ବିଜେଡି କର୍ମୀଙ୍କ ଉପରେ ଗାଡ଼ି ଚଢାଇବାକୁ ଉଦ୍ୟମ ଅଭିଯୋଗ
ଯାଜପୁର : ବିଜେଡି ରାଲି ବେଳେ କର୍ମୀମାନଙ୍କ ଉପରେ ଗାଡ଼ି ଚଢାଇବାକୁ ଉଦ୍ୟମ । ଯାଜପୁର ଜିଲ୍ଲା ଧର୍ମଶାଳା ଠାରେ ବିଜେଡି କର୍ମୀଙ୍କ ଉପରେ ଗାଡ଼ି ଚଢାଇବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ରାଲି ଯାଉଥିବା ବେଳେ ଏକ ସ୍କର୍ପିଓ ଏକାଧିକ…
ଯାଜପୁର : ବିଜେଡି ରାଲି ବେଳେ କର୍ମୀମାନଙ୍କ ଉପରେ ଗାଡ଼ି ଚଢାଇବାକୁ ଉଦ୍ୟମ । ଯାଜପୁର ଜିଲ୍ଲା ଧର୍ମଶାଳା ଠାରେ ବିଜେଡି କର୍ମୀଙ୍କ ଉପରେ ଗାଡ଼ି ଚଢାଇବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ରାଲି ଯାଉଥିବା ବେଳେ ଏକ ସ୍କର୍ପିଓ ଏକାଧିକ…
ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ସୁବାସ ସାହୁଙ୍କ ଉପରେ ଆଜି ହୋଇଛି ମରଣାନ୍ତକ ଆକ୍ରମଣ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ତୋଟାପଡ଼ାରେ ତାଙ୍କ ଉପରେ ହୋଇଛି ସଂଘବଦ୍ଧ ଆକ୍ରମଣ। ସୁବାସଙ୍କ ସହିତ ତାଙ୍କର ୫ ସାଥୀଙ୍କ ଉପରେ ହୋଇଛି ଆକ୍ରମଣ। ବିଜେଡି କର୍ମୀମାନେ ଏହି…
କେନ୍ଦ୍ରାପଡା: ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ୟ୍ୟାୟ ନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଆଜି ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ରାପଡା ସଭାରେ ଜନସଭାକୁ ସମ୍ବୋଧିତ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ସରକାରଙ୍କ ଯୋଜନା…
ପାକିସ୍ତାନର ଜଣେ ନେତା ଭାରତର ନିର୍ବାଚନ ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଗ୍ନିବର୍ଷୀ ଭାଷଣଙ୍କୁ ସମର୍ଥନ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଠିକ ନିର୍ବାଚନ ବେଳେ ପାକିସ୍ତାନର ଜଣେ ନିର୍ଦ୍ଦିଷ୍ଟ ନେତା…
ସଭା ଓ ସମିତି ପାଇଁ ମାଇକ୍ ଭଡ଼ାରେ ଆସେ। ହେଲେ ମୁଖ୍ୟମନ୍ତ୍ରୀ ନେତା ଭଡ଼ାରେ ଆଣିଛନ୍ତି। ମୁଖ୍ୟମନ୍ତ୍ରୀ ତାମିଲ୍ନାଡୁରୁ ନେତା ଭଡ଼ାରେ ଆଣିଛନ୍ତି। ଆମେ କଣ ଏହାକୁ ସ୍ୱୀକାର କରିବା କି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନିର୍ବାଚନ…
ଚଳିତ ବର୍ଷ ମୌସୁମୀ ସ୍ୱାଭାବିକ ଠାରୁ ଅଧିକ ବର୍ଷିବ ବୋଲି ପୁଣିଥରେ ଦୋହରାଇଛି ଭାରତୀୟ ପାଣିପାଗ ବିଭାଗ। ଏପ୍ରିଲ ମାସରେ ବିଭାଗ ଯେଉଁ ଆକଳନ କରିଥିଲା ଆଜି ମଧ୍ୟ ଏଥିରେ କାଏମ ରହିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବରେ ଜୁଲାଇ ମାସରେ…
ଜଗତସିଂହପୁର: ସାରା ଭାରତବର୍ଷରେ ଏକ ନମ୍ୱର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶାକୁ ଏକ ନମ୍ୱର କରିବେ ନବୀନ ପଟ୍ଟନାୟକ ବୋଲି ଆଜି ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ଏକ ଜନସଭାକୁ ସମ୍ବୋଧିତ କଲାବେଳେ ଏହା କହିଛନ୍ତି ବିଜେଡି ବରିଷ୍ଠ ନେତା ଭିକେ ପାଣ୍ଡିଆନ ।…
ଯୌନ ଶୋଷଣ ଭଳି ସାଂଘାତିକ ମାମଲାରେ ଫସିଥିବା କର୍ଣ୍ଣାଟକାର ଜେଡିଏସ୍ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନା ଶେଷରେ କ୍ଷମା ମାଗିଛନ୍ତି। ତାଙ୍କ ଯୌନ କେଳେଙ୍କାରୀର ଭିଡିଓ ଭାଇରାଲ ହେବା ପରେ ସେ ଗତ ମାସରୁ ଜର୍ମାନୀ ଫେରାର ହୋଇ ଯାଇଥିଲେ। ନିର୍ବାଚନ ସମୟରେ…
ପୁରୀ : ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପହଞ୍ଚିଲା ବାସୁଙ୍ଗା ପାଟ l ତିଗିରିଆ ନୂଆପାଟଣା ଅଞ୍ଚଳରୁ ଆସିଛି ୩ କୁଇଣ୍ଟାଲ ବାସୁଙ୍ଗା ପାଟ l ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏହି ବାସୁଙ୍ଗା ପାଟକୁ ପ୍ରଶାସନିକ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି l ଶ୍ରୀ ମନ୍ଦିର…
ଭୁବନେଶ୍ବର: ପାଣ୍ଡିଆନଙ୍କ ପ୍ରରୋଚନାରେ ଓଡ଼ିଶାରେ ନିର୍ବାଚନୀ ହିଂସା ହେଉଛି ।ପାଣ୍ଡିଆନ ଓଡ଼ିଶାରେ ଆତଙ୍କରାଜ ସୃଷ୍ଟି କରିବାକୁ ଚାହୁଁଛନ୍ତି ଏହିଭଳି କହି ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ। ୨୪ ନିର୍ବାଚନରେ ଅଧିକ ଭୟଭୀତ ହୋଇ ବିଜେଡି ଏଭଳି ହିଂସା…