ଆମ ସେନା ପାଖରେ ଏପରି ଟ୍ୟାଙ୍କ ନାହିଁ ଯାହା ଭାରତକୁ ସାମ୍ନା କରିପାରିବ: ପୂର୍ବତନ ପାକ୍ ସେନାମୁଖ୍ୟ ବାଜୱା
ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଭଲ ନଥିବା ବେଳେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦୁଇ ପାକିସ୍ତାନୀ ସାମ୍ବାଦିକ ପାକିସ୍ତାନର ପୂର୍ବତନ ସେନା ମୁଖ୍ୟ କମର ଜାଭେଦ୍ ବାଜୱାଙ୍କ ବିଷୟରେ…
