ଗୁଣ୍ଡା କ୍ରିମିନାଲକୁ ସମର୍ଥନ କରୁଛି ବିଜେପି: ସସ୍ମିତ ପାତ୍ର

ଭୁବନେଶ୍ୱର: ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ନାମକ ଜଣେ ଗୁଣ୍ଡାଙ୍କୁ କିଛି ଦିନ ତଳେ ଗିରଫ କରାଯାଇଥିଲା । ଗିରଫ ହେବା ପରେ ଆଜି ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଏବଂ କିଛି ଗଣମାଧ୍ୟମ ତାଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା…

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ ପୋଷ୍ଟ ହଟାଯାଇଛି । ଓଡ଼ିଶା ପୋଲିସର ସୋସିଆଲ ମିଡିଆ ମନିଟରିଂ ସେଲ୍ ପୋଷ୍ଟ ହଟାଇଛି । ଅପମାନଜନକ, ଘୃଣାତ୍ମକ, ହିଂସା ଉଦ୍ରେକକାରୀ…

ପ୍ରଚାର ପରେ ୨୪ ଘଣ୍ଟା ଧ୍ୟାନରେ ବସିବେ ମୋଦି

ଦେଶରେ ଚାଲିଥିବା ସାଧାରଣ ନିର୍ବାଚନ ଏବେ ଶେଷ ପର୍ଯ୍ୟାୟରେ। ଆସନ୍ତା ୧ ତାରିଖରେ ଶେଷ ପର୍ଯ୍ୟାୟ ଭୋଟିଂ ହେବ। ଏହାପରେ ଜୁନ ୪ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ୭ ପର୍ଯ୍ୟାୟରେ ଦେଶର ୫୪୩ ଲୋକସଭା ଓ କିଛି…

ଯୁବକଙ୍କୁ ଆକ୍ରମଣ ସହ ପରିବାର ଲୋକଙ୍କୁ ଗାଳିଗୁଲଜ କରି ବନ୍ଧା ହେଲେ ଦୁଇ ଅଭିଯୁକ୍ତ

ଭୁବନେଶ୍ବର: ଯୁବକଙ୍କୁ ଆକ୍ରମଣ କରିବା ସହ ତାଙ୍କ ଘରେ ପଶି ଗାଳିଗୁଲଜ କରିବା ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ନୟାପଲ୍ଲୀ ଥାନା ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ ଈଶ୍ବର ଦାସ ଓରଫ ଅପୁ (32) ଓ ମୁନା ଦାସ…

ବଡ଼ଚଣା ଓ ଓଡ଼ିଶାବାସୀଙ୍କ ସ୍ୱାଭିମାନ ସହ ଧୋକା କରିଛି ବିଜେଡି: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଯାଜପୁର: ଯାଜପୁର ଜିଲ୍ଲା ବଡ଼ଚଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶାଳ ଜନସଭାକୁ ସମ୍ବୋଧିତ କରି ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଅମର ଶତପଥୀଙ୍କ ସହ ବିଜେଡି ଧୋକା କରିଛି। ଏହାସହ ବଡ଼ଚଣା ଓ ଓଡ଼ିଶାବାସୀଙ୍କ ସ୍ୱାଭିମାନ ସହ…

୬ଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବେ ଶପଥ ଗ୍ରହଣ; ମିଳିବ ମା’ଙ୍କୁ ପେନସନ, ପିଲାଙ୍କୁ ବୃତ୍ତି

ଜଳେଶ୍ବର: ଚାଲିଛି ଛକାପଞ୍ଝା । ବିରୋଧୀ ଶାସକଙ୍କ ନାଁ ନେଇ ଶାସକ ବିରୋଧୀଙ୍କ ନାଁ ନେଇ । ଉଠୁଛି ପଡୁଛି ପ୍ରଚାର ମଇଦାନ । ଆରୋପ, ପ୍ରତ୍ୟାରୋପ ଆଉ ପ୍ରତିଶ୍ରୁତି, ଏହାରି ଉପରେ ବିଭିନ୍ନ ଦଳ ଭୋଟ ଅପିଲ୍ କରୁଛନ୍ତି ।…

ଆସାମ ଓ ମିଜୋରାମରେ ବାତ୍ୟା ରେମାଲ ପ୍ରଭାବ; ୨୪ ମୃତ, ୭ ନିଖୋଜ

ବାତ୍ୟା ରେମାଲ ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳରେ ଲ୍ୟାଣ୍ଡଫଲ୍ କରିଥିଲେ ମଧ୍ୟ ଏହାର ପ୍ରଭାବ ଆସାମ ଓ ମିଜୋରାମ ପଡିଛି। ବାତ୍ୟା ପ୍ରଭାବରେ ଲଗାଣ ବର୍ଷା କାରଣରୁ ଏହି ଦୁଇ ରାଜ୍ୟରେ ଜୀବନହାନୀ ସହ କ୍ଷୟକ୍ଷତି ଘଟିଛି। ସୂଚନା ଅନୁସାରେ, ଗତ…

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ଦାୟିତ୍ୱ ଗ୍ରହଣ କଲେ ପରମେଶ୍ୱର ଫୁଙ୍କୱାଲ

ଭୁବନେଶ୍ବର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ଆଇଆରଏମଏସ, ପରମେଶ୍ୱର ଫୁଙ୍କୱାଲ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଆଇଆଇଟି କାନପୁରର ପୂର୍ବତନ ଛାତ୍ର ଏବଂ ଭାରତୀୟ ରେଳବାଇ ଇଞ୍ଜିନିୟର୍ସ ସେବା (ଆଇଆରଏସଇ) ୧୯୮୮ ବ୍ୟାଚ୍ ଅଧିକାରୀ ଅଟନ୍ତି । ଦୀର୍ଘ ଦଶନ୍ଧିର…

ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର, ସମ୍ବଲପୁର ଓ ନୂଆପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର…

ICICI ବ୍ୟାଙ୍କ ଉପରେ ଲାଗିଲା ୧ କୋଟିର ଜୋରିମାନା, YES ବ୍ୟାଙ୍କ ଦେବ ୯୧ ଲକ୍ଷ ଟଙ୍କା

ଦେଶର ଦୁଇ ପ୍ରତିଷ୍ଠିତ ଘରୋଇ ବ୍ୟାଙ୍କ ଉପରେ ମୋଟା ଅଙ୍କର ଜୋରିମାନା ଲଗାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇ। ନିୟମ ଉଲ୍ଲଙ୍ଘନ କରି ଦୁଇ ବ୍ୟାଙ୍କ କାର୍ଯ୍ୟ କରୁଥିଲେ। ଏଥିପାଇଁ ଆରବିସିଆଇ ପକ୍ଷରୁ ICICI ବ୍ୟାଙ୍କ ଉପରେ ୧ କୋଟି…