May 2024

‘ତଥ୍ୟ ଲୁଚାଇଛନ୍ତି ଶାରଦା ନାୟକ; ତାଙ୍କ ନାମାଙ୍କନ ରଦ୍ଦ କରାଯାଉ’

ରାଉରେକଲା : ନାମାଙ୍କନପତ୍ର ଦାଖଲ ବେଳେ ସମ୍ପୂର୍ଣ୍ଣ ତଥ୍ୟ ଦେଇନାହାନ୍ତି ରାଉରକେଲା ବିଜେଡି ପ୍ରାର୍ଥୀ ଶାରଦା ନାୟକ। ସେ ଅନେକ ତଥ୍ୟ ଲୁଚାଇଛନ୍ତି। ନିଜ ନାଁରେ ଥିବା ୨ଟି ଫୌଜଦାରୀ ମାମଲା ସଂପର୍କରେ ସେ ସତ୍ୟପାଠରେ କୌଣସି ତଥ୍ୟ ଦେଇନାହାନ୍ତି। ତେଣୁ…

୪ ଲୋକସଭା ଆସନର ୩୭ ସାଂସଦ ପ୍ରାର୍ଥୀଙ୍କ ମଧ୍ୟରୁ ୧୭ଜଣ କୋଟିପତି

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ୪ ଲୋକସଭା ଆସନ ବ୍ରହ୍ମପୁର, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁରର ପାଇଁ ନାମାଙ୍କନ ଦାଖଲ କରିଥିବା ୩୭ ପ୍ରାର୍ଥୀଙ୍କ ସତ୍ୟପାଠ ଆଧାରରେ ‌କେତେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ପ୍ରଥମ ପର୍ଯ୍ୟାୟ…

ଓଡ଼ିଶାରେ ପ୍ରତିଷ୍ଠା ହେବ ଗ୍ରୀନ୍‌ ହାଇଡ୍ରୋଜେନ ଓ ଗ୍ରୀନ୍‌ ଆମୋନିଆ ପ୍ରକଳ୍ପ

ଭୁବନେଶ୍ବର :ଓଡ଼ିଶାରେ ଗ୍ରୀନ୍‌ ହାଇଡ୍ରୋଜେନ ଓ ଗ୍ରୀନ୍‌ ଆମୋନିଆ ପ୍ରକଳ୍ପ କରିବ ଗୁରୁଗ୍ରାମ ଭିତ୍ତିକ ହାଇଜେନକୋ ଗ୍ରୀନ୍‌ ଏନର୍ଜୀ। ଟାଟା ଷ୍ଟିଲ ଏସ୍ଇଜେଡର ଗୋପାଳପୁର ଶିଳ୍ପ ପାର୍କରେ ସ୍ଥାପନ କରିବ ୧ ନିୟୁତ ଟନ କ୍ଷମତା ବିଶିଷ୍ଟ ଗ୍ରୀନ୍‌ ଆମୋନିଆ ପ୍ରକଳ୍ପ।…

ଶକ୍ତି ଦେଖାଇ ସମୀରଙ୍କ ସମର୍ଥକଙ୍କ ଇସ୍ତଫା; ଦେଲେ ୨୪ ଘଣ୍ଟା ସମୟ

ଭୁବନେଶ୍ବର : ଶକ୍ତି ପ୍ରଦର୍ଶନ କରି ବିଜେଡି ଛାଡ଼ିଲେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କ ସମର୍ଥକ। ସମୀରଙ୍କ ଉପସ୍ଥିତିରେ ଭରା ସଭାରେ ସମର୍ଥକମାନେ ଇସ୍ତଫା ନେଇ ଘୋଷଣା କରିଛନ୍ତି। ଆଉ ନିଷ୍ପତ୍ତି ନେବା ପାଇଁ ସମୀରଙ୍କୁ ୨୪ ଘଣ୍ଟା ସମୟ…

ସପ୍ତାହେ ଭିତରେ ଓଡ଼ିଶାକୁ ୨ ଥର ଆସିବେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ବର: ଚଳିତ ନିର୍ବାଚନରେ ଶାସକ ବିଜୁ ଜନତା ଦଳ (ବିଜେଡି) ଓ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ଜୋରଦାର ଲଢ଼େଇ ହେବାକୁ ଯାଉଛି। ନବୀନ ପଟ୍ଟନାୟକ ଓ ୫ଟି ରୂପାନ୍ତରଣ କାର୍ଯ୍ୟକୁ ପ୍ରସଙ୍ଗ କରି ବିଜେଡି ଅବତୀର୍ଣ୍ଣ ହୋଇଥିବା ବେଳେ…

‌ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିକାଶକୁ ଆଗେଇ ନେବା ଭଳି ସରକାର ଓଡ଼ିଶାରେ ହେବା ଦରକାର: ଜୟଶଙ୍କର

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିରେ ଓଡ଼ିଶାର ମର୍ଯ୍ୟାଦା ସ୍ବତନ୍ତ୍ର ଭାବ‌ରେ ରହିଛି। ଭାରତ ସରକାରଙ୍କ ଆୟୋଜନରେ ନୂଆଦିଲ୍ଲୀରେ ଆୟୋଜିତ ଜି-୨୦ ସମ୍ମିଳନୀରେ କୋଣାର୍କ ଚକ୍ରକୁ ସ୍ଥାନିତ କରାଯାଇଥିଲା ବୋଲି କେନ୍ଦ୍ରମନ୍ତ୍ରୀ ଏସ୍‌ ଜୟଶଙ୍କର ଶନିବାର ଅପରାହ୍‌ଣରେ ଏହା କହିଛନ୍ତି। ଭୁବନେଶ୍ବରସ୍ଥିତ…

୪୦ ଡିଗ୍ରୀ ଉପରେ ୨୭ ସହର; ବୌଦ୍ଧ ଓ ନୂଆପଡ଼ା ରାଜ୍ୟର ଉତ୍ତପ୍ତ

ଭୁବନେଶ୍ବର : ତାତିରେ ଲାଗୁନି ବ୍ରେକ୍‌। ଆଜି ୪୦ ଡିଗ୍ରୀ ଉପରେ ୨୭ ସହର। ବୌଦ୍ଧ ଓ ନୂଆପଡ଼ା ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ଏହି ଦୁଇ ସହରର ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର…

ରାଜ୍ୟପାଳଙ୍କ ନାମରେ ଅସଦାଚରଣ ଅଭିଯୋଗ: ରାଜଭବନକୁ ସିସିଟିଭି ଫୁଟେଜ ମାଗିଲା କୋଲକାତା ପୁଲିସ

କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ବିରୋଧରେ ଜଣେ ମହିଳାଙ୍କ ପ୍ରତି ଅସଦାଚରଣ ଅଭିଯୋଗରେ କୋଲକାତା ପୁଲିସ ବର୍ତ୍ତମାନ ଏକ ତଦନ୍ତ ଟିମ ଗଠନ କରିଛି। ଶନିବାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆସନ୍ତା କିଛି ଦିନ ମଧ୍ୟରେ…

୨ ଦିନ ହେଲା ନିଖୋଜ ଥିଲେ, ଆଜି ମିଳିଲା କଂଗ୍ରେସ ନେତାଙ୍କ ଦଗ୍ଧ ମୃତଦେହ

ଚେନ୍ନାଇ : ତାମିଲନାଡୁ କଂଗ୍ରେସର ଜଣେ ଟାଣୁଆ ନେତାଙ୍କ ଦଗ୍ଧ ମୃତଦେହ ଆଜି ମିଳିଛି। ସେ ଦୁଇ ଦିନ ହେଲା ନିଖୋଜ ଥିବା ବେଳେ ଆଜି ତାଙ୍କ ମାଲିକାନାରେ ଥିବା ଗୋଟିଏ ଜମିରୁ ମୃତଦେହ ମିଳିଛି। ତେବେ କେଉଁ ପରିସ୍ଥିତିରେ ତାଙ୍କର…

ବିଜେପିର ହିନ୍ଦୁତ୍ୱ ଗୋମୂତ୍ରଧାରୀ, ଆମର ହିନ୍ଦୁତ୍ୱ ସଂସ୍କାରବାଦୀ: ଉଦ୍ଧବ ଦେଲେ ବିବାଦୀୟ ମନ୍ତବ୍ୟ

ମୁମ୍ବାଇ: ଭାରତୀୟ ଜନତା ପାର୍ଟି (ବିଜେପି)କୁ କଡ଼ା ସମାଲୋଚନା କରି ଶିବସେନା (ୟୁବିଟି) ମୁଖ୍ୟ ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପୁଣି ଥରେ “ଗୋମୂତ୍ର” ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କୁ ଘେରିଛନ୍ତି। ମହାରାଷ୍ଟ୍ରର ରତ୍ନାଗିରି-ସିନ୍ଧୁଦର୍ଗ ଜିଲ୍ଲାର କଂକାଭାଲିରେ…