May 2024

ବିଶ୍ୱର ସର୍ବବୃହତ ନିର୍ବାଚନ ଦେଖିବା ପାଇଁ ଭାରତରେ ୨୩ ଦେଶର ଇଏମବିର ୭୫ ପ୍ରତିନିଧି

ନୂଆଦିଲ୍ଲୀ: ନିର୍ବାଚନୀ ସ୍ୱଚ୍ଛତାର ପ୍ରତୀକ ଭାବରେ ଭାରତର ନିର୍ବାଚନ ଆୟୋଗ ସର୍ବୋଚ୍ଚମାନର ସାଧାରଣ ନିର୍ବାଚନ ଆୟୋଜନ ପାଇଁ ନିଜର ପ୍ରତିବଦ୍ଧତାର ଉଦାହରଣ ସୃଷ୍ଟି କରିଛନ୍ତି । ଏହି କ୍ରମରେ ଭାରତର ନିର୍ବାଚନ ଆୟୋଗଙ୍କ ନିମନ୍ତ୍ରଣକ୍ରମେ ବିଶ୍ୱ ନିର୍ବାଚନ ପରିଚାଳନା ସଂସ୍ଥା (ଇଏମବି)ଗୁଡ଼ିକୁ…

ଏଥର ଜାତୀୟ ସୁରକ୍ଷାକୁ ନେଇ କଂଗ୍ରେସ ଉପରେ ବର୍ଷିଲେ ମୋଦି

ନୂଆଦିଲ୍ଲୀ : ପୂର୍ବରୁ କଂଗ୍ରେସକୁ ସଂରକ୍ଷଣ, ଦୁର୍ନୀତି ଓ ନିର୍ବାଚନୀ ଇସ୍ତାହାର ଭଳି ପ୍ରସଙ୍ଗରେ ସମାଲୋଚନା କରୁଥିବା ପ୍ରଧାନମନ୍ତ୍ରୀ ମୋଦି ଆଜି ଜାତୀୟ ସୁରକ୍ଷାକୁ ମୂଳ ଅସ୍ତ୍ର କରିଛନ୍ତି। ଜାତୀୟ ସୁରକ୍ଷାକୁ ପ୍ରସଙ୍ଗ କରି ସେ କଂଗ୍ରେସ ଉପରେ ବର୍ଷିଛନ୍ତି। କଂଗ୍ରେସରୁ…

ସିବିଆଇକୁ କହିଲେ କର୍ଣ୍ଣାଟକା ସରକାର: ପ୍ରଜ୍ଜ୍ୱଳ ରେଭାନ୍ନାଙ୍କୁ ଧରିବାକୁ ଅଲଗା ରାଷ୍ଟ୍ରର ସହାୟତା ନିଅ

ବେଙ୍ଗାଲୁରୁ : ଜେଡିଏସ୍‌ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କୁ ଧରିବା ପାଇଁ ସିବିଆଇ ବିଦେଶ ରାଷ୍ଟ୍ରର ସହାୟତା ନେଉ ବୋଲି ଆଜି କର୍ଣ୍ଣାଟକା ସରକାର କହିଛନ୍ତି। ସେହିପରି ସିବିଆଇ ମଧ୍ୟ ପ୍ରଜ୍ଜ୍ୱଳଙ୍କ ବିରୋଧରେ ବ୍ଲ୍ୟୁ କର୍ଣ୍ଣର ନୋଟିସ ଜାରି କରିବାକୁ ପଦକ୍ଷେପ ନେଇପାରେ।…

ମୋଦିଙ୍କୁ ଜବାବ ଦେଲେ ପ୍ରିୟଙ୍କା: କହିଲେ- ଶେହନଶାହ ରାଜମହଲରେ ରହୁଛନ୍ତି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଟି ନିର୍ବାଚନ ରାଲିରେ ରାହୁଲ ଗାନ୍ଧିଙ୍କୁ ଶେହଜାହା କହି ତୀବ୍ର ସମାଲୋଚନା କରିବାରେ ଲାଗିଛନ୍ତି। ଏ ସମ୍ପର୍କରେ ରାହୁଲ ଗାନ୍ଧି କିଛି କହୁ ନଥିବା ବେଳେ ଆଜି ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ଏହାର…

‘ବନ୍ଧୁକ ମୁନରେ ମୋ ସହ ଦୁଷ୍କର୍ମ କରିଛନ୍ତି ପ୍ରଜ୍ଜ୍ୱଳ’

ବେଙ୍ଗାଲୁରୁ : ଅଶ୍ଳୀଳ ଭିଡିଓ ମାମଲାରେ ଫଶି ଥିବା ଜେଡିଏସ୍‌ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଦିନ କୁ ଦିନକୁ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ କଳା କାରନାମା। ତାଙ୍କ ବିରୋଧରେ ଜେଡିଏସ୍‌ର ଜଣେ କର୍ମୀ ଏବେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି।…

ଘସିପୁରାରୁ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିବେ ସୌମ୍ୟରଂଜନ ପଟ୍ଟନାୟକ

ଭୁବନେଶ୍ବର: ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଚଳିତ ନିର୍ବାଚନରେ କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ଡଳୀରୁ ଲଢ଼ିବେ। ଏହି ନିର୍ବାଚନରେ ସେ କୌଣସି ଦଳୀୟ ଟିକେଟ୍‌ରେ ନିର୍ବାଚନ ନଲଢ଼ି ସ୍ବାଧୀନ ଭାବେ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ଘସିପୁରାରେ ଏକ ବିଶାଳ…

ସୁଜାତାଙ୍କୁ ଅର୍ଥ ବିଭାଗକୁ ବଦଳି, ମିଶନଶକ୍ତି ବିଭାଗ ଦାୟିତ୍ୱରେ ଶାଳିନୀ ପଣ୍ଡିତ

ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୦୦ ବ୍ୟାଚ୍ ଆଇଏଏସ୍ ତଥା ମିଶନ ଶକ୍ତି ବିଭାଗର ସଚିବ ତଥା କମିଶନର ସୁଜାତା କାର୍ତ୍ତିକେୟନଙ୍କୁ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି । ସ୍ୱାସ୍ଥ୍ୟ ଓ…

୪୪.୬ ଡ଼ିଗ୍ରି ସହ ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। କାଳବୈଶାଖୀ ପ୍ରଭାବରେ ଗତ ବୁଧବାର ସନ୍ଧ୍ୟାରେ ଉପକୂଳବର୍ତ୍ତୀ ଜିଲ୍ଲାର କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ଆଜି ତାପମାତ୍ରାରୁ ସାମାନ୍ୟ ଆଶ୍ବସ୍ତି ମିଳିଥିବା ବେଳେ ପଶ୍ଚିମ ଓଡ଼ିଶାରେ ଲୋକେ ତାତିରେ ଛଟପଟ ହୋଇଛନ୍ତି।…

ଛାଡ଼ପତ୍ର ବିବାଦ ମଧ୍ୟରେ ପୁଣି ଥରେ ରେମଣ୍ଡର ଏମଡି ହେଲେ ଗୌତମ ସିଙ୍ଘାନିଆ

ନୂଆଦିଲ୍ଲୀ: ଛାଡ଼ପତ୍ର ବିବାଦ ମଧ୍ୟରେ ପୁଣି ଥରେ ରେମଣ୍ଡର ଏମଡି(ପରିଚାଳନା ନିର୍ଦ୍ଦେଶକ) ହେଲେ ଗୌତମ ସିଙ୍ଘ‌ାନିଆ। ଗତ ବର୍ଷ ପତ୍ନୀଙ୍କ ସହ ବିବାଦ ଥିବା ନେଇ ଜଣାପଡ଼ିବା ପରେ ଚର୍ଚ୍ଚାକୁ ଆସିଥିଲେ ଗୌତମ। ଏହି କାରଣରୁ ତାଙ୍କ ପଦବୀ ଚାଲିଯାଇପାରେ ବୋଲି…

ଗାଧୋଇବା ବେଳେ ବୁଡ଼ିଗଲେ ଯୁକ୍ତ ଦୁଇ ଛାତ୍ର

ସାଲେପୁର : ସାଲେପୁରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା l ନଦୀରେ ଗାଧୋଇବା ବେଳେ ବୁଡ଼ିଯାଇ ସାଲେପୁର କଲେଜର ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି l ମୃତ ଛାତ୍ର ହେଲେ ସାଲେପୁର ବ୍ଲକ ମୁର୍କୁଣ୍ଡି ଗାଁର ଅମୁଲ୍ୟ ବେହେରାଙ୍କ…