2025

କାଲି ନୂଆପଡା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ, ମିନିଷ୍ଟାଡିଅମରେ ଆୟୋଜିତ ହେବ ସାଧାରଣ ସଭା

ନୂଆପଡ଼ା : ନୂଆପଡ଼ା ଉପନିର୍ବାଚନ ଉପରେ ବିଜେପିର ଫୋକସ୍ । ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପୁର୍ବରୁ କାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦିନିକିଆ ନୂଆପଡା ଜିଲ୍ଲା ଗସ୍ତ । କାଲି ସକାଳ ୧୧ଟା ସମୟରେ ମୁଖ୍ୟମନ୍ତ୍ରୀ ମୋହନ…

ବାଣ ଭିଡିବା ବେଳେ ବିସ୍ଫୋରଣ, ଦୁଇ ଆହତ

ମୟୂରଭଞ୍ଜ : ବାଣ ଭିଡିବା ବେଳେ ବିସ୍ଫୋରଣ । ଭୟଙ୍କର ବିସ୍ଫୋରଣରେ ଦୁଇ ଆହତ । ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ବାଛୁରୀପଡା ଗାଁରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି ।…

ଜଙ୍ଗଲରୁ ନିଖୋଜ ଯୁବକଙ୍କ କଙ୍କାଳ ଉଦ୍ଧାର, ହତ୍ୟା ସନ୍ଦେହ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଶୁଆଡ଼ଙ୍ଗ ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର । କଙ୍କାଳଟି ସଣ୍ଡସା ଭାଲିଆଗୁଡା ଗାଁର ପୁଷ୍ପ ଗୌଡ଼ଙ୍କର ବୋଲି ଦାବି କରିଛନ୍ତି ପରିବାର । ଗତ ସେପ୍ଟେମ୍ବର ୭ ତାରିଖରେ ଘରୁ ବାହାରକୁ ଯାଇ ଆଉ ଫେରିନଥିଲେ…

ଚୌଦ୍ୱାର ଜେଲ ଓ ସବଜେଲରେ ଚଢାଉ, ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ

ଚୌଦ୍ୱାର : ଚୌଦ୍ୱାର ଜେଲରୁ କଏଦୀ ଫେରାର ହେବା ପରେ ସାରା ରାଜ୍ୟରେ ଜେଲ ସୁରକ୍ଷା କଡ଼ାକଡ଼ି । ସକାଳୁ ସକାଳୁ ଜେଲ୍ ଓ ସବଜେଲରେ ଚଢାଉ ହୋଇଛି । ଅତର୍କିତ ଭାବେ ବରଗଡ଼ ଜେଲ ସମେତ ସବ ଜେଲରେ ପୋଲିସ…

ଟ୍ରକରେ ପିଟି ହେଲା ବାଇକ୍: ୩ ମୃତ, ଜଣେ ଗୁରୁତର

ମାଲକାନଗିରି : ଟ୍ରକକୁ ପଛପଟେ ପିଟି ହୋଇଗଲା ଦୁଇ ବାଇକ୍ । ୩ ମୃତ, ଜଣେ ଗୁରୁତର । ମାଲକାନଗିରି ଜିଲ୍ଲା ୩୨୬ ନମ୍ବର ଜାତୀୟ ରାଜପଥର କତାମେଟାରେ ସିରିଜ୍ ଦୁର୍ଘଟଣା ଘଟିଛି । ରାସ୍ତାକଡ଼ରେ ଟ୍ରକଟି ଠିଆ ହୋଇଥିବାବେଳେ ଦୁଇ…

ଏସଆଇ ନିଯୁକ୍ତି ପରୀକ୍ଷା ଜାଲିଆତିର ଖୋଲୁଛି ଗୁମର, କିଙ୍ଗପିନ୍ ଶଙ୍କର ପୃଷ୍ଟିକୁ ଖୋଜୁଛି କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର : ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀର ଖୋଲୁଛି ଗୁମର । ଘଟଣାର କିଙ୍ଗପିନ୍ ଶଙ୍କର ପୃଷ୍ଟିକୁ ଖୋଜୁଛି କ୍ରାଇମବ୍ରାଞ୍ଚ । କେବେ ଧରାପଡିବ ମାଷ୍ଟରମାଇଣ୍ଡ ? ପଞ୍ଚସଫ୍ଟ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍ ଅଫିସରୁ କାଗଜପତ୍ର ଓ ହାର୍ଡଡିସ୍କ ଜବତ…

ବାଲିଯାତ୍ରା ପାଇଁ ୧୩ରୁ ପ୍ଲଟ ନିଲାମୀ ପ୍ରକ୍ରିୟା ଆରମ୍ଭ

କଟକ: ଐତିହାସିକ କଟକ ବାଲିଯାତ୍ରା-୨୦୨୫ରେ ଷ୍ଟଲ ଖୋଲିବା ନିମନ୍ତେ ପ୍ଲଟ ପଞ୍ଜିକରଣ ପ୍ରକ୍ରିୟା ଜାରି ରହିଛି। ଏହା ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ୧୩ ତାରିଖର ପ୍ଲଟ ନିଲାମୀ ପ୍ରକ୍ରିୟା ଆରମ୍ଭ ​ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା…

ଦିନିକିଆରେ ବି ଶୁବମନ୍ କ୍ୟାପ୍ଟେନ

ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଏବଂ ଟି୨୦ ସିରିଜ ପାଇଁ ଟିମ୍ ଘୋଷଣା କରିଛି ବିସିସିଆଇ । ଟେଷ୍ଟ ପରେ ଦିନିକିଆରେ ଶୁବମନ ଗିଲ୍‌ଙ୍କୁ ନୂଆ ଅଧିନାୟକ ଭାବେ ନିଯୁକ୍ତି ଦିଆଯାଇଛି। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ରୋହିତ୍‌ ଶର୍ମାଙ୍କ ସ୍ଥାନରେ…

ଭାରତ-ୱେଷ୍ଟଇଣ୍ଡିଜ୍‍ ଟେଷ୍ଟ ସିରିଜ୍‍: ପ୍ରଥମ ଟେଷ୍ଟ ଜିତିଲା ଭାରତ

ଅହମ୍ମଦାବାଦ: ଅହମ୍ମଦାବାଦରେ ଖେଳାଯାଇଥିବା ଭାରତ ୱେଷ୍ଟଇଣ୍ଡିଜ୍‍ ଦୁଇ ଟିକିଆ ମ୍ୟାଚରେ ପ୍ରଥମ ଟେଷ୍ଟ ଜିତିଲା ଭରତ । ଟିମ୍‍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍‍ କୁ ୧୬୨ରନରେ ଅଲଆଉଟ୍‍ କରିଛି । ୱେଷ୍ଟଇଣ୍ଡିଜ୍‍ କୁ ଇସିଂସ ଓ ୧୪୦ ରନରେ ହରାଇଲା ଭାରତୀ ଟିମ୍‍…

ପଞ୍ଜାବରୁ ରାଜ୍ୟସଭା ଯିବେ ନାହିଁ କେଜ୍ରିୱାଲ!

ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲ ପଞ୍ଜାବରୁ ରାଜ୍ୟସଭା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଟ୍ରାଇଡେଣ୍ଟ ଗ୍ରୁପର ମାଲିକ ତଥା ବ୍ୟବସାୟୀ ରାଜେନ୍ଦ୍ର ଗୁପ୍ତା ରାଜ୍ୟସଭା ପାଇଁ ଆମ ଆଦମୀ ପାର୍ଟିର ପ୍ରାର୍ଥୀ ହେବେ। ଆମ ଆଦମୀ ପାର୍ଟି ସରକାର ଗୁପ୍ତାଙ୍କୁ ୨୦୨୨ରେ ପଞ୍ଜାବ…