ବନ୍ଧା ହେଲେ ନୟାଗଡ଼ ସବ୍ରେଜିଷ୍ଟ୍ରାର
ନୟାଗଡ଼ : ନୟାଗଡ଼ ଜିଲ୍ଲା ସବ୍ରେଜିଷ୍ଟ୍ରାର ଶାଶ୍ୱତ ପଟ୍ଟନାୟକଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ସେ ତାଙ୍କ ଆୟ ତୁଳନାରେ ୭୯% ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।…
ନୟାଗଡ଼ : ନୟାଗଡ଼ ଜିଲ୍ଲା ସବ୍ରେଜିଷ୍ଟ୍ରାର ଶାଶ୍ୱତ ପଟ୍ଟନାୟକଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ସେ ତାଙ୍କ ଆୟ ତୁଳନାରେ ୭୯% ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।…
ଭୁବନେଶ୍ୱର: ଆୟକର ବିଭାଗ ମଦ ବ୍ୟବସାୟୀଙ୍କ ଠାରୁ ଜବତ କରିଥିବା ୩୫୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଜବତ କରିବା ଘଟଣାରେ ବିଜେପି ଆଜି ବିଜେଡ଼ିକୁ ଟାର୍ଗେଟ କରିଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରଶ୍ନ କରିଛନ୍ତି ଯେ ଏହା…
ଭୁବନେଶ୍ୱର: ଅଣ୍ଡା ଦାନ ପୂର୍ବରୁ ଅଲିଭରିଡଲେ କଇଁଛଙ୍କ ସୁରକ୍ଷା ଚିନ୍ତା ଏବେ ବନବିଭାଗକୁ ଘାରିଛି | ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି ଯେ ୩୧ ନଭେମ୍ବରରୁ ମେ ୧ ପର୍ଯ୍ୟନ୍ତ ମାଛ ମାରିବା ଉପରେ କଟକଣା ଲାଗିଛି | ଅଣ୍ଡାଦାନ ସମୟରେ…
ଭୁବନେଶ୍ବର: ରାଜ୍ୟର ଯୁବ କଂଗ୍ରେସ ସଭାପତି ବଦଳିଛନ୍ତି। ରଂଜିତ ପାତ୍ରଙ୍କୁ ଓଡ଼ିଶା ଯୁବ କଂଗ୍ରେସର ନୂଆ ସଭାପତି ଭାବେ ନିଯୁକ୍ତି ମିଳିଛି। ରଂଜିତଙ୍କୁ ସଭାପତି ଭାବେ ଏଆଇସିସି ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବିଭି ନିଯୁକ୍ତ କରିଛନ୍ତି। ସେହିପରି ସାଗର ଚରଣ…
ଘୁ.ଉଦୟଗିରି: ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ସର୍ବାଧିକ ଥଣ୍ଡା ସହର ଘୁ.ଉଦୟଗିରିରେ ଥଣ୍ଡାର ପ୍ରକୋପ ଜାରି ରହିଥିବା ବେଳେ ତାପମାତ୍ରା ଦିନକୁ ଦିନ ତଲମୁଁହା ହେବାରେ ଲାଗିଛି। ସପ୍ତାହେ ହେଲା ପାରଦ ତଳମୁଁହା ହେବା ସହ ଶୀତର ପ୍ରକୋପ ବଢ଼ିବାରେ…
ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି) ଆସନ୍ତା ୨୬ ତାରିଖରେ ୨୬ ବର୍ଷ ପୂରଣ କରି ୨୭ ବର୍ଷରେ ପାଦ ଥାପିବ। ୨୭ତମ ପ୍ରତିଷ୍ଠା ଦିବସ ଅବସରରେ ଆସନ୍ତାକାଲି (ଡିସେମ୍ବର ୧୫) ଶଙ୍ଖ ଭବନରେ ରାଜ୍ୟର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ…
ଜେରୁଜେଲମ୍: ଆନ୍ତର୍ଜାତିକ ସମର୍ଥନ ମିଳୁ କି, ନ ମିଳୁ ଗାଜା ଷ୍ଟ୍ରିପ୍ରେ ଯୁଦ୍ଧ ବଳବତ୍ତର ରହିବ ବୋଲି ବୁଧବାର ଦିନ ଇସ୍ରାଏଲ୍ର ବୈଦେଶିକ ମନ୍ତ୍ରୀ ଏଲି କୋହେନ୍ କହିଛନ୍ତି। ଇସ୍ରାଏଲ୍ର ବୈଦେଶିକ ମନ୍ତ୍ରାଳୟ ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି ଯେ,…
ଉଡୁପୀ: କର୍ଣ୍ଣାଟକର ଉଡୁପୀ ଜିଲ୍ଲା ଅନ୍ତର୍ଗତ କୌପ୍ ତାଲୁକ ଅଞ୍ଚଳର ମାଜୂର ଗାଁସ୍ଥିତ କରନଡାଡିରେ ଥିବା ବାସଭବନରୁ ୧୭ ବର୍ଷୀୟ ପାଳିତା ଝିଅ ନିଖୋଜ ହୋଇଯିବାରୁ ମଙ୍ଗଳବାର ରାତିରେ ଏକ କଳାକାର ଦମ୍ପତି ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ରାତି ୧୧.୨୦ରୁ ୧୨.୩୦…
ଇନ୍ଦୋର: ଦୈହିକ ସମ୍ପର୍କ ଲାଗି ଅରାଜି ହେବାରୁ ୨୦ ବର୍ଷୀୟ ‘ଲିଭ୍-ଇନ୍’ ପାର୍ଟନର୍ଙ୍କୁ କଇଁଚିରେ ଭୁସି ହତ୍ୟା କରିଥିବା ଜଣେ ଯୁବକଙ୍କୁ ବୁଧବାର ଦିନ ଇନ୍ଦୋର୍ରୁ ଗିରଫ କରାଯାଇଥିବା କଥା ପୁଲିସ କହିଛି। ‘ଇନ୍ଷ୍ଟାଗ୍ରାମ୍’ରେ ବନ୍ଧୁତ୍ବ ନିବିଡ଼ ହେବା ପରେ ଅଳ୍ପ…
ଲାହୋର୍: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ସିଂହ ସହିତ ସେଲ୍ଫି ଉଠାଇବାକୁ ଉଦ୍ୟମ କରିଥିବା ଜଣେ ୨୦ ବର୍ଷିୟ ଯୁବକ ତା’ର ଆକ୍ରମଣରେ ସାଙ୍ଘାତିକ ଆହତ ହୋଇଥିବା କଥା ବୁଧବାର ଦିନ ପୁଲିସ କହିଛି। ପୁଲିସ କହିଛି,ଲାହୋରରୁ ପ୍ରାୟ ୨୦୦ କିଲୋମିଟର୍ ଦୂର…