2023

ପୁଣି ଥରେ ବିଶ୍ୱର ୧ନଂ ଧନୀ ହେଲେ ମସ୍କ

ନୂଆଦିଲ୍ଲୀ : ପୁଣି ଥରେ ବିଶ୍ୱର ଧନୀ ତାଲିକାର ୧ନଂ ସ୍ଥାନ ଅକ୍ତିଆର କରିବାରେ ସକ୍ଷମ ହୋଇଛନ୍ତି ଏଲନ ମସ୍କ । ଟେସଲା, ସ୍ପେଶଏକ୍ସ ତଥା ଟ୍ୱିଟର ମାଲିକ ଏଲନ ମସ୍କ ଏହି ରେସ୍‌ରେ ଫ୍ରାନ୍ସର ଉଦ୍ୟୋଗପତି ତଥା ଲୁଇ ଭ୍ୟୁଟନ…

ମଣିପୁର ଦଙ୍ଗାକାରୀଙ୍କୁ ଶାହଙ୍କ ଆହ୍ୱାନ- ଆଜି ଅସ୍ତଶସ୍ତ୍ର ଦେଇଦିଅ, କାଲିଠୁ କମ୍ବିଂ ଆରମ୍ଭ

ଇମ୍ଫାଲ : ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇପଡ଼ିଥିବା ମଣିପୁର ସ୍ଥିତିର ସମୀକ୍ଷା କରି ଦଙ୍ଗାକାରୀଙ୍କୁ ନାଲି ଆଖି ଦେଖାଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଏଥିସହ ତୁରନ୍ତ ନିଜ ପାଖରେ ରଖିଥିବା ଅସ୍ତଶସ୍ତ୍ର ପୁଲିସ୍‌କୁ…

ବିନାଶ ଆଡ଼କୁ ନେଇଯିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ : ବିଶେଷଜ୍ଞଙ୍କ ଚେତାବନୀ

ନୂଆଦିଲ୍ଲୀ : ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ)ର କେତେକ ସମ୍ଭାବ୍ୟ ବିପଦ ବିଷୟରେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି । ଏହା ମଣିଷ ସଭ୍ୟତାର ଅସ୍ତିତ୍ୱ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ସେମାନେ ଚେତାଇ ଦେଇଛନ୍ତି । ମଙ୍ଗଳବାର…

କଂଗ୍ରେସର ‘ଗ୍ୟାରେଣ୍ଟୀ ଫର୍ମୁଲା’ ଦେଶକୁ ଦେବାଳିଆ କରିଦେବ: ପ୍ରଧାନମନ୍ତ୍ରୀ ମୋଦି

ଜୟପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜସ୍ଥାନରେ କଂଗ୍ରେସକୁ ତାଚ୍ଛଲ୍ୟ କରିଛନ୍ତି। ଏଥିସହ କଂଗ୍ରେସ ନିର୍ବାଚନ ଜିତିବା ପାଇଁ ପାଇଁ ଦେଉଥିବା ଗ୍ୟାରେଣ୍ଟୀ ଫର୍ମୁଲା ଓ କଂଗ୍ରେସ ସରକାରର ସ୍ଥିରତା ନେଇ ମଧ୍ୟ ମୋଦି ପ୍ରଶ୍ନ ଉଠାଇଛନ୍ତି। ବିଜେପିର ଜନସମ୍ପର୍କ…

ପୂର୍ବତନ IFS ଅଭୟକାନ୍ତ ପାଠକଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ପୂର୍ବତନ IFS ଅଭୟକାନ୍ତ ପାଠକଙ୍କ ୬୬ ଲକ୍ଷ ଟଙ୍କାର ସଂପତ୍ତି ଆଟାଚ୍ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ପ୍ରିଭେନସନ୍‌ ଅଫ୍‌ ମନିଲଣ୍ଡରିଂ ଆଇନ୍‌ ବଳରେ ଇଡି ସମ୍ପତ୍ତି ଆଟାଚ୍‌ କରିଛି। ଆୟବହିର୍ଭୂତ ସଂପତ୍ତି ଓ ଚାକିରି କରାଇ ଦେବା ନାଁରେ ଅର୍ଥ…

କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି : ପ୍ରତି ବ୍ଲକରେ ସ୍ଥାପନ କରାଯିବ ୨୦୦୦ ଟନ କ୍ଷମତାର ଗୋଦାମ

ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟ୍ ଆଜି ବିଶ୍ୱର ସର୍ବବୃହତ ଖାଦ୍ୟ ଭଣ୍ଡାରଣ ଯୋଜନାକୁ ଅନୁମୋଦନ ଦେଇଛି । ଏହି ଯୋଜନା ଅଧିନରେ ଦେଶର ଖାଦ୍ୟଶସ୍ୟ ଭଣ୍ଡାରଣ କ୍ଷମତାକୁ ବୃଦ୍ଧି କରିବାକୁ ପ୍ରତି ବ୍ଲକରେ ୨ ହଜାର ଟନ କ୍ଷମତାର ଗୋଦାମ ନିର୍ମାଣ…

ପରୀକ୍ଷାରେ କମ୍ ମାର୍କ ରହିଲା ବୋଲି ଜଣେ ୩ ମହଲା ଉପରୁ ଓ ଅନ୍ୟଜଣେ ନଦୀକୁ ଡେଇଁଲେ

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ମାର୍କ କମ୍‌ ରହିବାରୁ ମାନସୀକ ଭାରସାମ୍ୟ ହରାଇ ଦୁଇ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ। ଗୋଟିଏ ଘଟଣା ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ନୀଳଗିରି ଏନଏସି ସିମୁଳିଆ ଅଞ୍ଚଳରେ ଘଟିଥିବା ବେଳେ ଅନ୍ୟଟି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଘଟିଛି।…

ଶୃଙ୍ଗାରଗୌରୀ ପୂଜା ପ୍ରସଙ୍ଗରେ ମୁସଲମାନ ପକ୍ଷର ଆବେଦନ ଆହ୍ଲାବାଦ ହାଇକୋର୍ଟରେ ଖାରଜ

ଆହ୍ଲାବାଦ : ବାରଣାସୀରେ ମା’ ଶୃଙ୍ଗାରଗୌରୀଙ୍କ ନିୟମିତ ପୂଜା ମାମଲାରେ ମୁସଲମାନ ପକ୍ଷ ପକ୍ଷରୁ ଦାୟର ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଶୃଙ୍ଗାରଗୌରୀଙ୍କ ନିୟମିତ ପୂଜା କରିବା ପାଇଁ ଅନୁମତି ଲୋଡ଼ି ରାକ୍ଷୀ ସିଂହ ଅନ୍ୟ ୪ ଜଣ ମହିଳା…

ଶେରଗଡ଼ରୁ-ପୁରୀକୁ ଗଡିଲା ପ୍ରଥମ ଏସି ବସ୍ ଜଗନ୍ନାଥ ଏକ୍ସପ୍ରେସ୍‌, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ଶେରଗଡ଼: ଜଗନ୍ନାଥ ଧାମ୍ ପୁରୀକୁ ଆଜି ଗଞ୍ଜାମ ଜିଲ୍ଲାର ଶେରଗଡ଼ରୁ ଗଡିଲା ପ୍ରଥମ ଏସି ବସ୍ ‘ଜଗନ୍ନାଥ ଏକ୍ସପ୍ରେସ୍‌’ ଗଡ଼ିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫେରେନ୍‌ସ ଜରିଆରେ ଶେରଗଡ-ପୁରୀ ମଧ୍ୟରେ ଜଗନ୍ନାଥ ଏକ୍ସପ୍ରେସ ଏସି ବସ ସେବା ଚଳାଚଳକୁ…

କଟକ ବକ୍ସଡ୍ରେନ୍‌ରେ ନାବାଳିକା ମୃତ୍ୟୁ: ସିଏମ୍‌ସିର ୨ ସହକାରୀ ଯନ୍ତ୍ରୀ ସସ୍‌ପେଣ୍ଡ

ଭୁବନେଶ୍ବର/କଟକ: କଟକ ମହାନଗର ନିଗମ ଅଧିନ କେଶରପୁର ଗହ୍ମାଡିଆ ନିକଟରେ ନିର୍ମାଣାଧୀନ ବକ୍ସ ଡ୍ରେନ କାମରେ ନର୍ଦ୍ଦମା ପାଣି ନିଷ୍କାସନ ପାଇଁ ବ୍ୟବହାର ହେଉଥିବା ପାଇପ ତଳେ ଚାପି ‌ହୋଇ ମଙ୍ଗଳବାର ଅପରାହ୍‌ଣରେ ନାବାଳିକା ମୃତ୍ୟୁ ଘଟଣାରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ…