ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ: ମିଶନଶକ୍ତିର ୨ ସିଆରପିଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ

କେନ୍ଦ୍ରାପଡ଼ା: ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗରେ ମିଶନଶକ୍ତିର ଦୁଇ ଜଣ ସିଆରପିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ନିଲମ୍ବିତ କରିଛନ୍ତି । ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତାଳସଙ୍ଗା ପଞ୍ଚାୟତରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ରୋଡ଼ ସୋ…

ମୟୂରଭଞ୍ଜ ଲୋକସଭା ଆସନ ପାଇଁ ଅଞ୍ଜନି ସୋରେନଙ୍କୁ ପ୍ରାର୍ଥୀ କଲା ଜେଏମ୍‌ଏମ୍‌

ରାଇରଙ୍ଗପୁର: ମୟୂରଭଞ୍ଜ ଲୋକସଭା ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କଲା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)। ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ଅଞ୍ଜନୀ ସୋରେନଙ୍କୁ ପ୍ରାର୍ଥୀ କରିଛି ଦଳ। ବିଜେପି ପ୍ରାର୍ଥୀ ନବଚରଣ ମାଝି ଓ ବିଜେଡି…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆସିଥିଲି ସମସ୍ୟା ବୁଝିବାକୁ, ଆଜି ଆସିଛି ତାର ହିସାବ ଦେବାକୁ: ପାଣ୍ଡିଆନ୍‌

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବିଧାନସଭା କ୍ଷେତ୍ର ପାଇଁ ବିଜେଡି ଦଳରୁ ସାଲୁଗା ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କନ୍ଧମାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ଭାବେ ଡ଼ଃ ଅଚ୍ୟୁତ ସାମନ୍ତ ମଧ୍ୟ ଫୁଲବାଣୀ ଠାରେ ନିଜ…

ବିଜେଡ଼ିର ୧୦୭ ବିଧାୟକଙ୍କ ମଧ୍ୟରୁ ମାତ୍ର ୨୫ଜଣଙ୍କ ଟିକେଟ କଟିଛି, ତଥାପି ସବୁଆଡେ ଅସନ୍ତୋଷ

ଭୁବନେଶ୍ବର : ଯେଉଁ ଗୋଷ୍ଠୀକନ୍ଦଳର ଆଶଙ୍କାରେ ବିଜେଡି ନିଜର ଟିକେଟ୍ କସରତ କରି ପୁରୁଣା ନେତାମାନଙ୍କୁ ତୁଷ୍ଟୀକରଣ କଲା, ଏବେ ସେହି ଫର୍ମୂଲା ଦଳ ପାଇଁ ବୁମେରାଂ ହେବାରେ ଲାଗିଛି । ତୃଣମୂଳସ୍ତରରେ ସରକାରବିରୋଧୀ ହାୱା, ଦଳୀୟ ସଂଗଠନରେ ତୀବ୍ର କନ୍ଦଳ…

ଏସଏଚଜି ମହିଳାଙ୍କୁ ପ୍ରଭାବିତ କରୁଛନ୍ତି ପାଣ୍ଡିଆନଙ୍କ ପତ୍ନୀ ସୁଜାତା, ନିର୍ବାଚନ କମିଶନଙ୍କୁ ଫେରାଦ ହେଲା ବିଜେପିର ସେଂଟ୍ରାଲ ଟିମ୍‌

ଭୁବନେଶ୍ବର : ବିଜେଡିର ନମ୍ବର-ଟୁ ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ପାଣ୍ଡିଆନଙ୍କ ବିରୁଦ୍ଧରେ ଆଜି ନିର୍ବାଚନ କମିଶନଙ୍କୁ ଫେରାଦ ହୋଇଛି ବିଜେପି। କ୍ଷମତାର ଦୁରୂପଯୋଗ କରି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଧମକଚମକ ଦେଇ ବିଜେଡି ସପକ୍ଷରେ ଭୋଟ୍ କରିବା ନିମନ୍ତେ…

ଦିଲ୍ଲୀ ଏଲ୍‌ଜିଙ୍କ ଛାଟ, ବିଦା ହେଲେ ମହିଳା କମିଶନର ୨୨୩ କର୍ମଚାରୀ

ନୂଆଦିଲ୍ଲଈ : ଦିଲ୍ଲୀ ଏଲ୍‌ଜିଙ୍କ ଛାଟ। ଆକ୍ସନ ମୁଡ୍‌ରେ ଉପରାଜ୍ୟପାଳ ବିନୟ ସାକ୍ସେନା। ବିଦା ହେଲେ ଦିଲ୍ଲୀ ମହିଳା କମିଶନର ୨୨୩ କର୍ମଚାରୀ। ଦିଲ୍ଲୀ ଏଲ୍‌ଜିଙ୍କ ନିର୍ଦ୍ଦେଶ ପରେ ତୁରନ୍ତ ଏହି କର୍ମଚାରୀଙ୍କୁ ଚାକିରିରୁ ବିଦା କରାଯାଇଛି। ଦିଲ୍ଲୀ ମହିଳା ଆୟୋଗର…

ପୁଣି ଉବୁଟୁବୁ ଦୁବାଇ, ସ୍କୁଲ-କଲେଜ ବନ୍ଦ, ବିମାନ ଉଡାଣ ବାତିଲ

ଦୁବାଇ : ପୁଣି ଉବୁଟୁବୁ ହେଲା ଦୁବାଇ। ସଂଯୁକ୍ତ ଆରବ ଏମିରେଟ୍‌ରେ ପୁଣି ପ୍ରବଳ ବର୍ଷା ସାଙ୍ଗକୁ ହେଲା ଭୟଙ୍କର ଝଡ ତୋଫାନ୍‌। ବର୍ଷା ଯୋଗୁ ପୁଣି ଥରେ ରାସ୍ତାଘାଟ ପଣି ଜମିଛି। ପ୍ରବଳ ବର୍ଷା ଯୋଗୁ ୟୁଏଇରେ ଅରେଞ୍ଜ ଆଲର୍ଟ…

ପ୍ରଜ୍ଜ୍ୱଳ ରେଭାନ୍ନାଙ୍କୁ ଭଗବାନ କୃଷ୍ଣଙ୍କ ସହ ତୁଳନା କଲେ ମନ୍ତ୍ରୀ

ବେଙ୍ଗାଲୁରୁ : ଅଶ୍ଳୀଳ ଭିଡିଓ ମାମଲାରେ ଫଶିଛନ୍ତି କର୍ଣ୍ଣାଟକ ଜେଡିଏସ୍‌ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନା। ଏବେ ତାଙ୍କୁ ନେଇ ଏକ ନୂଆ ବିବାଦ ଆରମ୍ଭ ହୋଇଛି। କର୍ଣ୍ଣାଟକର କଂଗ୍ରେସ ସରକାରର ଜଣେ ମନ୍ତ୍ରୀ ରେଭାନ୍ନାଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ସହ ତୁଳନା କରିଛନ୍ତି।…

ଅନ୍‌ଲାଇନ୍‌ରେ ଆସିଥିଲା ପାର୍ସଲ, ବିସ୍ଫୋରଣରେ ୨ ମୃତ

ଅହମ୍ମଦାବାଦ : ଅନ୍‌ଲାଇନ୍‌ରେ ଆସିଥିଲା ପାର୍ସଲ। ଖୋଲିବା ପରେ ହେଲା ଭୟଙ୍କର ବିସ୍ଫୋରଣ। ଚାଲିଗଲା ବାପା-ଝିଅଙ୍କ ଜୀବନ। ସେହିପରି ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁଜରାଟର ସାବରକଣ୍ଠାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗୁଜରାଟର ସାବରକଣ୍ଠା ବଡାଲି ତାଲୁକାର…

ପଥର ଖଣିରେ ଭୟଙ୍କର ବିସ୍ଫୋରଣ, ଚାଲିଗଲା ୪ ଜୀବନ

ବିଶାଖାପାଟଣା : ତାମିଲନାଡୁର ଭୀରୁଧୁନଗର ଜିଲ୍ଲାର ଏକ ପଥର ଖଣିରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୧୦ ଜଣ ଗୁରୁତର ହୋଇଛନ୍ତି। ଖାଦାନାରେ ନିୟୋଜିତ ଶ୍ରମିକମାନେ ଗୋଟିଏ ଗାଡ଼ିରୁ ବିସ୍ଫୋରକ ସାମଗ୍ରୀ…