ଆସନ୍ତାକାଲି ପ୍ରକାଶ ପାଇବ +୨ ପରୀକ୍ଷା ଫଳ
ଭୁବନେଶ୍ୱର : ଆସନ୍ତାକାଲି ପ୍ରକାଶ ପାଇବ +୨ ପରୀକ୍ଷା ଫଳ । ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇବ । CHSE ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ବିଜ୍ଞାନରେ ୯୩ ହଜାର ୮୯୫ ଛାତ୍ରଛାତ୍ରୀ ପରୀକ୍ଷା…
ଭୁବନେଶ୍ୱର : ଆସନ୍ତାକାଲି ପ୍ରକାଶ ପାଇବ +୨ ପରୀକ୍ଷା ଫଳ । ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇବ । CHSE ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ବିଜ୍ଞାନରେ ୯୩ ହଜାର ୮୯୫ ଛାତ୍ରଛାତ୍ରୀ ପରୀକ୍ଷା…
ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାଜାନ୍ଦ୍ରାଭିଷେକ ନୀତି। ଶ୍ରୀମନ୍ଦିରରେ ସଂଧ୍ୟାଧୂପ ନୀତି ଶେଷହେବା ପରେ ଆଜ୍ଞାମାଳ ପାଇ ମଦନମୋହନ ଖଟ ଉପରକୁ ବିଜେ କରିବେ । ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର ବନ୍ଦ କରାଯାଇ ଜଗମୋହନ ଭିତର ଅନ୍ଧାର କରାଯିବ । ମହାପ୍ରଭୁଙ୍କ…
କରଞ୍ଜିଆ : ଲାଞ୍ଚ ନେଇ ବନ୍ଧା ହେଲେ ତହସିଲଦାର। ଲାଞ୍ଚ ନେବା ଅଭିଯୋଗରେ କରଞ୍ଜିଆ ତହସିଲଦାର ଚାର୍ଲସ ନାୟକକୁ ଗିରଫ କଲା ଭିଜିଲାନ୍ସ। ଗିରଫ ପରେ ଆଜି ବାରିପଦା କୋର୍ଟରେ ହାଜର କରାଯିବ। ତହସିଲଦାରଙ୍କ ସହଯୋଗୀ ଫେରାର ଅଛନ୍ତି । ଭିଜିଲାନ୍ସ…
ନୂଆଦିଲ୍ଲୀ : ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ ଜୁଲାଇ ୧୧ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆପାତତଃ ସ୍ଥିର କରିଛନ୍ତି। ହେଲେ ଶୁଣାଣିର ନିର୍ଦ୍ଦିଷ୍ଟ ତାରିଖ ନେଇ ଟ୍ରିବ୍ୟୁନାଲ ରେଜିଷ୍ଟ୍ରାର ପକ୍ଷଭୁକ୍ତ…
କୋରାପୁଟ : କୋଟିଆ ଅକ୍ତିଆର ପାଇଁ କେବଳ ଆନ୍ଧ୍ରର ଶାସକ ଦଳ କିମ୍ବା ପ୍ରଶାସନ ନୁହଁ, ଏବେ ରାଜନୈତିକ ଦଳ ଗୁଡ଼ିକ ମଧ୍ୟ ତତ୍ପର ହେଲେଣି। କୌଣସି ପରିସ୍ଥିତିରେ ବି ଓଡ଼ିଶା ହାତରୁ କୋଟିଆକୁ ଛଡ଼ାଇ ନେବାକୁ ମସୁଧା ଚାଲିଥିବା ବେଳେ…
ଆମଷ୍ଟରଡାମ : ନେଦରଲାଣ୍ଡ କର୍ତ୍ତୃପକ୍ଷ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପୂର୍ବତନ ଜ୍ବାଇଁଙ୍କର ଏକ ଜମି ଜବତ କରିଥିବା ଜଣାପଡ଼ିଛି। ପୁଟିନଙ୍କ ପୂର୍ବତନ ଜ୍ବାଇଁ ଜୋରିଟ ଫାସେନ ହେଉଛନ୍ତି ଜଣେ ଡଚ୍ ବ୍ୟବସାୟୀ, ଯେକି ପୂର୍ବରୁ ପୁଟିନଙ୍କ ଝିଅ ମାରିଆ ବୋରୋଣ୍ଟସୋଭାଙ୍କୁ…
ନୂଆଦିଲ୍ଲୀ: ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ଏନ୍ଡିଏ) ଗଠନ ହେବାର ଏଥିମଧ୍ୟରେ ୨୫ ବର୍ଷ ପୂରିଛି। ୧୯୯୮ ମସିହା ମେ ୧୫ ତାରିଖରେ ଏହି ମେଣ୍ଟ ଗଠନ ହୋଇଥିଲା। ଗତକାଲି ବିଜେପି ନେତୃତ୍ବାଧୀନ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନଙ୍କର ଛଅଘଣ୍ଟା ବ୍ୟାପୀ ଅନୁଷ୍ଠିତ…
ନୂଆଦିଲ୍ଲୀ : ନୂଆ ସଂସଦ ଭବନ ଉଦ୍ଘାଟନକୁ ନେଇ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ଦେଶର ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ସେ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନବାସୀଙ୍କୁ ଆହ୍ବାନ କରିଛନ୍ତି, ଯେଉଁଠି ଚଳିତବର୍ଷ…
ନୂଆଦିଲ୍ଲୀ : ତିନିଦିନିଆ ସିଙ୍ଗାପୁର ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଗସ୍ତର ପ୍ରଥମ ଦିନରେ ସିଙ୍ଗାପୁରର ଉପପ୍ରଧାନମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ଲରେନ୍ସ ଓ୍ୱଙ୍ଗ ଏବଂ ସିଙ୍ଗାପୁରର ବାଣିଜ୍ୟ ଓ ଶିଳ୍ପ…
ଭୁବନେଶ୍ୱର: ଏଣିକି ବିଭାଜିତ ଏବଂ ବିକ୍ରି ହୋଇପାରିବ ଚକବନ୍ଦୀ ଜମି। ଏହା ସହ ଜମିପଟ୍ଟା ମଧ୍ୟ ସଂଶୋଧନ କରିପାରିବେ ଜମି ମାଲିକ। ଆଜି ଏ ସମ୍ପର୍କିତ ଚକବନ୍ଦୀ ଆଇନରେ ଥିବା ଧାରା ୩୪ ଏବଂ ୩୫ ନିଷେଧ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ…