ରତ୍ନଭଣ୍ଡାର ଚାବି ହଜିବା ମାମଲା, ବଡ଼ଦିନ ପରେ ହାଇକୋର୍ଟଙ୍କ ପରବର୍ତ୍ତୀ ଶୁଣାଣି
ହାଇକୋର୍ଟରେ ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ବଡ଼ଦିନ ପରେ ପରବର୍ତ୍ତୀ ଶୁଣାଣି। ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇପାରିନି ଜବାବ ଦାଖଲ। ଜବାବ ଦାଖଲ ପାଇଁ ଶେଷ ମହଲତ ଦେଇଛନ୍ତି ହାଇକୋର୍ଟ। ଶୁଣାଣି ପୂର୍ବରୁ ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ…
