2025

ଦାର୍ଜିଲିଂରେ ବର୍ଷାର ତାଣ୍ଡବ, ଭୂସ୍ଖଳନରେ ଭାଙ୍ଗିଲା ବ୍ରିଜ, ୯ ମୃତ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ଦାର୍ଜିଲିଂରେ ପ୍ରବଳ ବର୍ଷାର ତାଣ୍ଡବ । ଭୟଙ୍କର ଭୂସ୍ଖଳନରେ ଭାଙ୍ଗିଲା ବ୍ରିଜ । ଦୁର୍ଘଟଣାରେ ୧୦ ଜଣଙ୍କରୁ ଅଧିକ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଭୂସ୍ଖଳନ ଯୋଗୁଁ ମିରିକ ଏବଂ କୁର୍ସିଓଙ୍ଗକୁ ସଂଯୋଗ କରୁଥିବା…

ଆମେରିକାରେ ଭାରତୀୟ ଛାତ୍ରଙ୍କୁ ହତ୍ୟା, ମୃତଦେହ ଫେରାଇ ଆଣିବାକୁ ସରକାରଙ୍କୁ ନିବେଦନ

ଆମେରିକା : ଆମେରିକାରେ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା । ମୃତ ଯୁବକ ଜଣକ ହାଇଦ୍ରାବାଦର ୨୭ ବର୍ଷୀୟ ଚନ୍ଦ୍ରଶେଖର ପାଲେ ବୋଲି ଜଣାପଡିଛି । ଆମେରିକାର ଡଲାସରେ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ସୂଚନାନୁଯାୟୀ, ଭାରତରେ…

ଘାତକ ସାଜିଛି କଫ୍ ସିରପ୍ : କେନ୍ଦ୍ର ସ୍ଵାସ୍ଥ୍ୟ ସଚିବଙ୍କ ଜରୁରୀ ବୈଠକ

ନୂଆଦିଲ୍ଲୀ : ଘାତକ ସାଜିଛି କଫ୍ ସିରପ୍। ମଧ୍ୟପ୍ରଦେଶରେ ୧୧ ଜଣ କଅଁଳ ଶିଶୁଙ୍କ ଜୀବନ ନେବା ପରେ ଆକ୍ସନ ମୋଡରେ କେନ୍ଦ୍ର ସରକାର। ଏ ନେଇ କେନ୍ଦ୍ର ସ୍ଵାସ୍ଥ୍ୟ ସଚିବ ଜରୁରୀ ବୈଠକ ଡାକିଛନ୍ତି। ଆଜି ଅପରାହ୍ନ ୪ଟାରେ ସବୁ…

ଜାପାନରେ ଭୂମିକମ୍ପ; ତୀବ୍ରତା ୬.୦

ଜାପାନ : ପାକିସ୍ତାନ ପରେ ଜାପାନରେ ଶକ୍ତିଶାଳୀ ଭୂକମ୍ପ ଘଟିଛି । ଯାହାର ତୀବ୍ରତା ୬.୦ । ଭୂକମ୍ପର କେନ୍ଦ୍ରସ୍ଥଳ ୫୦ କିଲୋମିଟର ଗଭୀରତାରେ ଥିବା ଜଣାପଡିଛି । ଗତକାଲି ରାତିରେ ଜାପାନର ହୋନସୁର ପୂର୍ବ ଉପକୂଳ ନିକଟରେ ଭୂକମ୍ପ ଅନୁଭୂତ…

ଦରଘାବଜାରରେ ଶୋଭାଯାତ୍ରା ଅଟକାଇବାରୁ ଉତ୍ତେଜନା

କଟକ: କଟକ ଦରଘାବଜାରରେ ଉତ୍ତେଜନା । ଶୋଭାଯାତ୍ରାକାରୀଙ୍କୁ ଘଉଡାଇବା ପାଇଁ କମିଶନରେଟ୍ ପୋଲିସର ଉଦ୍ୟମ ଜାରି । ଦରଘାବଜାରରେ ବିଭିନ୍ନ ସଂଗଠନ ପକ୍ଷରୁ ବିଶାଳ ଶୋଭାଯାତ୍ରା ବେଳେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି । ଆସନ୍ତାକାଲି ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ କଟକ…

କାଲିଠାରୁ ୪ ଦିନିଆ ନୂଆପଡା ଗସ୍ତ କରିବେ ଭକ୍ତ ଦାସ, ଖରିଆର ରୋଡ଼ରେ ହେବ ନ୍ୟାୟ ସମାବେଶ

ନୂଆପଡା: ଆସନ୍ତା କାଲିଠାରୁ ୪ଦିନିଆ ନୂଆପଡା ଗସ୍ତରେ ଯିବେ ପିସିସି ସଭାପତି ଭକ୍ତ ଚରଣ ଦାସ। ଖରିଆର ରୋଡ଼ରେ ନ୍ୟାୟ ସମାବେଶ କରିବେ ଭକ୍ତ। ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିବାକୁ ଯାଉଛି। ଭକ୍ତଦାସ କହିଛନ୍ତି, ଘାସିରାମ ୪ଥର…

ବରୁଣେଇରେ ବାରହା ଆତଙ୍କ: ୩ ପର୍ଯ୍ୟଟକ ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ବରୁଣେଇରେ ରବିବାର ବାରହା ଆତଙ୍କ ଦେଖିବାକୁ ମିଳିଛି। ବରୁଣେଇ ପୀଠରେ ଏକ ବାରହା ପର୍ଯ୍ୟଟକମାନଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି। ଏଥିରେ ୩ ଜଣ ପର୍ଯ୍ୟଟକ ଗୁରୁତର ଆହତ ହୋଇଛନ୍ତି। ରବିବାର ଛୁଟିଦିନ ଥିବାରୁ ବରୁଣେଇକୁ…

ସହିଦ୍‌ ବାଜି ରାଉତଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ଆଜି ସହିଦ୍ ବାଜି ରାଉତଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ବିଧାନସଭା ପରିସରରେ ଥିବା ବାଜି ରାଉତଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳୀ…

ବରଗଡ଼ରୁ ଜବତ ହେଲା ଘାତକ କଫ ସିରପ୍‌

ଭୁବନେଶ୍ବର : ମଧ୍ୟପ୍ରଦେଶ କଫ୍ ସିରପ୍ ଖାଇ ଶିଶୁ ମୃତ୍ୟୁ ପରେ ଓଡ଼ିଶାରେ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର। କେନ୍ଦ୍ର ସରକାରଙ୍କ ନିର୍ଦେଶକ୍ରମେ ଓଡ଼ିଶାରେ ପହଞ୍ଚିଥିବା ଘାତକ କୋଲ୍ଡ ରିଫ୍‌କୁ ନେଇ ତନାଘନା ଆରମ୍ଭ କରିଛି ଓଡ଼ିଶା ଭେଷଜ ନିୟନ୍ତ୍ରକଙ୍କ କାର୍ଯ୍ୟାଳୟ।…

ଟଙ୍କା ଉଧାରକୁ ନେଇ ଭୁଜାଲି ମାଡ: ୩ ଗୁରୁତର

ଅନୁଗୋଳ : ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଳକ୍ ଚାଉଁରିଆପାଳ ଗାଁରେ ଅଭାବନୀୟ ଘଟଣା ଘଟିଛି। ୨ ହଜାର ଟଙ୍କା ଧାରକୁ ନେଇ ଭୁଜାଲି ମାଡ଼ ହୋଇଛି। ଏଥିରେ ୩ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…