷେ ସର୍ବସାଧାରଣ ଏହି ଭୋଗ ପାଇପାରିବେ। ଏହାଦ୍ୱାରା ତୀର୍ଥଯାତ୍ରୀମାନେ ଉପକୃତ ହେବେ।…