ମଣିପୁରରେ ପହଞ୍ଚିଲେ ଅମିତ ଶାହା
ଇମ୍ଫାଲ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋମବାର ମଣିପୁରରେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ଏବଂ ଅନ୍ୟ ରାଜ୍ୟ ମନ୍ତ୍ରୀଙ୍କ ସହ ଏକ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ସେଠାରେ ମଣିପୁରରେ ହିଂସାକୁ ନେଇ ଆଲୋଚନା କରିବା ସହ ସୁରକ୍ଷା ପରିସ୍ଥିତିର ଆକଳନ…
ଇମ୍ଫାଲ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋମବାର ମଣିପୁରରେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ଏବଂ ଅନ୍ୟ ରାଜ୍ୟ ମନ୍ତ୍ରୀଙ୍କ ସହ ଏକ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ସେଠାରେ ମଣିପୁରରେ ହିଂସାକୁ ନେଇ ଆଲୋଚନା କରିବା ସହ ସୁରକ୍ଷା ପରିସ୍ଥିତିର ଆକଳନ…
ଦିଲ୍ଲୀ ନାବାଳିକାକୁ ୪୦ ଥର ଛୁରୀ ଭୁସି ହତ୍ୟା କରିଥିବା ସାହିଲକୁ ପୋଲିସ ଗିରଫ କରିଛି । ପୋଲିସ ସାହିଲକୁ ଗରଫ କରି ପଚରାଉଚରା କରିବାରୁ ସବୁ ସତ ମାନିଛି ସାହିଲ । ସାହିଲ କହିବା ମୁତାବକ, ମୁଁ ପଶ୍ଚାତାପ କରୁନି…
ରାମଗଡ଼: ଅଞ୍ଚଳବାସୀ ଓ ପଞ୍ଚାୟତ ପ୍ରତିନିଧିମାନଙ୍କ ପ୍ରତିବାଦ ପରେ ଝାଡ଼ଖଣ୍ଡ ରାମଗଡ଼ ଜିଲ୍ଲାର ମଣ୍ଡୁ ବ୍ଲକ୍ ଅନ୍ତର୍ଗତ କୁଜୁସ୍ଥିତ ଏକ ସରକାରୀ ଉଚ୍ଚବିଦ୍ୟାଳୟ ପାକିସ୍ତାନୀ ନେବେଲ ଶାନ୍ତି ବିଜେତ୍ରୀ ତଥା ନାରୀଶିକ୍ଷା କର୍ମୀ ମଲାଲା ୟୁସୁଫଜାଇଙ୍କ ଫଟୋ ଥିବା ବ୍ୟାନରକୁ ଦୁଇଦିନ…
ନୂଆଦିଲ୍ଲୀ: ଜାମ୍ମୁୁରେ ଖାଇକୁ ଖସିଲା ବସ୍, ୭ ମୃତ। ଅମ୍ରତଶରରୁ କଟରା ଆସୁଥିଲା ବସ୍ । ଜମ୍ମୁ-କାଶ୍ମୀର ଝଜର କଟୋଲୀ ଅଞ୍ଚଳରେ ଭାରସାମ୍ୟ ହରାଇ ଖସିପଡିଲା ବସ୍ । ଘଟଣା ସ୍ଥଳରେ ୭ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି…
ଇମ୍ଫାଲ: ମଣିପୁରରେ ହିଂସା ଥମୁନି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜିଠାରୁ ୪ ଦିନିଆ ମଣିପୁର ଗସ୍ତରେ ଅଛନ୍ତି। ସେ ଆଜି ସନ୍ଧ୍ୟାରେ ମଣିପୁରରେ ପହଞ୍ଚିଛନ୍ତି। ତେବେ ତାଙ୍କ ଗସ୍ତର କିଛି ଘଣ୍ଟା ପୂର୍ବରୁ ରାଜ୍ୟରେ ସାନି ହିଂସା ଉପୁଜିଛି।…
ଭୁବନେଶ୍ୱର : ଡିଜିଟାଲ୍ ମୋଡରେ ଲାଞ୍ଚ ନ ନେବାକୁ ସତର୍କ କରିଛି ଓଡ଼ିଶା ଭିଜିଲାନ୍ସ। ଲାଞ୍ଚ ନେଉଥିବା ବ୍ୟକ୍ତି ଓ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ ବୋଲି ଓଡ଼ିଶା ଭିଜିଲାନ୍ସ ଚେତାବନୀ ଦେଇଛି। ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଯେ,…
ଜଗତସିଂହପୁର: ସ୍କୁଟିକୁ ପିଟିଲା ଟ୍ରକ୍, ମା’ ଓ ଝିଅ ମୃତ। ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଚସାପଡା ଗାଁରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମାଆ ଓ ଝିଅ ସ୍କୁଟିରେ ଜଗତସିଂହପୁର ମେଡିକାଲ ଆସୁଥିବାବେଳେ ଏକ ଇଟା ବୋଝେଇ ଟ୍ରକ ସହ…
ଭଦ୍ରକ : ପାରିବାରିକ କଳହର କରୁଣ ପରିସ୍ଥିତି। ନିଜ ସ୍ତ୍ରୀକୁ କଟୁରୀରେ ହତ୍ୟା କରିବା ପରେ ଗଛରେ ରସି ଲଗାଇ ଆତ୍ମହତ୍ୟା କଲା ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ଧାମନଗର ଥାନା ଅଧିନସ୍ଥ ମୁଲଣା ସାହି ଗ୍ରାମରେ।…
ଭୁବନେଶ୍ୱର: ବିଦ୍ୟୁତ୍ ସଂଯୋଗୀକରଣ ପାଇଁ ଲଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ। ଲାଞ୍ଚ ନେଇ ଗିରଫ ହେଲେ TPCODLର ଜଣେ ଅଧିକାରୀ। TPCODL ଅଧିକାରୀ ତରୁଣ ନାୟକ ଏବଂ ଶୈଳଜା ମୁଦୁଲିଙ୍କୁ ଗିରଫ କରିଛି ଟିମ୍। ଫୋନ୍ ପେ ଜରିଆରେ…
ବାଲିଗୁଡା: ବାଲିଗୁଡା ସହରରେ ବାଘ ଆତଙ୍କ। ବାଲିଗୁଡା ଏକ ନମ୍ବର ୱାର୍ଡର ବଡ ଗାଁ ଅଂଚଳରେ ଗତ ଏକ ସପ୍ତାହ ଧରି ଗୋଟିଏ ବାଘ ବୁଲୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବଡ ଗାଁ ପମ୍ପ ହାଉସ ନିକଟସ୍ଥ ନଦୀ କୁଳରେ…