ଟିଟିଲାଗଡ଼ ୪୫ ଡ଼ିଗ୍ରି ତାପମାତ୍ରା ସହ ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ବର: ଗ୍ରୀଷ୍ମ ପ୍ରବହାରୁ ଆଜି ମଧ୍ୟ ତ୍ରାହି ମିଳି ନାହିଁ। ରାଜ୍ୟର ୨୬ଟି ସହ ରେ ତାପମାତ୍ରା ୪୦ଡ଼ିଗ୍ରି କିମ୍ବା ଅଧିକ ରେକର୍ଡ ହୋଇଛି। ୪୫ଡ଼ିଗ୍ରି ତାପମାତ୍ରା ସହ ଟିଟିଲାଗଡ଼ ରାଜ୍ୟର ଉତ୍ତପ୍ତ ସହର ହୋଇଥିବା ବେଳେ ବୌଦ୍ଧରେ ୪୪.୬ ଡିଗ୍ରି…

ବିଜେପି ଇସ୍ତାହାରକୁ ପାଣ୍ଡିଆନଙ୍କ କଟାକ୍ଷ

ଭୁବନେଶ୍ୱର: ବିଜେପିର ଇସ୍ତାହାରକୁ ବିଜେଡିର ନମ୍ବର ଟୁ ନେତା ଭି. କେ ପାଣ୍ଡିଆନ କଲେ ସମାଲୋଚନା। କହିଲେ ଲୋକଙ୍କୁ ଭୂଆଁ ବୁଲାଇବାକୁ ଇସ୍ତାହାର ତିଆରି ହୋଇଛି। ସେ କହିଛନ୍ତି, ଯଦି ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପିଛା ୩ ହଜାର ଟଂକା କରିବାର…

କଂଗ୍ରେସରୁ ଇସ୍ତଫା ଦେଲେ ରାଧିକା ଖେଡା

ନୂଆଦିଲ୍ଲୀ: ରାଧିକା ଖେଡା କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଘୋଷଣା କରିଛନ୍ତି। ନିକଟରେ ରାଧିକାଙ୍କ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ସେ କାନ୍ଦୁଥିବାର ନଜର ଆସିଥିଲେ। ଇସ୍ତଫା ଦେବାବେଳେ ରାଧିକା କହିଛନ୍ତି ଯେ ମୁଁ ଜଣେ ଝିଅ ଏବଂ ଲଢ଼ିପାରେ। ରାଧିକା…

‘ସଂକଳ୍ପ ପତ୍ର’ ଉନ୍ମୋଚନ କଲେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା

ଭୁବନେଶ୍ବର: ରାଜ୍ୟ ବିଜେପି ନିର୍ବାଚନ ଇସ୍ତାହାର ‘ସଂକଳ୍ପ ପତ୍ର’ ଉନ୍ମୋଚିତ । ଭୁବନେଶ୍ବରରେ ସଂକଳ୍ପ ପତ୍ର ଉନ୍ମୋଚନ କଲେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା । ବିଜେପି ସଂକଳ୍ପ ପତ୍ର ‘ଓଡିଶା ପାଇଁ ମୋଦୀ ଗ୍ୟାରେଣ୍ଟି’ ବୋଲି ନିଜ ବକ୍ତବ୍ୟରେ…

କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ ନିଲମ୍ବିତ

ନୂଆଦିଲ୍ଲୀ: ଭାରତର ଷ୍ଟାର ଅଲିମ୍ପିକ୍ସ ପଦକ ବିଜେତା କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ଝଟକା  ଲାଗିଛି।  ଜାତୀୟ ଆଣ୍ଟି-ଡୋପିଂ ଏଜେନ୍ସି (ନାଡା) ଦ୍ୱାରା ବଜରଙ୍ଗ ପୁନିଆଙ୍କୁ ନିଲମ୍ବିତ କରାଯାଇଛି। ତେବେ ଏହି ନିଲମ୍ବନ ସାମୟିକ ବୋଲି କୁହାଯାଉଥିବା ବେଳେ ଯେପର୍ଯ୍ୟନ୍ତ ଏହା କୋହଳ…

ବୀରମହାରାଜପୁରରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର

ସୋନପୁର: ବୀରମହାରାଜପୁରରେ ଭିକେ ପାଣ୍ଡିଆନଙ୍କ ପ୍ରଚାର । ଲୋକଙ୍କ ମୁହଁରେ ହସ ଫୁଟିଲେ ମୁଖ୍ୟମନ୍ତ୍ରୀ ଖୁସି ହୁଅନ୍ତି ବୋଲି କହିଛନ୍ତି ପାଣ୍ଡିଆନ୍ । ବିରୋଧିଙ୍କୁ ସିଧାସଳଖ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି ଯେ, ବିରୋଧୀଙ୍କର କଥା ବେଶି, କାମ କମ୍ ।…

ଚାକିରି ଦେବା ନାମରେ ୧୭ ଲକ୍ଷ ଟଙ୍କା ଠକେଇ, ଗିରଫ ହେଲେ ୩ ଠକ

କେନ୍ଦୁଝର : ଚାକିରି ନାଁରେ ଯୁବକ ଓ ଯୁବତୀଙ୍କ ସହ ଖେଳାଯାଉଛି ଖେଳ । ବର୍ତ୍ତମାନର ଯୁବପିଢ଼ି ଚାକିରି ଆଶାରେ ଠକାମିର ଶିକାର ହେଉଛନ୍ତି । ଦିନକୁ ଦିନ ବଢ଼ିଚାଲିଛି ଠକେଇର ମାମଲା । ଠକମାନେ ଟଙ୍କା ଲୁଟିବା ପାଇଁ ସାଧାରଣ…

ବର୍ତ୍ତମାନ ଟୁରିଷ୍ଟ ଭଳି ନେତା ମାନେ ଆସୁଛନ୍ତି: ପାଣ୍ଡିଆନ

ବୌଦ୍ଧ: ସାଧାରଣ ନିର୍ବାଚନ ପାଇଁ ବୌଦ୍ଧ ଜିଲାରେ ତ୍ରିମୁଖି ଲଢାଇ ହେବାକୁ ଯାଉଥିବା ବେଳେ ଆଜି ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ବୌଦ୍ଧ ନିର୍ବାଚନ ମଣ୍ଡଳିର ପୁରୁଣାକଟକ ଠାରେ ଦଳ ପାଇଁ ପ୍ରଚାର କରିଛନ୍ତି। ପୁରୁଣାକଟକର ମିନି ଷ୍ଟାଡିୟମ ଠାରେ ଦିନ…

ନଗଦ ୨,୦୦୦ କୋଟି ଟଙ୍କା ଜବତ କଲା ଆନ୍ଧ୍ରପ୍ରଦେଶ ପୁଲିସ, ୪ କଣ୍ଟେନର ଜବତ

ନିର୍ବାଚନ ପ୍ରଚାର ସମୟରେ ଜବତ ହେଉଛି ପୁଳା ପୁଳା ଟଙ୍କା। ଏହିକ୍ରମରେ ଆଜି ଆନ୍ଧ୍ରପ୍ରଦେଶ ପୁଲିସ ୨,୦୦୦ କୋଟି ନଗଦ ଟଙ୍କା ଜବତ କରିବା ସହ ୪ଟି କଣ୍ଟେନରକୁ ଜବତ ରଖିଥିଲା। ଏହି ସବୁ କଣ୍ଟେନର କେରଳରୁ ଆନ୍ଧ୍ରପ୍ରଦେଶକୁ ଯାଉଥିଲା। ସୂଚନା ଅନୁସାରେ,…

ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ନାଁରେ ନିର୍ବାଚନ କମିସନରଙ୍କ ଆଗରେ ଫେରାଦ ହେଲା ବିଜେଡି

ଭୁବନେଶ୍ଵର: ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ବିରୋଧରେ ନିର୍ବାଚନ ଆଚରଣ ଵିଧି ଉଲଂଘନ ଅଭିଯୋଗ ଆଣିଲା ବିଜେଡି । ଏ ନେଇ ଇ-ମେଲ ଜରିଆରେ ଜାତୀୟ ନିର୍ବାଚନ କମିସନରଙ୍କୁ ଅବଗତ କରିଛି ବିଜୁ ଜନତା ଦଳ । ଯାହାର ନକଲ ରାଜ୍ଯ…